ଟିକରପଡା ବନ୍ୟା ପ୍ରପୀଡ଼ିତଙ୍କୁ ରିଲିଫ୍ ବଣ୍ଟନ
ଅନୁଗୁଳ: ସପ୍ତାହେ ଧରି ଲାଗି ରହିଥିବା ବର୍ଷା ଯୋଗୁ ଅନୁଗୁଳ ବ୍ଲକର ଟିକରପଡା ପଞ୍ଚାୟତ ଗମ୍ଭୀର ପ୍ରଭାବିତ ହୋଇଛି। ଲୋକଙ୍କୁ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବନ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଏ ଅବସରରେ ଅରୁଣାଭ ସିଂହ,…




