ଲିଟିଲ୍ ହାର୍ଟସରେ ୭୭ତମ ସ୍ୱତନ୍ତ୍ରତା ଦିବସ
ଅନୁଗୁଳ: କୁଇଓ ସ୍ଥିତ ଲିଟିଲ୍ ହାର୍ଟସ ଟଡଲରସ ଏକାଡେମୀ ପରିସରରେ ୭୭ ତମ ସ୍ୱତନ୍ତ୍ରତା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସ୍କୁଲର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଦୀପ୍ତି ଯୋଶୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ…
ଅନୁଗୁଳ: କୁଇଓ ସ୍ଥିତ ଲିଟିଲ୍ ହାର୍ଟସ ଟଡଲରସ ଏକାଡେମୀ ପରିସରରେ ୭୭ ତମ ସ୍ୱତନ୍ତ୍ରତା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସ୍କୁଲର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଦୀପ୍ତି ଯୋଶୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ…
ଅନୁଗୁଳ: ୭୭ତମ ସ୍ୱାଧୀନତା ଦିବସ ଅବସରରେ ଅନୁଗୁଳ କାଲଟାକ୍ସ ଛକ ସ୍ଥିତ ସ୍ମାର୍ଟ ଭାଲ୍ୟୁ କମ୍ପ୍ୟୁଟର ସଂସ୍ଥା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଅମିତ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ୬୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସ୍ୱାଧୀନତା…
ଅନୁଗୁଳ: ଆଜି ସାରା ଦେଶ ପାଳୁଛି ୭୭ ତମ ସ୍ୱାଧୀନତା ଦିବସ। ଏ ଅବସରରେ ସ୍ଥାନୀୟ ଗଣପତି ଗୁରୁକୁଳ ମଠରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଗଣପତି ଗୁରୁକୁଳମ ଶିକ୍ଷାନୁଷ୍ଠାନରେ ରଞ୍ଜନ କୁମାର ଗଡ଼ନାୟକ ଜାତୀୟ ପତାକା ଉତ୍ତୋଳନ କରିବା…
ଅନୁଗୁଳ: ଅବସରପ୍ରାପ୍ତ ପୋଲିସ ସବ ଇନ୍ସପେକ୍ଟର ହେମନ୍ତ କୁମାର ଦାସଙ୍କ କୁମଣ୍ଡ ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ସେ ଜଣେ ଦକ୍ଷ ଓ ସଚ୍ଚୋଟ ପୋଲିସ ଅଧିକାରୀ ଭାବେ…
ଅନୁଗୁଳ: ଅନୁଗୁଳ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଥିବା ଏକ ଶୁଖିଲା ଆମ୍ବ ଗଛ ବିପଦକୁ ଆମନ୍ତ୍ରଣ କରୁଛି। ଏହି ଗଛ କେତେବେଳେ ଖସି ପଡ଼ିବ ତାହା କହିବା ଅସମ୍ଭବ। ଏହି ରାସ୍ତା ଦେଇ ପ୍ରତିଦିନ ଲୋକେ ଯିବା ଆସିବା…
ଅନୁଗୁଳ: ଆସୁଛି ସ୍ୱାଧୀନତା ଦିବସ। ଏଥରକ ସ୍ୱାଧୀନତା ଦିବସରେ ମନଲୋଭା ଅଫର ଦେଉଛି ଅନୁଗୁଳର ଅଗ୍ରଣୀ ବ୍ୟବସାୟ ସଂସ୍ଥା ଏସ୍ଏନ୍କେ ରୟାଲ। ଏଥରକ ଅଗଷ୍ଟ ୧୫ରେ ବ୍ରାଣ୍ଡେଡ୍ ପୋଷାକ ଓ ଶାଢି଼ରେ ଆକର୍ଷଣୀୟ ରିହାତି ଦେଉଛି ଦୋକାନ। ସ୍ୱାଧୀନତା ଦିବସ ସେଲରେ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକକୁ ଗସ୍ତ କରି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପଦେଷ୍ଟା। ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପଦେଷ୍ଟା ଶିଶିର ପରିଜା, ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ, ଜିଲ୍ଲା ସହକାରୀ…
ତାଳଚେର : ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ତାଳଚେର କିଶୋର କ୍ଲବର କର୍ମକର୍ତ୍ତା। ଏ ଅବସରରେ ସେମାନେ ପୁରୁଣା ଯୁବରାଜ ହାଇସ୍କୁଲ ପାଖରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବାକୁ ଆଲୋଚନା…
ଅନୁଗୁଳ: ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ବୁଧବାର ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ଠାରେ ତୁରଙ୍ଗ ଗ୍ରାମ୍ୟ କମିଟି ଓ ଓଡ଼ିଶା ମୋ ପରିବାରର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ୪୨…
ଅନୁଗୁଳ: ଆସୁଛି ସ୍ୱାଧୀନତା ଦିବସ। ଏଣୁ ଅନୁଗୁଳ ଡାକ ବିଭାଗ ପକ୍ଷରୁ ଆଜି ସକାଳେ ହର ଘର ତ୍ରିରଙ୍ଗା ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ଆସନ୍ତା ଅଗଷ୍ଟ ୧୫ ତାରିଖ ପାଇଁ ୧୩ ତାରିଖ ରୁ ୧୫ ତାରିଖ…