ରାସ୍ତା ମରାମତି କଲେ ନଗର କଂଗ୍ରେସ କର୍ମକର୍ତ୍ତା

ଅନୁଗୁଳ: ନଗର କଂଗ୍ରେସ ତରଫରୁ ସଭାପତି ସୁଦିପ୍ ମିଶ୍ରଙ୍କ ନେତୃତ୍ୱରେ ୫୫ନଂ ଜାତୀୟ ରାଜପଥ ଥାନା ଛକ ନିକଟରେ ସୃଷ୍ଟି ହୋଇଥିବା ବହୁତ ବଡ଼ ବଡ଼ ଗାତକୁ ଆଜି ବାଲି ଗୋଡ଼ି ଦେଇ ମରାମତି କରାଯାଇଛି। ଏହି ଗାତ ଯୋଗୁ ବହୁତ…

Continue Readingରାସ୍ତା ମରାମତି କଲେ ନଗର କଂଗ୍ରେସ କର୍ମକର୍ତ୍ତା

ଓଡିଶା ବନାରାଜିକ ମହାବିଦ୍ୟାଳୟରେ ନୂତନ ବ୍ୟାଚ୍ ତାଲିମ ଆରମ୍ଭ

ଅନୁଗୁଳ: ସ୍ଥାନୀୟ ଓଡ଼ିଶା ବନାରାଜିକ ମହାବିଦ୍ୟାଳୟରେ ୨୨-୨୩ ବର୍ଷର ନୂତନ ଫରେଷ୍ଟ ରେଞ୍ଜର୍ସଙ୍କର ତାଲିମ ଆରମ୍ଭ ହୋଇଛି। ଏ ଅବସରରେ ଓଡ଼ିଶା ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଶଶୀ ପଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅନୁଗୁଳ…

Continue Readingଓଡିଶା ବନାରାଜିକ ମହାବିଦ୍ୟାଳୟରେ ନୂତନ ବ୍ୟାଚ୍ ତାଲିମ ଆରମ୍ଭ

ଦଣ୍ଡ ନୃତ୍ୟ ପ୍ରତିଯୋଗିତା, ଚାମ୍ପିୟନ କାଣ୍ଡସରକୁ ମିଳିଲା ବାଇକ

ଅନୁଗୁଳ: ବଅଁରପାଳ ବ୍ଲକ ରାଣୀଗୋଡ ଗାଁରେ ଶୀତଳ ଷଷ୍ଠୀ ଉପଲକ୍ଷେ ଦଣ୍ଡ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଛି। ଏହି ପ୍ରତିଯୋଗିତାର ଫାଇନାଲ୍ କାଣ୍ଡସର ଓ ଗୋପୀନାଥପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କାଣ୍ଡସର ବିଜୟୀ ହୋଇ ପୁରସ୍କାର ଭାବେ ବାଇକ ଜିତିଛି।…

Continue Readingଦଣ୍ଡ ନୃତ୍ୟ ପ୍ରତିଯୋଗିତା, ଚାମ୍ପିୟନ କାଣ୍ଡସରକୁ ମିଳିଲା ବାଇକ

ଓରମାସ ଭ୍ରାମ୍ୟମାଣ ଆମ୍ବ ବିକ୍ରୟ ଗାଡିର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଓରମାସ ଦ୍ବାରା ବୁଧବାର ଭ୍ରାମ୍ୟମାଣ ଆମ୍ବ ବିକ୍ରୟ ଗାଡିର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କରସ୍ବାଇଁ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଆମ୍ବ ବିକ୍ରୟରେ ଉଭୟ ଚାଷୀ ଓ ଉତ୍ପାଦକ ସଂସ୍ଥା…

Continue Readingଓରମାସ ଭ୍ରାମ୍ୟମାଣ ଆମ୍ବ ବିକ୍ରୟ ଗାଡିର ଶୁଭାରମ୍ଭ

ଛେଣ୍ଡିପଦାରେ ରାଜ୍ୟ ବିଜେପି ସଭାପତି ମୋଦିଙ୍କ ଯୋଜନା ଶତ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚୁ:ସମୀର ମହାନ୍ତି

ଅନୁଗୁଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ଆଠ ବର୍ଷରେ କେନ୍ଦ୍ରରେ ବିଜେପିର ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ନିରନ୍ତର ଯାତ୍ରା ଚାଲିଛି। ଜାତି,ପରିବାର,ଭ୍ରଷ୍ଟାଚାର, ତୁଷ୍ଟିକରଣରୁ ଉର୍ଦ୍ଧ୍ଵରେ ରହି ଜାତୀୟ ରାଜନୀତି ସର୍ବସ୍ପର୍ଶୀ, ସର୍ବ ସମାବେଶୀ,ବିକାଶବାଦର ଜୟଯାତ୍ରାରେ ପରିଣତ…

Continue Readingଛେଣ୍ଡିପଦାରେ ରାଜ୍ୟ ବିଜେପି ସଭାପତି ମୋଦିଙ୍କ ଯୋଜନା ଶତ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚୁ:ସମୀର ମହାନ୍ତି

ଉଠା ଫଳ ଦୋକାନୀଙ୍କୁ ହଟାଇଲା ପୌରପାଳିକା

ଅନୁଗୁଳ:ଦୀର୍ଘଦିନ ଧରି ଉଠା ଫଳ ଦୋକାନୀଙ୍କ ବିରୁଦ୍ଧରେ ଅଭିଯୋଗ ହେବା ପରେ ଅନୁଗୁଳ ପୌରପାଳିକା ପକ୍ଷରୁ ଆଜି ସେମାନଙ୍କୁ ହଟାଇ ଦିଆଯାଇଛି। ଅନୁଗୁଳ ପୋଷ୍ଟ ଅଫିସ ସାମନା, ବସ ଷ୍ଟାଣ୍ଡ ଭିତରେ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଠେଲାରେ ବିକୁଥିବା…

Continue Readingଉଠା ଫଳ ଦୋକାନୀଙ୍କୁ ହଟାଇଲା ପୌରପାଳିକା

ଛେଣ୍ଡିପଦାରୁ ଦୁଇ ଶିଶୁ ଶ୍ରମିକ ଉଦ୍ଧାର

ଅନୁଗୁଳ: ଗତ କିଛିଦିନ ଧରି ଓଡିଶା ସାରା ଶିଶୁ ଶ୍ରମିକ ନିୟୋଜନ ବିରୁଦ୍ଧରେ ଶ୍ରମ ବିଭାଗ ପକ୍ଷରୁ ଅପରେସନ ଆରମ୍ଭ ହୋଇଛି। ଏହି କ୍ରମରେ ଅନୁଗୁଳରେ ବର୍ତମାନ ସୁଦ୍ଧା ୧୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଚାଇଲଡ଼ ଲାଇନ ରେ…

Continue Readingଛେଣ୍ଡିପଦାରୁ ଦୁଇ ଶିଶୁ ଶ୍ରମିକ ଉଦ୍ଧାର

ବାଲିପଟ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବାଲିପଟ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସୋମବାର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପୁରାତନ ଛାତ୍ର ସ୍ଥାୟୀ ସଭାପତି ତଥା ଭୁବନେଶ୍ୱରର ଏସିପି ମାନସ ରଞ୍ଜନ ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ…

Continue Readingବାଲିପଟ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି

ଦରଦାମ୍ ବୃଦ୍ଧି ପ୍ରତିବାଦ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ଓବିସି ସେଲ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଓବିସି ସେଲ ପକ୍ଷରୁ ସୋମବାର ଦର ବୃଦ୍ଧି ସହ ଅନ୍ୟ ସମସ୍ୟା ସମ୍ପର୍କରେ ଏକ ୯ ଦଫା ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏ ଅବସରରେ ଓବିସି ସେଲ ସଭାପତି ପ୍ରବୋଧ କୁମାର ସ୍ବାଇଁଙ୍କ ନେତୃତ୍ବରେ…

Continue Readingଦରଦାମ୍ ବୃଦ୍ଧି ପ୍ରତିବାଦ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ଓବିସି ସେଲ

୩ ଦଫା ଦାବି ନେଇ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ଗଣଧାରଣା

ତାଳଚେର: ସ୍ଥାନୀୟ ଅନନ୍ତ କୋଇଲା ଖଣି ଦ୍ୱାରା କ୍ଷତିଗ୍ରସ୍ତ ବେକାରୀମାନଙ୍କୁ ନିଯୁକ୍ତି ସମେତ ୩ ଦଫା ଦାବି ନେଇ ଆଜି ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଦିଆଯାଇଛି। ସଂଘର କହିବାନୁସାରେ,…

Continue Reading୩ ଦଫା ଦାବି ନେଇ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ଗଣଧାରଣା