ଘର ନ ଥିବା ପରିବାରକୁ ସାହାଯ୍ୟ ଓ ସହଯୋଗର ହାତ ବଢାଇଲେ ଗୋଛାୟତ ଜାତି ସେବା ମହାସଂଘ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡିଆ ପଞ୍ଚାୟତରେ ଗତ କିଛିଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଗଡ଼ିଆ ଗୋଛାୟତ ସାହିର ସୂର୍ଯ୍ୟ ଗୋଛାୟତ ଓ ମିତାରାଣୀ ଗୋଛାୟତଙ୍କର ଚାଳଘର ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ ହୋଇଯାଇଥିଲା ।…



