ଜେଏସ୍‌ପିଏଲ୍‌ରେ କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ଅନୁଗୁଳ: ପୂର୍ବତ୍ତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜେଏସ୍‌ପିଏଲ୍ ଓପି ଜିନ୍ଦଲ ସ୍କୁଲରେ ଏକ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପତିଯୋଗିତା ବୁଧବାର ଅନୁଷ୍ଠିତ ହୋଇଯାଇଛି। ବରଗଡ ଜିଲ୍ଲାରୁ ପ୍ରକାଶିତ ପାକ୍ଷିକ ପତ୍ରିକା କୋଶଲ ଟାଇମ୍ ପକ୍ଷରୁ ଆୟୋଜିତ…

Continue Readingଜେଏସ୍‌ପିଏଲ୍‌ରେ କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

କ୍ଷୁଧାତୁର ପ୍ରାଣବନ୍ଧୁଙ୍କୁ ସହାୟତାର ହାତ ବଢାଇଲେ ଚିନ୍ମୟୀ

ଅନୁଗୁଳ: ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର କ୍ଷୁଧାତୁର ତଥା ମାନସିକ ବିକୃତ ବ୍ୟକ୍ତି ପ୍ରାଣବନ୍ଧୁ ନାଏକଙ୍କୁ ଆଜି ସହାୟତାର ହାତ ବଢାଇଛନ୍ତି ଜଣାଶୁଣା ସମାଜସେବୀ ଚିନ୍ମୟୀ। ତାଙ୍କ କହିବା ମୁତାବକ, ପ୍ରାଣ ବନ୍ଧୁ ଦୀର୍ଘ ବର୍ଷ ହେବ ନିରାଶ୍ରୟ ଏବଂ…

Continue Readingକ୍ଷୁଧାତୁର ପ୍ରାଣବନ୍ଧୁଙ୍କୁ ସହାୟତାର ହାତ ବଢାଇଲେ ଚିନ୍ମୟୀ

ଦିବାକର ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ସ୍ମରଣିକା ଉନ୍ମୋଚିତ

ଅନୁଗୁଳ: ଆଜି ଅପରାହ୍ନରେ ବରିଷ୍ଠ ଆଇନଜୀବି ଦିବାକର ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ଅନୁଗୁଳ ସ୍ଥିତ ବାସ ଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା।ଏହି ସଭାରେ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସାଧାରଣ ସମ୍ପାଦକ…

Continue Readingଦିବାକର ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ସ୍ମରଣିକା ଉନ୍ମୋଚିତ

ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପ୍ରଶାସନର ଗୁରୁତ୍ବ

ଅନୁଗୁଳ: ଡେଙ୍ଗୁ ଜ୍ଵର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାସ୍ତରୀୟ ଡେଙ୍ଗୁ ମାସ ପାଳନ କରାଯାଉଛି। ଏହି ଅବସରରେ ମଙ୍ଗଳବାର ଅପରାହ୍ଣରେ ଜିଲ୍ଲା କୋର୍ଟ ରୁମଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Continue Readingଡେଙ୍ଗୁ ନିୟନ୍ତ୍ରଣ ପାଇଁ ପ୍ରଶାସନର ଗୁରୁତ୍ବ

ଜିଲ୍ଲାର ସହିଦ୍ ବୀରପୁତ୍ରଙ୍କ ପାଇଁ ସ୍ମାରକୀ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କଲେ ଆର୍ଟିଷ୍ଟ ରଜତ

ଅନୁଗୁଳ: ଆଜି କାରଗିଲ ବିଜୟ ଦିବସ ଅବସରରେ ସ୍ଥାନୀୟ ବଅଁରପାଳ ବ୍ଲକ ଗାଙ୍ଗୀଯୋଡି ଗାଁର ଆଡଭେନଚର ଆର୍ଟିଷ୍ଟ ରଜତ ନାଥ ଜିଲ୍ଲାର ସହିଦ୍ ବୀରପୁତ୍ରଙ୍କ ପାଇଁ ସହିଦ୍ ସ୍ମାରକୀ ନିର୍ମିତ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ଆଜିର ଦିନରେ କାରଗିଲ ଯୁଦ୍ଧରେ…

Continue Readingଜିଲ୍ଲାର ସହିଦ୍ ବୀରପୁତ୍ରଙ୍କ ପାଇଁ ସ୍ମାରକୀ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କଲେ ଆର୍ଟିଷ୍ଟ ରଜତ

ଜମି ଅଧିଗ୍ରହଣ ସ୍ଥଗିତ ରଖିବାକୁ ଜିଲ୍ଲାପାଳଙ୍କୁ ଦାବି

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ମଝିକା ଦେଇ ବାଇପାସ୍ ରାସ୍ତା ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ବିଜ୍ଞାପନ ଜାରି କରାଯାଇଛି। ଏହି ଅଧିଗ୍ରହଣ ହେଲେ ପ୍ରକୃତ ଜମି ମାଲିକ କ୍ଷତି ପୂରଣ ପ୍ରାପ୍ୟରୁ ବଞ୍ଚିତ ହେବେ। ଏଣୁ ମଝିକା ଗାଁରେ ଜମି…

Continue Readingଜମି ଅଧିଗ୍ରହଣ ସ୍ଥଗିତ ରଖିବାକୁ ଜିଲ୍ଲାପାଳଙ୍କୁ ଦାବି

ଅନୁଗୁଳରେ କାରଗିଲ ବିଜୟ ଦିବସ

ଅନୁଗୁଳ: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ତ୍ରୟୋବିଂଶ କାରଗିଲ ବିଜୟ ଦିବସ ସମାରୋହ ଆୟୋଜିତ ହୋଇଯାଇଛି। ଅନୁଗୁଳ ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତ ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦଘାଟନ କରିଥିଲେ। କାରଗିଲ ଯୁଦ୍ଧରେ ଅସୀମ ସାହସ…

Continue Readingଅନୁଗୁଳରେ କାରଗିଲ ବିଜୟ ଦିବସ

ଡାକ୍ତରଙ୍କୁ କୋଟିଏ ଟଙ୍କାର ଠକେଇ ଘଟଣା: ହୀରକକୁ ଦୁଇ ଦିନିଆ ରିମାଣ୍ଡରେ ଆଣିଲା ପୋଲିସ

ଅନୁଗୁଳ: କୋଟିଏ ଟଙ୍କା ଠକି ନେଇଥିବା ଅଭିଯୁକ୍ତ ହୀରକ କୁମାର ପରିଡ଼ା(୪୫)କୁ ଅନୁଗୁଳ ପୋଲିସ ଦୁଇଦିନିଆ ରିମାଣ୍ଡରେ ଆଣିଛି। ଏହି ରିମାଣ୍ଡ ଅବଧି ସମୟରେ ଠକେଇ ବାବଦରେ ଖୋଳତାଡ଼ କରାଯିବା ସହ ତାଠାରୁ ଅଧିକ ତଥ୍ୟ ଆଦାୟ କରିବାକୁ ପୋଲିସ ଲକ୍ଷ୍ୟ…

Continue Readingଡାକ୍ତରଙ୍କୁ କୋଟିଏ ଟଙ୍କାର ଠକେଇ ଘଟଣା: ହୀରକକୁ ଦୁଇ ଦିନିଆ ରିମାଣ୍ଡରେ ଆଣିଲା ପୋଲିସ

ମଦ ଭାଟି ଉଚ୍ଛେଦ ଦାବିରେ ଆଜି ପୁଣି ଜିଲ୍ଲାପାଳଙ୍କୁ ଭେଟିଲେ ଟାକରସିଂହା ବାସୀ

ଅନୁଗୁଳ: ମଦ ଭାଟି ଉଚ୍ଛେଦ ନେଇ ପୁଣିଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ଟାକରସିଂହା ଗ୍ରାମବାସୀ। ସ୍ଥାନୀୟ ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତର ଟାକରସିଂହା ଗ୍ରାମବାସୀ ଗତ ୧୧ ତାରିଖରେ ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଥିଲେ। କିନ୍ତୁ କୌଣସି ସମାଧାନ…

Continue Readingମଦ ଭାଟି ଉଚ୍ଛେଦ ଦାବିରେ ଆଜି ପୁଣି ଜିଲ୍ଲାପାଳଙ୍କୁ ଭେଟିଲେ ଟାକରସିଂହା ବାସୀ

ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ, ବିଜୟ ଉତ୍ସବ ପାଳିଲା ବିଜେପି

ଅନୁଗୁଳ : ଦେଶର ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିବା ପରେ ଆଠମଲ୍ଲିକ ବିଜେପି ତରଫରୁ ପୁରୁଣାଗଡ଼ ମଦନ ମୋହନ ମନ୍ଦିରରେ ବିଜୟ ଉତ୍ସବ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ଆଦିବାସୀ ମହିଳାଙ୍କୁ…

Continue Readingରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ, ବିଜୟ ଉତ୍ସବ ପାଳିଲା ବିଜେପି