ତାଳଚେର ଫର୍ଟିଲାଇଜର ଲିମିଟେଡ୍ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ତାଳଚେର: ସ୍ଥାନୀୟ ବିକ୍ରମପୁର ସ୍ଥିତ ମୀନାବଜାରରେ ତାଳଚେର ଫର୍ଟିଲାଇଜର ଲିମିଟେଡ୍ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ଗୁରୁବାର ପାଳିତ ହୋଇଛି। କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସଭାପତି ସୁଧୀର ଖଣ୍ଡା, ଏମ୍‌.ସି.ଏଲ୍‌. ସିଷ୍ଟାର ସଭାପତି ଅମରଚାନ୍ଦ ନାଏକ, ସାଧାରଣ…

Continue Readingତାଳଚେର ଫର୍ଟିଲାଇଜର ଲିମିଟେଡ୍ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଅଗ୍ନିଶମ ସୁରକ୍ଷା ସପ୍ତାହ: ରାସ୍ତାରେ ବୁଲି ବୁଲି ଲୋକଙ୍କୁ ସଚେତନ କଲେ ଆଗ୍ନିକ

ଅନୁଗୁଳ: ଅଗ୍ନିଶମ ସୁରକ୍ଷା ସପ୍ତାହ ଅବସରରେ ଅନୁଗୁଳ ସହରର ବିଭିନ୍ନ ସ୍ଥାନରେ ରାଲି ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଗୁଳ ଜିଲ୍ଲାର ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫୁଲରେ ସଜ୍ଜିତ ଅଗ୍ନିଶମ…

Continue Readingଅଗ୍ନିଶମ ସୁରକ୍ଷା ସପ୍ତାହ: ରାସ୍ତାରେ ବୁଲି ବୁଲି ଲୋକଙ୍କୁ ସଚେତନ କଲେ ଆଗ୍ନିକ

ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଯାପିତ

ଅନୁଗୁଳ: ଅନୁଗୁଳ ହାଇ ସ୍କୁଲ ପଡିଆରେ ଚାଲିଥିବା ପାଞ୍ଚ ଦିନିଆ ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା ମଙ୍ଗବାର ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମେଳାରେ ପ୍ରାୟ ୬୦ ଲକ୍ଷ…

Continue Readingଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଯାପିତ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଡ୍ରାଇଭର ମହାସଂଘ

ଅନୁଗୁଳ: ୧୧ ଦଫା ଦାବି ନେଇ ଆଜି ଅନୁଗୁଳ ଡ୍ରାଇଭର ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହାସଂଘ ତରଫରୁ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରି ବଜାର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା।…

Continue Readingଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଡ୍ରାଇଭର ମହାସଂଘ

କରେଣ୍ଟ ଲାଗି ଦନ୍ତା ମୃତ୍ୟୁ ଘଟଣା: କୋର୍ଟ ଚାଲାଣ ହେଲା ମୁଖ୍ୟ ଅଭିଯୁକ୍ତ ସୁଶୀଲ

ଅନୁଗୁଳ: କରତପଟା ସେକ୍ସନ ନନ୍ଦପୁର ପଞ୍ଚାୟତ ମାଧପୁର ଗାଁର ଡଙ୍ଗାପାଳ ଅଞ୍ଚଳରେ ଦନ୍ତା ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁଶୀଲକୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ମାର୍ଚ୍ଚ ୮ ତାରିଖ ଦିନ ଡଙ୍ଗାପାଳର ସୁଶୀଲ ଦେହୁରୀଙ୍କ ପରିବା ବଗିଚାରେ ଏକ…

Continue Readingକରେଣ୍ଟ ଲାଗି ଦନ୍ତା ମୃତ୍ୟୁ ଘଟଣା: କୋର୍ଟ ଚାଲାଣ ହେଲା ମୁଖ୍ୟ ଅଭିଯୁକ୍ତ ସୁଶୀଲ

ହିଙ୍ଗୁଳାଙ୍କ ହୁଣ୍ଡିରୁ ସଂଗ୍ରହ ହେଲା ୪ ଲକ୍ଷ ୮୮ ହଜାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକ ସୋମବାର ଖୋଲା ଯାଇଥିଲା ବେଳେ ସେଥିରୁ ୪ ଲକ୍ଷ ୮୮ ହଜାର ଟଙ୍କା ସଂଗୃହୀତ ହୋଇଛି। ଟ୍ରଷ୍ଟୋର୍ଡ ସଦସ୍ୟ ରାଜେନ୍ଦ୍ର…

Continue Readingହିଙ୍ଗୁଳାଙ୍କ ହୁଣ୍ଡିରୁ ସଂଗ୍ରହ ହେଲା ୪ ଲକ୍ଷ ୮୮ ହଜାର

କଣିହାଁ ଓପନ୍ କାଷ୍ଟରେ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବି

ଅନୁଗୁଳ: କଣିହାଁ ଓପନ୍ କାଷ୍ଟରେ ସ୍ଥାନୀୟ ପିଲାମାନଙ୍କୁ ନିଯୁକ୍ତି ଦାବିରେ ସୋମବାର ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଏ ନେଇ କିଛି ଦିନ ତଳେ କଣିହାଁ ପୋଲିସ ଷ୍ଟେସନ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଆଜି…

Continue Readingକଣିହାଁ ଓପନ୍ କାଷ୍ଟରେ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବି

ଧାନ ନେଲେ, କିନ୍ତୁ ଦେଉନାହାନ୍ତି ଟଙ୍କା; ସମବାୟ ସମ୍ପାଦକଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଚାଷୀ

ଅନୁଗୁଳ: ଧାନ ନେଲେ, କିନ୍ତୁ ଦେଉନାହାନ୍ତି ଟଙ୍କା। ସମବାୟ ସମିତିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଚାଷୀ। ଅନୁଗୁଳ ବ୍ଲକ ବେଡା ଶାସନ ସେବା ସମବାୟ ସମିତି ସମ୍ପାଦକଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଚାଷୀ। ଏ ନେଇ ଚାଷୀମାନେ…

Continue Readingଧାନ ନେଲେ, କିନ୍ତୁ ଦେଉନାହାନ୍ତି ଟଙ୍କା; ସମବାୟ ସମ୍ପାଦକଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଚାଷୀ

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଅଙ୍ଗନୱାଡ଼ି ୱାର୍କସ ଆସୋସିଏସନ

ଅନୁଗୁଳ: ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ୱାର୍କସ ଆସୋସିଏସନ ପକ୍ଷରୁ ୧୪ ଦଫା ଦାବି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏ ଅବସରରେ ଅଙ୍ଗନୱାଡ଼ି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରିପୋର୍ଟ ମୁତାବକ, ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଏବଂ…

Continue Readingବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଅଙ୍ଗନୱାଡ଼ି ୱାର୍କସ ଆସୋସିଏସନ

ସରକାରୀ ମହାବିଦ୍ୟାଳୟରେ ନୂତନ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି ରଜନୀକାନ୍ତ ସିଂହ

ଅନୁଗୁଳ : ଆଜି ସ୍ଥାନୀୟ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଏହି ଭିତ୍ତି ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ନଗରପାଳ ଅକ୍ଷୟ କୁମାର ସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗ…

Continue Readingସରକାରୀ ମହାବିଦ୍ୟାଳୟରେ ନୂତନ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି ରଜନୀକାନ୍ତ ସିଂହ