ଅନୁଗୁଳରେ ବିଶ୍ୱ ପୁସ୍ତକ ଦିବସ ପାଳିତ: ପୁସ୍ତକ ପଠନ ଓ ପାଠାଗାର ସ୍ଥାପନ ଉପରେ ଗୁରୁତ୍ୱ
ଅନୁଗୁଳ: ପୁସ୍ତକ ଜ୍ଞାନର ଆଲୋକ ପ୍ରଦାନ କରିବା ସହ ଜୀବନର ପ୍ରକୃତ ମାର୍ଗଦର୍ଶକ ସାଜିଥାଏ। ଏହି ପରିପ୍ରେକ୍ଷୀରେ, ଆଜି ଅନୁଗୁଳର ମହିମାଜ୍ୟୋତି ଆବାସିକ ବିଦ୍ୟାଳୟଠାରେ 'ଡ୍ରିମ୍ ଫର୍ ଅନୁଗୁଳ' ଏବଂ 'ଆମ ପ୍ରତିଭା ଆମ ସ୍ବାଭିମାନ' ପକ୍ଷରୁ ବିଶ୍ୱ ପୁସ୍ତକ ଦିବସ…



