ସାତକୋଶିଆରୁ ସ୍ଥାନାନ୍ତର ୨୦ ପରିବାରକୁ ମିଳିଲାନି ସହାୟତା, ଡିଏଫଓଙ୍କ ଅଫିସ ଆଗରେ ଆରମ୍ଭ କଲେ ଆମରଣ ଅନଶନ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ବ୍ୟାଘ୍ର ପ୍ରକଳ୍ପ ଯୋଗୁଁ ସ୍ଥାନାନ୍ତର ହୋଇଥିବା କଟରଙ୍ଗ ଗାଁ ଲୋକଙ୍କୁ ଠିକ କ୍ଷତିପୂରଣ ମିଳିନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ମୁତାବକ, ସ୍ଥାନାନ୍ତର ପ୍ରକ୍ରିୟାରେ ପାତର ଅନ୍ତର ଏବଂ ପ୍ରିୟାପ୍ରୀତି ପୋଷଣ କରାଯାଇଛି।…

Continue Readingସାତକୋଶିଆରୁ ସ୍ଥାନାନ୍ତର ୨୦ ପରିବାରକୁ ମିଳିଲାନି ସହାୟତା, ଡିଏଫଓଙ୍କ ଅଫିସ ଆଗରେ ଆରମ୍ଭ କଲେ ଆମରଣ ଅନଶନ

ବର୍ଷା ଯୋଗୁ ବଅଁରପାଳ ୫୫ନମ୍ବର ଜାତୀୟ ରାଜପଥରେ ଆଣ୍ଠୁଏ ପାଣି, ଯାତାୟାତ ସାଂଘାତିକ ଭାବେ ବାଧାପ୍ରାପ୍ତ

ଅନୁଗୁଳ: ରାଜ୍ୟରେ ଚାଲିଥିବା ଲଗାଣ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ସ୍ଥାନ ଜଳମଗ୍ନ ହେବା ସହ ବଅଁରପାଳ ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଗାୟତ୍ରୀ ଠିକାସଂସ୍ଥା ରାସ୍ତାର ନିର୍ମାଣ କାର୍ଯ୍ୟକୁ ଅଧା ପନ୍ତରିଆ ଛାଡି ଯାଇଥିବା…

Continue Readingବର୍ଷା ଯୋଗୁ ବଅଁରପାଳ ୫୫ନମ୍ବର ଜାତୀୟ ରାଜପଥରେ ଆଣ୍ଠୁଏ ପାଣି, ଯାତାୟାତ ସାଂଘାତିକ ଭାବେ ବାଧାପ୍ରାପ୍ତ

ଛେଣ୍ଡିପଦାରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର

ଅନୁଗୁଳ: ଛେଣ୍ଡିପଦା ପଞ୍ଚାୟତ ସମିତିକାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଓ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ମୋଟ ୧୩୨ଟି ଅଭିଯୋଗର ଶୁଣାଣି…

Continue Readingଛେଣ୍ଡିପଦାରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର

ଲିଟିଲ ହାର୍ଟସରେ ବନ୍ଧୁତା ଦିବସ

ଅନୁଗୁଳ: ଲିଟିଲ ହାର୍ଟସ ଟଡଲର୍ସ ଏକାଡେମୀ ସିମିଳିପଡା ଠାରେ ବନ୍ଧୁତା ଦିବସ ପାଳିତ ହୋଇଯାଇଛି। ସ୍କୁଲର ପ୍ରିନ୍ସିପାଲ କଳିଙ୍ଗ ରୁଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଭାଇସ ପ୍ରିନ୍ସିପାଲ ଅଜୟ କୁମାର ବେହେରା ଓ ଅନ୍ୟ ସହକାରୀ ଶିକ୍ଷୟିତ୍ରୀ ମାନେ…

Continue Readingଲିଟିଲ ହାର୍ଟସରେ ବନ୍ଧୁତା ଦିବସ

ଜେଏସପିଏଲ ପାଳିଲା ଓପି ଜିନ୍ଦଲଙ୍କ ୯୨ ତମ ଜନ୍ମ ବାର୍ଷିକୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ(ଜେଏସ୍‌ପିଏଲ)ର ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ଉଦ୍ୟୋଗପତି ଓମ ପ୍ରକାଶ ଜିନ୍ଦଲ(ବାଉଜି)ଙ୍କ ୯୨ ତମ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ କମ୍ପାନୀ ପକ୍ଷରୁ ଅନେକ ସାମାଜିକ ଜନମଙ୍ଗଳ କାର୍ଯ୍ୟକ୍ରମ ଆୟୋଜିତ…

Continue Readingଜେଏସପିଏଲ ପାଳିଲା ଓପି ଜିନ୍ଦଲଙ୍କ ୯୨ ତମ ଜନ୍ମ ବାର୍ଷିକୀ

ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପଦଯାତ୍ରା ପ୍ରସ୍ତୁତି ବୈଠକ

ଅନୁଗୁଳ: ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ ଉଦୟପୁର ନବସଂକଳ୍ପ ଶିବିର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୯ ତାରିଖରୁ ଦେଶର ସବୁ ଜିଲ୍ଲାରେ କଂଗ୍ରେସ ତରଫରୁ ୭୫ କିମି ପଦଯାତ୍ରା ଅନୁଷ୍ଠିତ ହେବ। ଅନୁଗୁଳ ଜିଲ୍ଲାରେ ଏହାକୁ ସୁଚାରୁ ରୂପେ ପାଳନ…

Continue Readingଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପଦଯାତ୍ରା ପ୍ରସ୍ତୁତି ବୈଠକ

ଯୁବକମାନେ ଚାହିଁଲେ ସମାଜରେ ବୈପ୍ଳବିକ କ୍ରାନ୍ତି ଆଣିପାରିବେ: ଅଖିଳ ଭାରତୀୟ ଗାୟତ୍ରୀ ପରିବାର

ଅନୁଗୁଳ : ଅଖିଳ ଭାରତୀୟ ଗାୟତ୍ରୀ ପରିବାର ଆନୁକୂଲ୍ୟରେ ଦିନିକିଆ ଯୁବ ଚେତନା ଶିବିର ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏ ଅବସରରେ ଯୁବକ ମାନେ ଚାହିଁଲେ ସମାଜରେ ବୈପ୍ଳବିକ କ୍ରାନ୍ତି ଆଣିପାରିବେ ବୋଲି ମତ ପ୍ରକାଶ ପାଇଛି।…

Continue Readingଯୁବକମାନେ ଚାହିଁଲେ ସମାଜରେ ବୈପ୍ଳବିକ କ୍ରାନ୍ତି ଆଣିପାରିବେ: ଅଖିଳ ଭାରତୀୟ ଗାୟତ୍ରୀ ପରିବାର

ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ କଂଗ୍ରେସ କରୁଛି ୭୫ କିମି ପଦଯାତ୍ରା, କାଲି ହେବ ପ୍ରସ୍ତୁତି ବୈଠକ

ଅନୁଗୁଳ: ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ କଂଗ୍ରେସ ପକ୍ଷରୁ ୭୫ କିମି ପଦଯାତ୍ରା ଅନୁଷ୍ଠିତ ହେଉଛି। ଏଣୁ ନବସଙ୍କଳ୍ପ ଶିବିର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଅଗଷ୍ଟ ୯ ତାରିଖ ରୁ ଭାରତ ବର୍ଷ ର ସମସ୍ତ ଜିଲ୍ଲାରେ କଂଗ୍ରେସ ଦଳ…

Continue Readingସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ କଂଗ୍ରେସ କରୁଛି ୭୫ କିମି ପଦଯାତ୍ରା, କାଲି ହେବ ପ୍ରସ୍ତୁତି ବୈଠକ

କଳାକାରଙ୍କୁ ମିଳୁନି ଉପଯୁକ୍ତ ସମ୍ମାନ, ତୁରନ୍ତ ସରକାର ଦୃଷ୍ଟି ଦେବାକୁ ଆର୍ଟିଷ୍ଟ ସଂଘର ଦାବି

ଅନୁଗୁଳ: ଆଜି ଜିଲ୍ଲାର ସମସ୍ତ କଳାକାରଙ୍କୁ ନେଇ ସ୍ଥାନୀୟ ଷ୍ଟାଡିୟମରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଅଲ ଓଡ଼ିଶା ପେଣ୍ଟିଙ୍ଗ ଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ବୈଠକରେ ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର କର, ଉପସଭାପତି ଭାବେ ବିନୋଦ କୁମାର ସାହୁ,…

Continue Readingକଳାକାରଙ୍କୁ ମିଳୁନି ଉପଯୁକ୍ତ ସମ୍ମାନ, ତୁରନ୍ତ ସରକାର ଦୃଷ୍ଟି ଦେବାକୁ ଆର୍ଟିଷ୍ଟ ସଂଘର ଦାବି

ଅମୃତ ମହୋତ୍ସବରେ ତ୍ରିରଙ୍ଗାମୟ ହେବ ଅନୁଗୁଳ, ସଂକଳ୍ପ ନେଲା ବିଜେପି

ଅନୁଗୁଳ : ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ଚଳିତବର୍ଷ ପାଳିତ ହେଉଛି ଅମୃତ ମହୋତ୍ସବ। ଏଥିପାଇଁ ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଅନୁଗୁଳ ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ…

Continue Readingଅମୃତ ମହୋତ୍ସବରେ ତ୍ରିରଙ୍ଗାମୟ ହେବ ଅନୁଗୁଳ, ସଂକଳ୍ପ ନେଲା ବିଜେପି