କଣିହାଁରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ବିଭିନ୍ନ ଗ୍ରାମରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦଲକ ଗ୍ରାମ ପଞ୍ଚାୟତ ଦଲକ ଗ୍ରାମରେ ୧୦ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ନୂତନ…

Continue Readingକଣିହାଁରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି ବିଧାୟକ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫୦ଟି ଗଛ ପ୍ରଦାନ

ଅନୁଗୁଳ: ଅନୁଗୁଳ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ପକ୍ଷରୁ ମଙ୍ଗଳବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫୦ଟି ଗଛ ପ୍ରଦାନ କରାଯାଇଛି। ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଦିଲ୍ଲୀପ ପଟ୍ଟନାୟକ ଓ ହସ୍ପିଟାଲ ପରିଚାଳକ ସଂଗୀତା ସାହୁ ଉପସ୍ଥିତିରେ ଏହି ଗଛ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫୦ଟି ଗଛ ପ୍ରଦାନ

ଢେଙ୍କାନାଳ ସାଂସଦଙ୍କ ଛେଣ୍ଡିପଦା ଗସ୍ତ-ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ଛେଣ୍ଡିପଦା: ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ସୋମବାର ଦିନ ଛେଣ୍ଡିପଦା ବ୍ଲକ ଗସ୍ତ କରିଛନ୍ତି। ଗସ୍ତ ସମୟରେ ଜନସାଧାରଣଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇଥିଲେ। ପ୍ରଥମେ ସାଂସଦ ଛେଣ୍ଡିପଦାର ବିଜେପି କାର୍ଯ୍ୟାଳୟରେ ପହଁଞ୍ଚିଥିଲେ। ବିଜେପି…

Continue Readingଢେଙ୍କାନାଳ ସାଂସଦଙ୍କ ଛେଣ୍ଡିପଦା ଗସ୍ତ-ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏନ୍‌ସିସି ଦିବସ

ଅନୁଗୁଳ: ନଭେମ୍ବର ୨୩ ତାରିଖରେ ଅନୁଗୁଳ ମହାବିଦ୍ୟାଳୟ ପକ୍ଷରୁ ଏନ୍‌ସିସି ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମଟି ଅଧ୍ୟକ୍ଷ ଡ଼ଃ. ନୀଳାଞ୍ଚଳ ପଟେଲ, ଭୌତିକ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ଃ. ବସନ୍ତ କୁମାର ସାହୁ ଓ ପ୍ରାଣୀ ବିଜ୍ଞାନ ବିଭାଗ…

Continue Readingସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏନ୍‌ସିସି ଦିବସ

ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ

ଅନୁଗୁଳ: ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଅନୁଗୁଳ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଦାମୋଦର ରଥଙ୍କ ତତ୍ତ୍ୱାବଧାନରେ ଶିଶୁଦିବସ ଅବସରରେ ୭ମ ଶ୍ରେଣୀରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲା ଅଦାଲତ ପରିସରରେ ଏକ…

Continue Readingଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଆର୍ତ୍ତତ୍ରାଣ ପ୍ରଧାନଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ବ୍ଲକ୍ ବ୍ରହ୍ମପୁର ଗାଁର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଆର୍ତ୍ତତ୍ରାଣ ପ୍ରଧାନ (୮୦) ଆଜି ତାଙ୍କ ବାସଭବନରେ ପରଲୋକ ହୋଇଛି। ଗତ କିଛିଦିନ ଧରି ଅସୁସ୍ଥ ଥିବାରୁ ସେ ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ…

Continue Readingଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଆର୍ତ୍ତତ୍ରାଣ ପ୍ରଧାନଙ୍କ ପରଲୋକ

ବଇଣ୍ଡା ବରିଷ୍ଠ ନାଗରିକ ମଞ୍ଚର ବୈଠକ: ସନାତନ ସାହୁଙ୍କୁ ସଭାପତି, ବସନ୍ତ କୁମାର ନାୟକଙ୍କୁ ଉପସଭାପତି ଦାୟିତ୍ୱ

ଅନୁଗୁଳ: ଆଜି ବଇଣ୍ଡା କଲ୍ଯାଣ ମଣ୍ଡପରେ ବଇଣ୍ଡାର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ଏକ ସାଧାରଣ ବୈଠକ ସଭାପତି ଭଗବାନ ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଛି। ରମେଶ ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ପ୍ରଥମେ ଦିବଂଗତ ଟଙ୍କଧର ନାୟକ, ବୃନ୍ଦାବନ…

Continue Readingବଇଣ୍ଡା ବରିଷ୍ଠ ନାଗରିକ ମଞ୍ଚର ବୈଠକ: ସନାତନ ସାହୁଙ୍କୁ ସଭାପତି, ବସନ୍ତ କୁମାର ନାୟକଙ୍କୁ ଉପସଭାପତି ଦାୟିତ୍ୱ

ଶକ୍ତି ଶ୍ରୀକ୍ଷେତ୍ରରେ ଦେବ ଦୀପାବଳି ପାଳିତ, ଏକୋଇଶ ହଜାର ଦୀପ ଜାଳିଲେ ଶ୍ରଦ୍ଧାଳୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସାଉଥ ବଲଣ୍ଡାସ୍ଥିତ ଶକ୍ତି ଶ୍ରୀକ୍ଷେତ୍ରରେ ଦେବ ଦୀପାବଳି ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ଏମସିଏଲରେ କାର୍ଯ୍ୟରତ ସମସ୍ତ ଶ୍ରମିକ ସଙ୍ଗଠନ, କର୍ମଚାରୀ, ଆଞ୍ଚଳିକ ଗ୍ରାମବାସୀ ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି…

Continue Readingଶକ୍ତି ଶ୍ରୀକ୍ଷେତ୍ରରେ ଦେବ ଦୀପାବଳି ପାଳିତ, ଏକୋଇଶ ହଜାର ଦୀପ ଜାଳିଲେ ଶ୍ରଦ୍ଧାଳୁ

ଜାତୀୟ ଏକତା ସମାରୋହରେ ଏଡିଭି ପୁରସ୍କୃତ

ଅନୁଗୁଳ: ଅନୁଗୁଳ ହାଇସ୍କୁଲ ପଡିଆରେ ଆୟୋଜିତ ଜାତୀୟ ଏକତା ସମାରୋହରେ ଅନୁଗୁଳ ଡିଫେନସ ଭେଟ୍ରାନକୁ ଟ୍ରଫି ଓ ମାନପତ୍ର ଦିଆଯାଇ ପୁରସ୍କୃତ କରାଯାଇଥିଲା। ରାଜ୍ୟ ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏଡିଭି ସଭାପତି ଅନିଲ କୁମାର…

Continue Readingଜାତୀୟ ଏକତା ସମାରୋହରେ ଏଡିଭି ପୁରସ୍କୃତ

କଣିହାଁ ପଞ୍ଚାୟତ ସମିତିର ସାଧାରଣ ବୈଠକ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ପଞ୍ଚାୟତ ସମିତିର ୭ ମ ସାଧାରଣ ବୈଠକ ପବିତ୍ର ମୋହନ ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ସଭା ପରିଚାଳନା କରିଥିଲେ। ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସାଂସଦ ପ୍ରତିନିଧି…

Continue Readingକଣିହାଁ ପଞ୍ଚାୟତ ସମିତିର ସାଧାରଣ ବୈଠକ