କିନ୍ନର ସଂଘଙ୍କ ପକ୍ଷରୁ ରେନବୋ ସ୍ୱାଭିମାନ ପଦଯାତ୍ରା
ଅନୁଗୁଳ: ଯୌନଗତ, ନିଜସ୍ୱ ପରିଚତ, ଲିଙ୍ଗଗତ ବିଭିନ୍ନତାକୁ ଆନନ୍ଦର ସହ ପାଳିବା, ଅଧିକାର ସାବ୍ୟସ୍ତ କରିବା ଏବଂ ଆତ୍ମ ସମ୍ମାନର ସହ ଜୀବନଯାପନ କରିବା ଉଦ୍ଦେଶ୍ୟରେ ଆଜି ରେନବୋ ସ୍ୱାଭିମାନ ପଦଯାତ୍ରା ଆୟୋଜିତ ହୋଇଛି। ଏହି ପଦ ଯାତ୍ରା ସ୍ଥାନୀୟ ଜଗନ୍ନାଥ…
