ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ, ବିଜୟ ଉତ୍ସବ ପାଳିଲା ବିଜେପି

ଅନୁଗୁଳ : ଦେଶର ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିବା ପରେ ଆଠମଲ୍ଲିକ ବିଜେପି ତରଫରୁ ପୁରୁଣାଗଡ଼ ମଦନ ମୋହନ ମନ୍ଦିରରେ ବିଜୟ ଉତ୍ସବ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ଆଦିବାସୀ ମହିଳାଙ୍କୁ…

Continue Readingରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ, ବିଜୟ ଉତ୍ସବ ପାଳିଲା ବିଜେପି

ଗାଁରେ ବୁଲୁଥିବା ସନ୍ଦିଗ୍ଧ ଯୁବକକୁ ଧରି ପୋଲିସ ଜିମା ଦେଲେ ଗାଁ ଲୋକେ

ଅନୁଗୁଳ : ସ୍ଥାନୀୟ ବନ୍ତଳା ଥାନା ମାଟିଆ ସାହି ପଞ୍ଚାୟତ ବଡଦାଣ୍ଡ ସାହିବାସୀ ଜଣେ ସନ୍ଦିଗ୍ଧ ଯୁବକକୁ ଅଟକ ରଖି ଥାନାରେ ଜିମା ଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଆଜି ପୁରୁଣାଗଡ଼ ଅଞ୍ଚଳରେ ୪ ଜଣ ଯୁବକ ସନ୍ଦିଗ୍ଧ ଭାବେ ବୁଲୁଥିଲେ।…

Continue Readingଗାଁରେ ବୁଲୁଥିବା ସନ୍ଦିଗ୍ଧ ଯୁବକକୁ ଧରି ପୋଲିସ ଜିମା ଦେଲେ ଗାଁ ଲୋକେ

ଆଦିବାସୀ ଯୁବତୀଙ୍କୁ ଅସଦାଚରଣର ୬ ଦିନ ପରେ ବି ପୋଲିସ ଚୁପ୍, ଥାନା ଘେରିଲେ ମହିଳା

ଅନୁଗୁଳ: ୨ ଆଦିବାସୀ ଯୁବତୀଙ୍କୁ ଅସଦାଚରଣ ନେଇ ଥାନାରେ ମାମଲା ରୁଜୁ ପରେ ବି କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ। ଇତି ମଧ୍ୟରେ ଏହି ଘଟଣାକୁ ୬ ଦିନ ବିତିଥିଲେ ମଧ୍ୟ ପୋଲିସ ନିରବଦ୍ରଷ୍ଟା ସାଜିଛି। ଏହି ଘଟଣାକୁ ବିରୋଧ କରି ଆଜି…

Continue Readingଆଦିବାସୀ ଯୁବତୀଙ୍କୁ ଅସଦାଚରଣର ୬ ଦିନ ପରେ ବି ପୋଲିସ ଚୁପ୍, ଥାନା ଘେରିଲେ ମହିଳା

ଡେପୁଟି ରେଞ୍ଜରଙ୍କ ସ୍ମୃତିରେ ବୃକ୍ଷରୋପଣ

ଅନୁଗୁଳ: ଅନୁଗୁଳ ବନଖଣ୍ଡର ବନ୍ତଳା ରେଞ୍ଜର ପୂର୍ବତନ ଡେପୁଟି ରେଞ୍ଜର ସ୍ବର୍ଗତ ଜୟନ୍ତ କୁମାର ସାହୁଙ୍କ ସ୍ମୃତିରେ ରବିବାର ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ହମାମିରା ଗାଁରେ ବୃକ୍ଷରୋପଣ କରାଯାଇଛି। ଗାଁର ଶ୍ରୀ ଗଣେଶ ସ୍ବଂୟ ସହାୟକ ଗୋଷ୍ଠୀ ଓ ମା’ ଗ୍ରାମେଶ୍ବରୀ…

Continue Readingଡେପୁଟି ରେଞ୍ଜରଙ୍କ ସ୍ମୃତିରେ ବୃକ୍ଷରୋପଣ

ସିବିଏସ୍‌ଇ ପରୀକ୍ଷା ରେ ଲିଟିଲ୍ ହାର୍ଟସର ସଫଳତା

ଅନୁଗୁଳ: ନିକଟରେ ପ୍ରକାଶ ପାଇଥିବା ସିବିଏସ୍‌ଇ ଦଶମ ପରୀକ୍ଷାରେ ଅନୁଗୁଳ ଲିଟିଲ୍ ହାର୍ଟସ ଟଡଲର୍ସ ଏକାଡେମୀ ଶତ ପ୍ରତିଶତ ଫଳ ମିଳିଛି। ପରୀକ୍ଷା ଦେଇଥିବା ୮୦ ଜଣ ଛାତ୍ର ଛାତ୍ରୀ ସମସ୍ତେ ପାସ କରିଥିବା ବେଳେ ୧୩ ଜଣ ୯୦ ପ୍ରତିଶତ…

Continue Readingସିବିଏସ୍‌ଇ ପରୀକ୍ଷା ରେ ଲିଟିଲ୍ ହାର୍ଟସର ସଫଳତା

ପ୍ରଶାସନର ହସ୍ତକ୍ଷେପ ପରେ ସଫା ହେଲା ଦଣ୍ଡା ପୋଲ, ଦୂର ହେଲା ବର୍ଷା ଜଳ ନିଷ୍କାସନ ସମସ୍ୟା

ଅନୁଗୁଳ: ସ୍ଥାନୀୟ ତୁରଙ୍ଗ ପଞ୍ଚାୟତର ଦଣ୍ଡା ପୋଲକୁ ଆଜି ପ୍ରଶାସନ ପକ୍ଷରୁ ଜେସିବି ସାହାଯ୍ୟରେ ପରିଷ୍କାର କରାଯାଇଛି। ଫଳରେ ଦୀର୍ଘ ଦିନ ଧରି ଜମା ହୋଇଥିବା ବର୍ଷା ପାଇଁ ନିଷ୍କାସିତ ହୋଇଛି। ଗାଁ ଲୋକଙ୍କ କହିବାନୁସାରେ, ଏହି ଦଣ୍ଡା ପୋଲ ଦେଇ…

Continue Readingପ୍ରଶାସନର ହସ୍ତକ୍ଷେପ ପରେ ସଫା ହେଲା ଦଣ୍ଡା ପୋଲ, ଦୂର ହେଲା ବର୍ଷା ଜଳ ନିଷ୍କାସନ ସମସ୍ୟା

ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ: ବୁଲଡୋଜର ଲଗାଇ ଭଙ୍ଗାଗଲା ଛାତ ଓ ସେଡ୍

ତାଳଚେର : ତାଳଚେର-ବଅଁରପାଳ ୧୪୯ ନଂ ଜାତୀୟ ରାଜପଥ ମଧ୍ୟରେ ବହ୍ଲର ଛକ ଠାରୁ ଚାଇଁପାଳ ପର୍ଯ୍ୟନ୍ତ ଥିବା ଜବରଦଖଲକୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏହି ଜବରଦଖଲ ଉଚ୍ଛେଦ ପାଇଁ ବାରମ୍ବାର ଅଭିଯୋଗ ହେବା ପରେ ଆଜି ଉପଜିଲ୍ଳାପାଳ…

Continue Readingପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ: ବୁଲଡୋଜର ଲଗାଇ ଭଙ୍ଗାଗଲା ଛାତ ଓ ସେଡ୍

ଗଣେଶ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଭକ୍ତଙ୍କ ସୁରକ୍ଷାକୁ ଗୁରୁତ୍ୱ

ତାଳଚେର: ତାଳଚେରର ପୁରୁଣା ଐତିହ୍ୟ ତଥା ଗଣପର୍ବ ବିଘ୍ନରାଜଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୀର୍ଘ ଦୁଇବର୍ଷ ହେବ କରୋନା ଯୋଗୁ ଫିକା ପଡ଼ିଥିବା ପ୍ରଭୁ ଗଣେଶଙ୍କ ପୂଜାକୁ ଧୁମ୍ ଧାମରେ ପାଳନ କରିବାକୁ ନେଇ ଶୁକ୍ରବାର ଏକ…

Continue Readingଗଣେଶ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଭକ୍ତଙ୍କ ସୁରକ୍ଷାକୁ ଗୁରୁତ୍ୱ

ଚାକିରି ଦେବ କହି ଜମି ନେଇଗଲା ନାଲକୋ, ଦୁଇ ଝିଅଙ୍କୁ ଧରି ରେଳରୋକ କଲେ ବିଧବା ମହିଳା

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତେଣ୍ଟୋଲୋଇ ଠାରେ ଆଜି ନାଲକୋ କ୍ଷତିଗ୍ରସ୍ତ ପ୍ରଜା ବିଳାସ ନାଏକ ଦୁଇ ଝିଅଙ୍କୁ ନେଇ ନାଲକୋ ରେଳରୋକ କରିଛନ୍ତି। ସୂଚନା ମୁତାବକ, ବିଳାସ ନାଏକଙ୍କ ସ୍ବାମୀ ବଳରାମ ନାଏକଙ୍କ ମୃତ୍ୟୁ ପରେ ସେ ମୂଲ ଲାଗି…

Continue Readingଚାକିରି ଦେବ କହି ଜମି ନେଇଗଲା ନାଲକୋ, ଦୁଇ ଝିଅଙ୍କୁ ଧରି ରେଳରୋକ କଲେ ବିଧବା ମହିଳା

ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ, ଅନୁଗୁଳରେ ବିଜୟ ଉତ୍ସବ ପାଳିଲା ବିଜେପି

ଅନୁଗୁଳ : ଦେଶର ସର୍ବୋଚ୍ଚ ପଦବୀରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଅଧିଷ୍ଠିତ ହୋଇଥିବାରୁ ଗୁରୁବାର ବିଜେପି ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ତରଫରୁ ରାଜା ଛକ ଠାରେ ବିଜୟ ଉତ୍ସବ ପାଳିତ ହୋଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ…

Continue Readingରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ, ଅନୁଗୁଳରେ ବିଜୟ ଉତ୍ସବ ପାଳିଲା ବିଜେପି