ହ୍ୟୁଣ୍ଡାଇ ଏକ୍ସଟରର ବଜାର ପ୍ରବେଶ ସମାରୋହ
ଅନୁଗୁଳ: ଆଜି ସ୍ଥାନୀୟ ବିନୋଦ ହ୍ୟୁଣ୍ଡାଇ ସୋ ରୁମ୍ରେ ଏହାର ଚାରି ଚକିଆ ଯାନ ଏକ୍ସଟର ସେମି ଏସ୍ୟୁଭିର ବଜାର ପ୍ରବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହକୁ ଫେଡରାଲ ବ୍ୟାଙ୍କ୍ ଆର୍ଏମ୍ ସାୟନ ଚକ୍ରବର୍ତ୍ତୀ ଓ ଅନୁଗୁଳ ଏସ୍ବିଆଇ ର ଚିଫ୍…
ଅନୁଗୁଳ: ଆଜି ସ୍ଥାନୀୟ ବିନୋଦ ହ୍ୟୁଣ୍ଡାଇ ସୋ ରୁମ୍ରେ ଏହାର ଚାରି ଚକିଆ ଯାନ ଏକ୍ସଟର ସେମି ଏସ୍ୟୁଭିର ବଜାର ପ୍ରବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହକୁ ଫେଡରାଲ ବ୍ୟାଙ୍କ୍ ଆର୍ଏମ୍ ସାୟନ ଚକ୍ରବର୍ତ୍ତୀ ଓ ଅନୁଗୁଳ ଏସ୍ବିଆଇ ର ଚିଫ୍…
ଅନୁଗୁଳ: ଟାଉନ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ,ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ୍ ଗଡ଼ନାୟକ,ଟାଉନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ…
ଅନୁଗୁଳ: ସ୍ଥାନୀୟ ଶିକ୍ଷକପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ହାଉସ ଡ୍ରେସ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ସବିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସି ଆର ସି ସି ଅଖିଳ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ଅନୁଗୁଳ: କୁଇଓ ତାଳତୈଳା ସ୍ଥିତ ଲିଟିଲ୍ ହାର୍ଟସ ଟଡ଼ଲରସ୍ ଏକାଡେମୀରେ ଶୁକ୍ରବାର ବନ ମହୋତ୍ସବ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ନିର୍ଦ୍ଦେଶିକା ଶ୍ରୀମତୀ ଦୀପ୍ତି ଯୋଶୀ ଏହି ସମାରୋହକୁ ଉଦଘାଟନ କରିବାସହ ବନ ମହୋତ୍ସବ ତଥା ବୃକ୍ଷ ରୋପଣର ମହତ୍ତ୍ଵ…
ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ସର୍ବଭାରତୀୟ ଡିଲର ଫେଡରେସନ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଗଣଧାରଣା ଦିଆଯାଇଛି। ସୂଚନା ମୁତାବକ, ପାଞ୍ଚ ଦଫା ଦାବି ନେଇ ସର୍ବଭାରତୀୟ ଡିଲର ଫେଡରେସନ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ୍ ନିକଟରୁ ଏକ ଶୋଭାଯାତ୍ରା…
ତାଳଚେର: ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମେଡିକାଲ୍ କଲେଜ୍ ପାଇଁ ଜେଲ୍ ଯିବାର ଏକ ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏ ଅବସରରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଥିବା ସହିଦ ସ୍ତମ୍ଭ ସାମ୍ନାରେ କମିଟିର ଯୁଗ୍ମ…
ଅନୁଗୁଳ: ଅନୁଗୁଳ ସତ୍ୟସାଇ ସଂଗଠନ ପକ୍ଷରୁ ଆଜି ସ୍ଥାନୀୟ ପୋଲିସ ଟ୍ରେନିଂ କଲେଜ ଠାରେ ପ୍ରେମତରୁ ନାମକ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସିପାଲ ତଥା ଡିଆଇଜି ଏନସିଆର ବ୍ରିଜେଶ କୁମାର ରାୟ ଯୋଗ ଦେଇ ଏକ…
ଅନୁଗୁଳ: ଆଜି ପୂର୍ବାହ୍ନ ରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଦାନ ଭବନରେ ଚିକିତ୍ସକ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ତ୍ରିଲୋଚନ ପ୍ରଧାନ ଏହି ଶିବିରକୁ…
ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ବ ଜନସଂଖ୍ୟା ଦିବସ ଉପଲକ୍ଷେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଶ୍ବରେ ଜନସଂଖ୍ୟା ସ୍ଥିରତା ଆଣିବା ପାଇଁ ପ୍ରତିବର୍ଷ ଜୁନ୍ ମାସ ୨୭ ରୁ ଜୁଲାଇ ୧୦ ତାରିଖ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ନୂତନ କଂଗ୍ରେସ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ରଙ୍କୁ ନାଲକୋ ଏମ୍ପ୍ଲୟୀ ସଂଘ (ନେସ୍) ପକ୍ଷରୁ ଆଜି ଅନୁଗୁଳ କାର୍ଯ୍ୟାଳୟ ଠାରେ ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ସମସ୍ୟା ଏବଂ ଆଗାମୀ କାର୍ଯ୍ୟକ୍ରମ ପାଇଁ ଆଲୋଚନା କରାଯାଇଛି। ଏହି…