ହରିମହୁରୀ ଛକ ନିକଟରୁ ୫ ଫୁଟିଆ ନାଗ ଉଦ୍ଧାର
ଅନୁଗୁଳ: ଅନୁଗୁଳ ହରିମହୁରୀ ଛକରେ ରହୁଥିବା ପୀୟୂଷ କାନ୍ତି ମହୁରୀଙ୍କ ଘରୁ ସୋମବାର ସକାଳେ ଏକ ନାଗ ସାପ ଉଦ୍ଧାର କରାଯାଇଛି। ପୀୟୂଷଙ୍କ ଘର ପଛ ପଟେ ଥିବା ଏକ ସିମେଣ୍ଟ ପାଇପ ଭିତରେ ୫ ଫୁଟିଆ ନାଗ ସାପଟି ରହିଥିଲା।…
ଅନୁଗୁଳ: ଅନୁଗୁଳ ହରିମହୁରୀ ଛକରେ ରହୁଥିବା ପୀୟୂଷ କାନ୍ତି ମହୁରୀଙ୍କ ଘରୁ ସୋମବାର ସକାଳେ ଏକ ନାଗ ସାପ ଉଦ୍ଧାର କରାଯାଇଛି। ପୀୟୂଷଙ୍କ ଘର ପଛ ପଟେ ଥିବା ଏକ ସିମେଣ୍ଟ ପାଇପ ଭିତରେ ୫ ଫୁଟିଆ ନାଗ ସାପଟି ରହିଥିଲା।…
ଅନୁଗୁଳ: ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନକଲି ବିଦେଶୀ ମଦ ଜବତ କରିଛି। ଏହାସହିତ ବହୁ ଦେଶୀ ଚୋରା ମଦ ମଧ୍ୟ ଜବତ କରାଯାଇଛି। ଏହି ଚୋରା ମଦ କାରବାରରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରିଛି। ସୂଚନା…
ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପିର ୪ ଟି ମୋର୍ଚ୍ଚାର ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ। କୃଷକ ମୋର୍ଚ୍ଚାର ବିଭୂତି ସାହୁ, ମହିଳା ମୋର୍ଚ୍ଚାର ଦିଲ୍ଲୀପ ପ୍ରଧାନ, ଏସଟି ମୋର୍ଚ୍ଚାର ପ୍ରଭାତ ପ୍ରଧାନ ଓ ସଂଖ୍ୟାଲଘୁ…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ କରଡ଼ା ଗାଡ଼ିଆ ପଞ୍ଚାୟତ କୁଶାସିଂହା ଗାଁରେ ବଜ୍ରପାତ ଯୋଗୁ ପୋଡ଼ିଯାଇଥିବା ଟ୍ରାନ୍ସଫର୍ମର ସଜାଡ଼ିବାକୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ ଲୋକେ। ଗାଁ ଲୋକଙ୍କ ଅଭିଯୋଗ ମୁତାବକ, ଗତ ଗୁରୁବାର ବଜ୍ରପାତ ଯୋଗୁ ଟ୍ରାନ୍ସଫର୍ମର…
ଅନୁଗୁଳ: ମାତ୍ର ୧୧୦୦ ଟଙ୍କାରେ ଘରକୁ ଆଣନ୍ତୁ ହୋଣ୍ଡା ଗାଡ଼ି। ଏଭଳି ଆକର୍ଷଣୀୟ ଅଫର ଦେଉଛି ଲକ୍ଷ୍ମୀ ହୋଣ୍ଡା। ପବିତ୍ର ପୂଜା ଅବସରରେ ହୋଣ୍ଡା ମୋଟର ସାଇକେଲ ପକ୍ଷରୁ ବମ୍ପର ଅଫର ଦିଆଯାଉଛି। ଏହି ଅଫରରେ ଗ୍ରାହକମାନେ ହୋଣ୍ଡାର ଯେକୌଣସି ଗାଡ଼ି…
ଅନୁଗୁଳ: ନାଲକୋରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ନେଇ ଗଠିତ ପାଞ୍ଚଟି ଠିକା ମଜଦୁର ସଂଘ ମିଳିତ ଭାବରେ ଏକ ବୈଠକ କରିଛନ୍ତି। ତାଙ୍କ ଦାବିଗୁଡ଼ିକ ହେଉଛି ଅତିରିକ୍ତ ମଜୁରୀ ଓ କ୍ୟାଣ୍ଟିନ ସବସିଡି ବୃଦ୍ଧି, ଅବସର କାଳୀନ ପ୍ରୋତ୍ସାହନ ରାଶି ବୃଦ୍ଧି,…
ଅନୁଗୁଳ: ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଅନୁଗୁଳ ଜିଲ୍ଲା ଶାଖା ଆନୁକୂଲ୍ୟରେ ତାଳଚେର ସ୍ୱତନ୍ତ୍ର ଉପକାରାଗାରରେ ତିନି ଦିନିଆ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାର ସଭାପତି ଧୀରମୋହନ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଯୋଗ ପ୍ରଶିକ୍ଷକ ରୂପାଲି ମହାନ୍ତି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଗ୍ରାମର ସାନନ୍ଦ ଗୁରୁ ଦୀର୍ଘ ଦିନ ହେଲାଣି ମୁଖ କର୍କଟ ରୋଗରେ ପୀଡ଼ିତ ହୋଇ ବହୁ କଷ୍ଟରେ କାଳାତିପାତ କରୁଛନ୍ତି। ତାଙ୍କର ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ପରବର୍ତୀ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ…
ଅନୁଗୁଳ: ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ଓମ୍ସା ବା ଓଡିଶା ଡାକ୍ତର ସଂଘ ନିର୍ବାଚନ ଫଳାଫଳରେ ପରିବର୍ତନ ଘଟିଛି।ପୂର୍ବ ପ୍ରକାଶିତ ଫଳାଫଳ ଅନୁସାରେ ଡା ପୁଣ୍ୟଶ୍ଲୋକ ଦାସ ସଭାପତି ଓ ଡା ଭଞ୍ଜନ ସାହୁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ।…
ଅନୁଗୁଳ : ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସନ୍ଦେହ ଘେରରେ ଥିବା ଜିଲ୍ଲାର ବିଭିନ୍ନ ଦୋକାନରେ ଚଢ଼ଉ କରାଯାଇଛି। ଏ ଅବସରରେ ବାସି ଓ ଖରାପ ଖାଦ୍ୟ ପରଷୁଥିବା ହୋଟେଲ, ପେଟ୍ରୋଲ ପମ୍ପ, ମଦ ଦୋକାନରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରିଥିଲା। ଏଥିରେ…