ଶୈଳଶ୍ରୀକ୍ଷେତ୍ର ରଥଯାତ୍ରା ପ୍ରସ୍ତୁତି ବୈଠକ

ଅନୁଗୁଳ: ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାକାର୍ଯ୍ୟାଳୟ କୋର୍ଟ ରୁମରେ ଅନୁଷ୍ଠିତ ଏହି ବୈଠକରେ ଜୁଲାଇ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଗୁଣ୍ଡିଚାଯାତ୍ରା ଓ…

Continue Readingଶୈଳଶ୍ରୀକ୍ଷେତ୍ର ରଥଯାତ୍ରା ପ୍ରସ୍ତୁତି ବୈଠକ

ବିଜେପି ପ୍ରତିଷ୍ଠାତା ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ଅନୁଗୁଳ: ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଇଛି। ୧୯୫୧ ମସିହାରେ ସେ ଭାରତୀୟ ଜନ ସଂଘ ପ୍ରତିଷ୍ଠା କରିଥିଲେ, ଯାହା ପରେ ଭାରତୀୟ ଜନତା ପାର୍ଟିକୁ ରୂପାନ୍ତରିତ ହୋଇଥିଲା। ଆଜି ବିଜେପି ଜିଲ୍ଲା…

Continue Readingବିଜେପି ପ୍ରତିଷ୍ଠାତା ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ପତଞ୍ଜଳି ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଅନୁଗୁଳ: ପତଞ୍ଜଳି ଯୋଗ ସମିତି ତରଫରୁ ମଙ୍ଗଳବାର  ଇନଡୋର ଷ୍ଟାଡିୟମ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ…

Continue Readingପତଞ୍ଜଳି ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ମେଡିକାଲ୍ କଲେଜ୍ ଶୀଘ୍ର ପରିଚାଳନା ଦାବି: ଆସନ୍ତା ୪ ରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ

ଅନୁଗୁଳ: ତାଳଚେର ମେଡିକାଲ୍ କଲେଜକୁ ସରକାର ଶୀଘ୍ର ପରିଚାଳନା କରିବା ଦାବିରେ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ଆସନ୍ତା ଜୁଲାଇ ୪ରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରିବାକୁ ଯାଉଛି। ଏହି ବିକ୍ଷୋଭକୁ ସଫଳ କରିବା ପାଇଁ ଆଜି…

Continue Readingମେଡିକାଲ୍ କଲେଜ୍ ଶୀଘ୍ର ପରିଚାଳନା ଦାବି: ଆସନ୍ତା ୪ ରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ

ଶିକ୍ଷୟିତ୍ରୀଙ୍କ ଅକାଳ ଵିୟୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବେଡ଼ା ଶାସନ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଏଲୋରା ଯଶମାଳିନୀ ଗଡନାୟକଙ୍କ ଗତ ସୋମବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା।…

Continue Readingଶିକ୍ଷୟିତ୍ରୀଙ୍କ ଅକାଳ ଵିୟୋଗ

କେନ୍ଦ୍ର ପୁଲିସର ବର୍ବରତାକୁ ତୀବ୍ର ବିରୋଧ, ନଗର ଓ ବ୍ଲକ କଂଗ୍ରେସର ଗଣ ବିକ୍ଷୋଭ ସହ କୁଶ ପୁତ୍ତଳିକା ଦାହ

ଅନୁଗୁଳ: ଅନୁଗୁଳ ନଗର କଂଗ୍ରେସ ସଭାପତି ସୁଦିପ୍ ମିଶ୍ର ଓ ବ୍ଲକ କଂଗ୍ରେସ ସଭାପତି ଅମୂଲ୍ୟ ବେହେରାଙ୍କ ନେତୃତ୍ୱରେ ଆଜି ଜିଲ୍ଲା ମୁଖ୍ୟ ଡାକ ଘର ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଛି। କେନ୍ଦ୍ରୀୟ ପୁଲିସ ଯେଭଳି ଭାବେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ…

Continue Readingକେନ୍ଦ୍ର ପୁଲିସର ବର୍ବରତାକୁ ତୀବ୍ର ବିରୋଧ, ନଗର ଓ ବ୍ଲକ କଂଗ୍ରେସର ଗଣ ବିକ୍ଷୋଭ ସହ କୁଶ ପୁତ୍ତଳିକା ଦାହ

ଆଉ ନାହାନ୍ତି ତାଳଚେରର ଜଣାଶୁଣା ଚିକିତ୍ସକ ସିଦ୍ଧେଶ୍ୱର ମିଶ୍ର, ୮୭ ବର୍ଷରେ ପରଲୋକ

ଅନୁଗୁଳ: ଆଉ ନାହାନ୍ତି ତାଳଚେରର ଜଣାଶୁଣା ଚିକିତ୍ସକ ସିଦ୍ଧେଶ୍ୱର ମିଶ୍ର। ସୋମବାର ୮୭ ବର୍ଷରେ ତାଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ହେଲାଣି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ପରଲୋକ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା, ଆଇନିଜୀବୀ…

Continue Readingଆଉ ନାହାନ୍ତି ତାଳଚେରର ଜଣାଶୁଣା ଚିକିତ୍ସକ ସିଦ୍ଧେଶ୍ୱର ମିଶ୍ର, ୮୭ ବର୍ଷରେ ପରଲୋକ

ମାଗଣା ଚକ୍ଷୁ ପରୀକ୍ଷଣ ଶିବିର, ଉପକୃତ ହେଲେ ୧୦୮ ଜଣ

ଅନୁଗୁଳ:ଅନୁଗୁଳ ଜିଲ୍ଲା ତାଳଚେର ଡେରା ପଞ୍ଚାୟତର ସରପଞ୍ଚ ଗିତିଶ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସୋମବାର ନେତ୍ରମ୍ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ଏକ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଯାଇଛି। ଏହି ଶିବିରରେ ୧୦୮ ଜଣଙ୍କ ଚକ୍ଷୁ ପରୀକ୍ଷଣ ହୋଇଥିବା ବେଳେ ୮୫…

Continue Readingମାଗଣା ଚକ୍ଷୁ ପରୀକ୍ଷଣ ଶିବିର, ଉପକୃତ ହେଲେ ୧୦୮ ଜଣ

‘ଅଗ୍ନିପଥ’ ଯୋଜନା ବାତିଲ ଦାବି, ଅନୁଗୁଳ ଯୁବ-ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ଆରମ୍ଭ

ଅନୁଗୁଳ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ସ୍କିମକୁ ବିରୋଧ କରି ଆଜି ଯୁବ ସଂଗଠନ ଅଲ୍ ଇଣ୍ଡିଆ ଡିୱାଇଓ ଏବଂ ଛାତ୍ର ସଂଗଠନ ଅଲ୍ ଇଣ୍ଡିଆ ଡି.ଏସ୍. ଓ ପକ୍ଷରୁ ସହରରେ ଶୋଭାଯାତ୍ରା କରାଯିବା ସହ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…

Continue Reading‘ଅଗ୍ନିପଥ’ ଯୋଜନା ବାତିଲ ଦାବି, ଅନୁଗୁଳ ଯୁବ-ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ଆରମ୍ଭ

ଛାତ୍ରଛାତ୍ରୀଙ୍କ ସହାୟତା ଟଙ୍କା ଲୁଟୁଛନ୍ତି ଅଧିକାରୀ, ଲାଞ୍ଚ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅଭିଭାବକ

ଅନୁଗୁଳ: ପାଠ ପଢ଼ିବାକୁ ସରକାର ଦେଉଥିବା ଆର୍ଥିକ ସହାୟତାକୁ ଲୁଟୁଛନ୍ତି ଅଧିକାରୀ। ଆଉ ମାଗିଲେ ଦାବି କରୁଛନ୍ତି ଲାଞ୍ଚ। ଆଜି ଏଭଳି ଏକ ଅଭିଯୋଗ ନେଇ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ବଅଁରପାଳ ବ୍ଲକ କାଣ୍ଡସର ଗାଁର ତ୍ରିନାଥ ଚରଣ…

Continue Readingଛାତ୍ରଛାତ୍ରୀଙ୍କ ସହାୟତା ଟଙ୍କା ଲୁଟୁଛନ୍ତି ଅଧିକାରୀ, ଲାଞ୍ଚ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅଭିଭାବକ