ସାଇଲୋ ପ୍ଲାଣ୍ଟର ଘରୋଇକରଣକୁ ପ୍ରତିବାଦ: ୩ ଦିନ ହେଲା ଧାରଣାରେ ବସିଛନ୍ତି ଶ୍ରମିକ ସଂଗଠନ
ତାଳଚେର : ତାଳଚେରସ୍ଥିତ ଏମସିଏଲ୍ ଭରତପୁର କୋଇଲାଖଣିରେ ନୂତନ ସାଇଲୋ ପ୍ଲାଣ୍ଟକୁ ଘରୋଇକରଣ କରାଯାଇଥିବା ପ୍ରତିବାଦରେ ବିଭିନ୍ନ ଶ୍ରମିକ ସଂଗଠନ ସୋମବାରଠାରୁ ପ୍ଲାଣ୍ଟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ତାଳଚେରରେ କାର୍ଯ୍ୟରତ ଆଇଏନ୍ଟିୟୁସି, ବିଏମ୍ଏସ୍, ଏଚ୍ଏମ୍ଏସ୍ ଓ ଏଆଇଟିୟୁସି ଆଦି ୪ଟି ଶ୍ରମିକ…
