ମାତ୍ର ୧୧୦୦ ଟଙ୍କାରେ ଘରକୁ ଆଣନ୍ତୁ ହୋଣ୍ଡା ଗାଡ଼ି, ପୂଜାରେ ଲକ୍ଷ୍ମୀ ହୋଣ୍ଡା ଦେଉଛି ବମ୍ଫର ଅଫର

ଅନୁଗୁଳ: ମାତ୍ର ୧୧୦୦ ଟଙ୍କାରେ ଘରକୁ ଆଣନ୍ତୁ ହୋଣ୍ଡା ଗାଡ଼ି। ଏଭଳି ଆକର୍ଷଣୀୟ ଅଫର ଦେଉଛି ଲକ୍ଷ୍ମୀ ହୋଣ୍ଡା। ପବିତ୍ର ପୂଜା ଅବସରରେ ହୋଣ୍ଡା ମୋଟର ସାଇକେଲ ପକ୍ଷରୁ ବମ୍ପର ଅଫର ଦିଆଯାଉଛି। ଏହି ଅଫରରେ ଗ୍ରାହକମାନେ ହୋଣ୍ଡାର ଯେକୌଣସି ଗାଡ଼ି…

Continue Readingମାତ୍ର ୧୧୦୦ ଟଙ୍କାରେ ଘରକୁ ଆଣନ୍ତୁ ହୋଣ୍ଡା ଗାଡ଼ି, ପୂଜାରେ ଲକ୍ଷ୍ମୀ ହୋଣ୍ଡା ଦେଉଛି ବମ୍ଫର ଅଫର

ଦରମା ବୃଦ୍ଧି ସହ ଭତ୍ତା ଲାଗୁ କରିବା ଦାବିରେ ନାଲକୋ ଠିକା ଶ୍ରମିକ ସଂଘ ସମୂହର ବୈଠକ

ଅନୁଗୁଳ: ନାଲକୋରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ନେଇ ଗଠିତ ପାଞ୍ଚଟି ଠିକା ମଜଦୁର ସଂଘ ମିଳିତ ଭାବରେ ଏକ ବୈଠକ କରିଛନ୍ତି। ତାଙ୍କ ଦାବିଗୁଡ଼ିକ ହେଉଛି ଅତିରିକ୍ତ ମଜୁରୀ ଓ କ୍ୟାଣ୍ଟିନ ସବସିଡି ବୃଦ୍ଧି, ଅବସର କାଳୀନ ପ୍ରୋତ୍ସାହନ ରାଶି ବୃଦ୍ଧି,…

Continue Readingଦରମା ବୃଦ୍ଧି ସହ ଭତ୍ତା ଲାଗୁ କରିବା ଦାବିରେ ନାଲକୋ ଠିକା ଶ୍ରମିକ ସଂଘ ସମୂହର ବୈଠକ

କାରାଗାରରେ ଯୋଗ ପ୍ରଶିକ୍ଷଣ ଶିବିର

ଅନୁଗୁଳ: ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଅନୁଗୁଳ ଜିଲ୍ଲା ଶାଖା ଆନୁକୂଲ୍ୟରେ ତାଳଚେର ସ୍ୱତନ୍ତ୍ର ଉପକାରାଗାରରେ ତିନି ଦିନିଆ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାର ସଭାପତି ଧୀରମୋହନ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଯୋଗ ପ୍ରଶିକ୍ଷକ ରୂପାଲି ମହାନ୍ତି…

Continue Readingକାରାଗାରରେ ଯୋଗ ପ୍ରଶିକ୍ଷଣ ଶିବିର

କର୍କଟ ରୋଗୀଙ୍କ ଚିକିତ୍ସାରେ ଅର୍ଥ ବାଧକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଗ୍ରାମର ସାନନ୍ଦ ଗୁରୁ ଦୀର୍ଘ ଦିନ ହେଲାଣି ମୁଖ କର୍କଟ ରୋଗରେ ପୀଡ଼ିତ ହୋଇ ବହୁ କଷ୍ଟରେ କାଳାତିପାତ କରୁଛନ୍ତି। ତାଙ୍କର ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ପରବର୍ତୀ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ…

Continue Readingକର୍କଟ ରୋଗୀଙ୍କ ଚିକିତ୍ସାରେ ଅର୍ଥ ବାଧକ

ବଦଳିଲା ଓମ୍‌ସା ନିର୍ବାଚନ ଫଳାଫଳ, ଡା ବିଶ୍ୱଜିତ ସାମଲ ସାଧାରଣ ସମ୍ପାଦକ

ଅନୁଗୁଳ: ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ଓମ୍‌ସା ବା ଓଡିଶା ଡାକ୍ତର ସଂଘ ନିର୍ବାଚନ ଫଳାଫଳରେ ପରିବର୍ତନ ଘଟିଛି।ପୂର୍ବ ପ୍ରକାଶିତ ଫଳାଫଳ ଅନୁସାରେ ଡା ପୁଣ୍ୟଶ୍ଲୋକ ଦାସ ସଭାପତି ଓ ଡା ଭଞ୍ଜନ ସାହୁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ।…

Continue Readingବଦଳିଲା ଓମ୍‌ସା ନିର୍ବାଚନ ଫଳାଫଳ, ଡା ବିଶ୍ୱଜିତ ସାମଲ ସାଧାରଣ ସମ୍ପାଦକ

ବିଭିନ୍ନ ଦୋକାନ, ପେଟ୍ରୋଲ ପମ୍ପରେ ଅତର୍କିତ ଚଢ଼ଉ କଲା ପ୍ରଶାସନର ସ୍ୱତନ୍ତ୍ର ଟିମ୍; ଆଦାୟ ହେଲା ମୋଟା ଅଙ୍କର ଫାଇନ୍

ଅନୁଗୁଳ : ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସନ୍ଦେହ ଘେରରେ ଥିବା ଜିଲ୍ଲାର ବିଭିନ୍ନ ଦୋକାନରେ ଚଢ଼ଉ କରାଯାଇଛି। ଏ ଅବସରରେ ବାସି ଓ ଖରାପ ଖାଦ୍ୟ ପରଷୁଥିବା ହୋଟେଲ, ପେଟ୍ରୋଲ ପମ୍ପ, ମଦ ଦୋକାନରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରିଥିଲା। ଏଥିରେ…

Continue Readingବିଭିନ୍ନ ଦୋକାନ, ପେଟ୍ରୋଲ ପମ୍ପରେ ଅତର୍କିତ ଚଢ଼ଉ କଲା ପ୍ରଶାସନର ସ୍ୱତନ୍ତ୍ର ଟିମ୍; ଆଦାୟ ହେଲା ମୋଟା ଅଙ୍କର ଫାଇନ୍

ଓଡିଶୀ ନୃତ୍ୟ କର୍ମଶାଳା ଉଦଯାପିତ

ଅନୁଗୁଳ: ଅନୁଗୁଳ ଟାଉନ ହଲରେ ପାଞ୍ଚ ଦିନ ଧରି ଆୟୋଜିତ ହେଉଥିବା ଓଡିଶୀ ନୃତ୍ୟ କର୍ମଶାଳା ଦୀକ୍ଷାଶାଳା ଗୁରୁବାର ଉଦଯାପିତ ହୋଇଯାଇଛି। ଏହି ସମାରୋହରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଓଡିଶୀ ନୃତ୍ୟ…

Continue Readingଓଡିଶୀ ନୃତ୍ୟ କର୍ମଶାଳା ଉଦଯାପିତ

ଅନୁଗୁଳ ଉପଖଣ୍ଡ କ୍ରୀଡ଼ା ସଂଘରେ ଛେଣ୍ଡିପଦାକୁ ଅଣଦେଖା, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ପ୍ରକାଶ କଲେ କ୍ଷୋଭ

ଅନୁଗୁଳ : ଅନୁଗୁଳ ଉପଖଣ୍ଡ କ୍ରୀଡା ସଂଘରେ ଛେଣ୍ଡିପଦା ବ୍ଲକ ଅଞ୍ଚଳକୁ ଉପେକ୍ଷା କରାଯାଉଥିବା ନେଇ ଆଜି ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି ଖେଳାଳି। ଛେଣ୍ଡିପଦା ଅଞ୍ଚଳର ବରିଷ୍ଠ ଖେଳାଳିମାନେ ଆଜି ଉପଜିଲ୍ଲାପାଳ ବୈତୁରା ଦୀପଙ୍କୁ ଭେଟି ଏନେଇ ଏକ ଦାବିପତ୍ର ଦେଇଛନ୍ତି। ପୂର୍ବତନ…

Continue Readingଅନୁଗୁଳ ଉପଖଣ୍ଡ କ୍ରୀଡ଼ା ସଂଘରେ ଛେଣ୍ଡିପଦାକୁ ଅଣଦେଖା, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ପ୍ରକାଶ କଲେ କ୍ଷୋଭ

ବକେୟା ଦରମା ଦାବିରେ ଝାଡୁ ଛାଡ଼ି ଆନ୍ଦୋଳନରେ ବସିଲେ ସଫେଇ କର୍ମଚାରୀ, ଦୁର୍ଗନ୍ଧରେ ଫାଟିପଡୁଛି ପୂରା ସହର

ତାଳଚେର : ବକେୟା ଦରମା ସହ ବୋନସ ଦାବିରେ ଆଜି ତାଳଚେର ପୌର ପରିଷଦର ଠିକା ସଫେଇ କର୍ମଚାରୀ ବିକ୍ଷୋଭ କରିଛନ୍ତି। ଏଥିସହ ଦୀର୍ଘ ସମୟ ଯାଏଁ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି। ଫଳରେ ଅଞ୍ଚଳରେ ସଫେଇ କାର୍ଯ୍ୟ ଏକ ପ୍ରକାର…

Continue Readingବକେୟା ଦରମା ଦାବିରେ ଝାଡୁ ଛାଡ଼ି ଆନ୍ଦୋଳନରେ ବସିଲେ ସଫେଇ କର୍ମଚାରୀ, ଦୁର୍ଗନ୍ଧରେ ଫାଟିପଡୁଛି ପୂରା ସହର

ଶୁଣିଲାନି ଆଠମଲ୍ଲିକ ପୋଲିସ, ନ୍ୟାୟ ଆଶାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ମହିଳା

ଅନୁଗୁଳ: ଦୁର୍ବ୍ୟବହାର ଓ ମରଣାନ୍ତକ ଆକ୍ରମଣ ନେଇ ସ୍ଥାନୀୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ନ୍ୟାୟ ଆଶାରେ ଆଜି ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଭେଟିଛନ୍ତି ସ୍ଥାନୀୟ ତିତିରିକଟାର ଦୁଇ ଜଣ ବ୍ୟକ୍ତି। ଆଠମଲ୍ଲିକ ଥାନା ଅଧୀନସ୍ଥ ତିତିରିକଟାର ପ୍ରମିଳା…

Continue Readingଶୁଣିଲାନି ଆଠମଲ୍ଲିକ ପୋଲିସ, ନ୍ୟାୟ ଆଶାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ମହିଳା