ଦୁର୍ଗା ପୂଜା ପାଇଁ ଅମଲାପଡ଼ା ଦୁର୍ଗାପୂଜା ସମିତିର ପ୍ରସ୍ତୁତି: ଚୟନିତ ହେଲେ ନୂତନ କର୍ମକର୍ତ୍ତା
ଅନୁଗୁଳ: ଅନୁଗୁଳସ୍ଥିତ ଅମଲାପଡ଼ା ଦୁର୍ଗା ପୂଜା ସମିତି ପକ୍ଷରୁ ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷ ମା’ଙ୍କ ପୂଜାକୁ ଧୁମ୍ଧାମ୍ରେ ପାଳନ କରିବାକୁ ଏ ଅବସରରେ ନିଷ୍ପତ୍ତି ହୋଇଛି। ପ୍ରସ୍ତୁତି ବୈଠକରେ ନୂତନ କର୍ମକର୍ତ୍ତା ଚୟନ…



