ରେଳଧାରଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ନିଯୁକ୍ତି ଓ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଲା ଏନଟିପିସି
ଅନୁଗୁଳ/ତାଳଚେର: ଶନିବାର ସ୍କଟଲ୍ୟାଣ୍ଡପୁର ପାଖ ଏନ.ଟି.ପି.ସି ରେଳ ଧାରଣାରେ ମୃତ ପ୍ରବୀଣ ଭୋଇଙ୍କ ପରିବାରକୁ ଆଜି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ୧୯ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ପତି, ସମିତି ସଭ୍ୟ ଶ୍ରୀକାନ୍ତ ପ୍ରଧାନ…




