ରାଜ୍ୟ କ୍ୟାବିନେଟରେ ପାସ୍ କରାଯାଇଥିବା ତ୍ରୁଟି ପୂର୍ଣ୍ଣ ଶିକ୍ଷା ବିଲକୁ ବିରୋଧ, ୬୬୨ ବର୍ଗ ଅଧ୍ୟାପକଙ୍କ ନିରବ ଶୋଭାଯାତ୍ରା
ଅନୁଗୁଳ: ରାଜ୍ୟ କ୍ୟାବିନେଟରେ ପାସ୍ କରାଯାଇଥିବା ତ୍ରୁଟି ପୂର୍ଣ୍ଣ ଶିକ୍ଷା ବିଲକୁ ବିରୋଧ କରି ଆଜି ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ରାଜ୍ୟ ନେତୃତ୍ବର ଆହ୍ୱାନ କ୍ରମେ ଅନୁଗୁଳ ଜିଲ୍ଲା ୬୬୨ ବର୍ଗ ସଂଘ ତରଫରୁ ନିରବ ଶୋଭାଯାତ୍ରା…
