ରାସ୍ତା ଓ ଅଡିଟୋରିୟମ୍ ନେଇ ଏମସିଏଲସିର ଏମଡିଙ୍କ ସହିତ ପୂର୍ବତନ ସାଂସଦଙ୍କ ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଏମସିଏଲସି ଏମଡିଙ୍କ ସହ ଆଲୋଚନା କରିଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ। ଶ୍ରୀ ସାହୁ ସମ୍ବଲପୁର ଠାରେ ଏମସିଏଲସି ଏମଡି ଅନନ୍ତ ଉଦ୍ଧବ କାଉଏଲ୍ ଙ୍କୁ ଭେଟି ରାସ୍ତା ସମସ୍ୟା ନେଇ…

Continue Readingରାସ୍ତା ଓ ଅଡିଟୋରିୟମ୍ ନେଇ ଏମସିଏଲସିର ଏମଡିଙ୍କ ସହିତ ପୂର୍ବତନ ସାଂସଦଙ୍କ ଆଲୋଚନା

ଶୌଚାଳୟ ତିଆରି ଦାବି: ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ବଅଁରପାଳ ବ୍ଲକର ମହିଳା

ଅନୁଗୁଳ: ଘରେ ଘରେ ଶୌଚାଳୟ ଦାବି। ଏଥିପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ତୁଳସୀପାଳ ପଞ୍ଚାୟତ ଲଙ୍ଗୁଳିଆବେଡା ଗାଁ ମହିଳା। ଅଭିଯୋଗ ମୁତାବକ, ଦୁଇ- ତିନି ବର୍ଷ ହେଲା ଲଙ୍ଗୁଳିଆବେଡା ଗ୍ରାମ ନିକଟରେ ହାତୀ ରହୁଛି। ଏଣୁ…

Continue Readingଶୌଚାଳୟ ତିଆରି ଦାବି: ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ବଅଁରପାଳ ବ୍ଲକର ମହିଳା

ହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ, ଅମରେଶଙ୍କୁ ସଭାପତି ଦାୟିତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପ ଠାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ଗତ ବର୍ଷ ଦୁର୍ଗାପୂଜାର ଆୟବ୍ୟୟ ଉପସ୍ଥାପନା କରାଯାଇଥିଲା। ପରେ ଅସ୍ଥାୟୀ ସଭାପତି ଅଭିମନ୍ୟୁ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ନୂତନ…

Continue Readingହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ, ଅମରେଶଙ୍କୁ ସଭାପତି ଦାୟିତ୍ୱ

୧୫ ଦିନିଆ ବିଦ୍ୟୁତଚାଳିତ ସିଲେଇ ପ୍ରଶିକ୍ଷଣ ଶିବିର ଉଦଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ବାମୁର ବନାଞ୍ଚଳ ଅଧୀନସ୍ଥ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ମାଧ୍ୟମରେ ଓ ଖଦି ଗ୍ରାମୋଦ୍ୟୋଗ ଆୟୋଗ ସହାୟତାରେ ଚାଲିଥିବା ବିଦ୍ୟୁତ ଚାଳିତ ସିଲେଇ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ୧୫…

Continue Reading୧୫ ଦିନିଆ ବିଦ୍ୟୁତଚାଳିତ ସିଲେଇ ପ୍ରଶିକ୍ଷଣ ଶିବିର ଉଦଯାପିତ

ପଛୁଆବର୍ଗଙ୍କ ପାଇଁ ଥିବା ସରକାରୀ ଯୋଜନାର ବିବରଣୀ ପ୍ରଦାନ କରିବାକୁ ପୂର୍ବତନ ସାଂସଦଙ୍କ ଦାବି

ଅନୁଗୁଳ: ସରକାରୀ ଯୋଜନା ନେଇ ସୂଚନା ଦେବାକୁ ସାଂସଦ ମହେଶ ସାହୁ  ଅନୁଗୁଳ ଓ ବଅଁରପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅନୁରୋଧ କରିଛନ୍ତି। ଦଳିତ, ଅବହେଳିତ, ଅନୁସୂଚିତ ଜାତି ଓ ଜନଜାତି ଲୋକମାନଙ୍କ ସାମାଜିକ ବିକାଶ ପାଇଁ ଉଭୟ ରାଜ୍ୟ…

Continue Readingପଛୁଆବର୍ଗଙ୍କ ପାଇଁ ଥିବା ସରକାରୀ ଯୋଜନାର ବିବରଣୀ ପ୍ରଦାନ କରିବାକୁ ପୂର୍ବତନ ସାଂସଦଙ୍କ ଦାବି

ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା ଅଦ୍ଵୈତ ପ୍ରସାଦ ସିଂହଙ୍କ ସପ୍ତଦଶତମ ଶ୍ରାଦ୍ଧବାର୍ଷିକୀ, ସ୍ମୃତିଚାରଣ କଲେ ବରିଷ୍ଠ ନେତା

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା, ପୂର୍ବତନ ମନ୍ତ୍ରୀ, ବିଶିଷ୍ଟ ସମବାୟବିତ୍ ସ୍ବର୍ଗତ ଅଦ୍ଵୈତ ପ୍ରସାଦ ସିଂହଙ୍କ ସପ୍ତଦଶତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ସଭାଘର ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା…

Continue Readingଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା ଅଦ୍ଵୈତ ପ୍ରସାଦ ସିଂହଙ୍କ ସପ୍ତଦଶତମ ଶ୍ରାଦ୍ଧବାର୍ଷିକୀ, ସ୍ମୃତିଚାରଣ କଲେ ବରିଷ୍ଠ ନେତା

ମୌଳିକ ଅଧିକାର ପାଇଁ ଆଲୁମିନିୟମ ମଜଦୁର ସଂଘର ବିଶାଳ ଗଣବିକ୍ଷୋଭ, ରଣହୁଙ୍କାର ଦେଲେ ୩୦୦ରୁ ଅଧିକ ଶ୍ରମିକ

ଅନୁଗୁଳ: ବିଭିନ୍ନ ଦାବି ନେଇ ନାଲକୋର ସର୍ବବୃହତ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜଦୁର ସଂଘ ତରଫରୁ ନାଲକୋ ସ୍ମେଲଟର ପ୍ଲାଣ୍ଟ ପରିସରରେ ଏକ ବିଶାଳ ଗଣ ବିକ୍ଷୋଭ ସହ ମହାରାଲି ଅନୁଷ୍ଠିତ ହେଇଛି। ନାଲକୋ ପ୍ରଶାସନର ସ୍ଥାଣୁତା, ମନମୁଖୀ ଶାସନ, ବୈମାତୃକ…

Continue Readingମୌଳିକ ଅଧିକାର ପାଇଁ ଆଲୁମିନିୟମ ମଜଦୁର ସଂଘର ବିଶାଳ ଗଣବିକ୍ଷୋଭ, ରଣହୁଙ୍କାର ଦେଲେ ୩୦୦ରୁ ଅଧିକ ଶ୍ରମିକ

ବଇଣ୍ଡା, ଠାକୁରଗଡ଼ରେ କଂଗ୍ରେସର ରାସ୍ତା ରୋକ

ଅନୁଗୁଳ: ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ଅନୁଗୁଳ ଜିଲ୍ଲା ବଇଣ୍ଡା ଓ ଠାକୁରଗଡ଼ରେ ସଫଳ ହୋଇଛି। ବଇଣ୍ଡାରେ କଂଗ୍ରେସ କର୍ମୀ ଅରବିନ୍ଦ ସ୍ଵାଇଁଙ୍କ ନେତୃତ୍ବରେ ତପନ ମିଶ୍ର, ହୀରା ଲାଲ ସେଠୀଙ୍କ ସମେତ ବହୁ କଂଗ୍ରେସ…

Continue Readingବଇଣ୍ଡା, ଠାକୁରଗଡ଼ରେ କଂଗ୍ରେସର ରାସ୍ତା ରୋକ

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବି: ଅନୁଗୁଳର ବିଭିନ୍ନ କଲେଜରେ ଏଆଇଡିଏସ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ମୃତ୍ୟୁ ସହ ଲଢ଼ି ଲଢ଼ି ବାଲେଶ୍ଵର ଫକୀରମୋହନ କଲେଜ ଛାତ୍ରୀ ଗତକାଲି ପ୍ରାଣ ହରାଇଛନ୍ତି। ବିପ୍ଳବୀ ଛାତ୍ର ସଂଗଠନ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ୍ (ଏ.ଆଇ.ଡି.ଏସ୍.ଓ) ଉଦ୍ୟୋଗରେ ମଙ୍ଗଳବର ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ସମେତ ମହିଳା ମହାବିଦ୍ୟାଳୟ,…

Continue Readingସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବି: ଅନୁଗୁଳର ବିଭିନ୍ନ କଲେଜରେ ଏଆଇଡିଏସ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବିଶ୍ଵ ଯୁବ ଦକ୍ଷତା ବିକାଶ ଦିବସ ପାଳିତ, ତାଲିମ ନେଲେ ୬୦ ପ୍ରଶିକ୍ଷାର୍ଥୀ

ଅନୁଗୁଳ: ଅନୁଗୁଳ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ସୌରୀ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗୀତାଗ୍ରାମ ଗାଁର ପ୍ରଶିକ୍ଷଣ କେନ୍ଦ୍ରରେ ବିଶ୍ଵ ଯୁବ ଦକ୍ଷତା ବିକାଶ ଦିବସ ପାଳିତ ହୋଇଛି। ଜାତିସଂଘ ପକ୍ଷରୁ ୨୦୧୪ ଠାରୁ ସାରା ବିଶ୍ୱରେ ଏହି ଦିବସ ପାଳିତ…

Continue Readingବିଶ୍ଵ ଯୁବ ଦକ୍ଷତା ବିକାଶ ଦିବସ ପାଳିତ, ତାଲିମ ନେଲେ ୬୦ ପ୍ରଶିକ୍ଷାର୍ଥୀ