ପାଣି ପିଇବାକୁ ଆସିଥିବା କୁଟୁରାକୁ ଜଙ୍ଗଲରେ ଛାଡ଼ିଲା ବନବିଭାଗ

ଅନୁଗୁଳ : ପାଣି ପିଇବାକୁ ଆସିଥିବା କୁଟୁରାକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲେ ବନ୍ତଳା ବନ ବିଭାଗର କର୍ମଚାରୀ। ମିଳିଥିବା ସୂଚନାନୁସାରେ, ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ପୋକତୁଙ୍ଗା ଜଙ୍ଗଲରେ ଏକ କୁଟୁରା ପାଣି ପାଇଁ ବୁଲୁଥିବା ବେଳେ ଏକ କୁକୁର…

Continue Readingପାଣି ପିଇବାକୁ ଆସିଥିବା କୁଟୁରାକୁ ଜଙ୍ଗଲରେ ଛାଡ଼ିଲା ବନବିଭାଗ

ଶ୍ରମିକ ଦିବସ : ବିଜୁ ଯୁବ ଜନତା ଦଳ ପକ୍ଷରୁ ବଣ୍ଟାଗଲା ଦହି ସରବତ ଓ ଜଳ

ଅନୁଗୁଳ: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ଅନୁଗୁଳ ହେମସୁରପଡା ଦୁର୍ଗା ମଣ୍ଡପଠାରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଦହି ସରବତ ଓ ଜଳ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନବ ନିର୍ବାଚିତ ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ସହଯୋଗରେ…

Continue Readingଶ୍ରମିକ ଦିବସ : ବିଜୁ ଯୁବ ଜନତା ଦଳ ପକ୍ଷରୁ ବଣ୍ଟାଗଲା ଦହି ସରବତ ଓ ଜଳ

ହକ୍ ପାଇଁ ଏକାଠି ହେବାକୁ ବିଦ୍ୟୁତ୍ କର୍ମଚାରୀ ସଂଘ ଆହ୍ୱାନ

ଅନୁଗୁଳ: ଆଜି ଶ୍ରମିକ ଦିବସ ଉପଲକ୍ଷେ ବାବା ଚମ୍ପେଶ୍ଵର ବିଦ୍ୟୁତ୍ କର୍ମଚାରୀ ସଂଘ ପକ୍ଷରୁ ଏକ ଶ୍ରମିକ ସମାବେଶ ସ୍ଥାନୀୟ କରପଡା ଜେରେଙ୍ଗ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ସଂଘର କାର୍ଯ୍ୟକାରୀ ସଭାପତି ମାନସ ପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ…

Continue Readingହକ୍ ପାଇଁ ଏକାଠି ହେବାକୁ ବିଦ୍ୟୁତ୍ କର୍ମଚାରୀ ସଂଘ ଆହ୍ୱାନ

ଅନୁଗୁଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ, ଚୟନ ହେଲେ ଜିଲ୍ଲା କମିଟି ପଦାଧିକାରୀ

ଅନୁଗୁଳ: ବର୍ତ୍ତମାନର ସୋସିଆଲ ମିଡ଼ିଆ ଯୁଗରେ ସ୍ୱଳ୍ପ ସମୟ ମଧ୍ୟରେ ଲୋକଙ୍କ ନିକଟରେ ଖବର ପହଞ୍ଚାଇବାରେ ୱେବ ମିଡ଼ିଆଗୁଡିକ ପ୍ରମୁଖ ସ୍ଥାନ ଗ୍ରହଣ କରିଛି। ଏଣୁ ସମସ୍ତ ୱେବ ପୋର୍ଟାଲ ଏକାଠି ହୋଇ କାମ କରିବାକୁ ଆଜି ଅନୁଗୁଳ ଜିଲ୍ଲାର ୱେବ…

Continue Readingଅନୁଗୁଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ, ଚୟନ ହେଲେ ଜିଲ୍ଲା କମିଟି ପଦାଧିକାରୀ

ଗୋମାତା ଓ ପଶୁପକ୍ଷୀ ପାଇଁ ଦେବଦୂତ ସାଜିଛନ୍ତି ବିଭୂତି ସାହୁ, ବିଭିନ୍ନ ସ୍ଥାନରେ କରିଛନ୍ତି ଜଳକୁଣ୍ଡ ବ୍ୟବସ୍ଥା

ତାଳଚେର : ପ୍ରଚଣ୍ଡ ଖରାରେ ବୁଲା ଗାଈ ଗୋରୁ ଓ ପଶୁପକ୍ଷୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସମାଜସେବୀ ବିଭୂତି ସାହୁ। ବର୍ତ୍ତମାନର ମୁଣ୍ଡ ଫଟା ଖରାରେ ବୁଲା ଜୀବଜନ୍ତୁଙ୍କ ଶୋଷ ମେଣ୍ଟାଇବା ପାଇଁ ବିଭୂତି ନିଜସ୍ୱ ଖର୍ଚ୍ଚରେ ସହରର ବିଭିନ୍ନ ସ୍ଥାନରେ…

Continue Readingଗୋମାତା ଓ ପଶୁପକ୍ଷୀ ପାଇଁ ଦେବଦୂତ ସାଜିଛନ୍ତି ବିଭୂତି ସାହୁ, ବିଭିନ୍ନ ସ୍ଥାନରେ କରିଛନ୍ତି ଜଳକୁଣ୍ଡ ବ୍ୟବସ୍ଥା

ବାସନ୍ତୀ ଦୁର୍ଗା ପୂଜା କମିଟି ପକ୍ଷରୁ ଜଳ ସେବା କେନ୍ଦ୍ର

ଅନୁଗୁଳ: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାସନ୍ତୀ ଦୁର୍ଗା ପୂଜା କମିଟି ପକ୍ଷରୁ ଶୁକ୍ରବାର ଏକ ଜଳ ସେବା କେନ୍ଦ୍ର ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂଜା କମିଟିର ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ରାଜ୍ୟ ଯୁବ ବିଜେଡି ଯୁଗ୍ମ…

Continue Readingବାସନ୍ତୀ ଦୁର୍ଗା ପୂଜା କମିଟି ପକ୍ଷରୁ ଜଳ ସେବା କେନ୍ଦ୍ର

ବିନା ଫଳକରେ ନିର୍ମାଣ ହେଉଛି ସରକାରୀ ଗୃହ, ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରାମବାସୀ

ଛେଣ୍ତିପଦା: ସ୍ଥାନୀୟ ଛେଣ୍ତିପଦା ବ୍ଲକ୍ ବ୍ରାହ୍ମଣବିଲ ପଞ୍ଚାୟତରେ ସରକାରୀ ଗୃହ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ବ୍ରାହ୍ମଣବିଲ ଗାଁରୁ ଟାକୁଆ ଯିବା ରାସ୍ତା ଖଜୁରିଖାଇ ମୌଜାରେ ଏକ ସରକାରୀ ଗୃହ ନିର୍ମାଣ କାର୍ଯ୍ୟ ପ୍ରାୟ…

Continue Readingବିନା ଫଳକରେ ନିର୍ମାଣ ହେଉଛି ସରକାରୀ ଗୃହ, ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରାମବାସୀ

ଅଳିଆ ପୋଡ଼ୁଛି ଅନୁଗୁଳ ପୌରପାଳିକା

ଅନୁଗୁଳ:ଅ ନୁଗୁଳରେ ଏବେ ଖରା ତ ନୁହଁଅ ଗ୍ନି ବର୍ଷା ହେଉଚି। ଦିନ ଦଶଟା ପରେ ଏବଂ ଅପରାହ୍ନ ପାଞ୍ଚଟା ପୂର୍ବରୁ ଘରୁ ବାହାରି ହେଉନାହିଁ।ଅନୁଗୁଳ ର ତାପମାତ୍ରା ୪୪ ଡିଗ୍ରୀ ଉପରେ। ପ୍ରଚଣ୍ଡ ଝାଞ୍ଜି ଖରାକୁ ଲୋ ଭୋଲ୍ଟେଜ୍ ସମସ୍ୟାରେ…

Continue Readingଅଳିଆ ପୋଡ଼ୁଛି ଅନୁଗୁଳ ପୌରପାଳିକା

ଅନୁଗୁଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନଙ୍କ ୧୭୪ତମ ଜୟନ୍ତୀ

ଅନୁଗୁଳ: ଅନୁଗୁଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ କୂଳ ଵୃଦ୍ଧ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ଓ ଆଇନଜୀବୀ ଦିବସର ଗୁରୁବାର ପାଳିତ ହୋଇଯାଇଛି। ସ୍ଥାନୀୟ ସଭାଘରଠାରେ ସଂଘର ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି…

Continue Readingଅନୁଗୁଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନଙ୍କ ୧୭୪ତମ ଜୟନ୍ତୀ

ଧୁମଧାମରେ କାଙ୍ଗୁଲା ଗାଁରେ ପ୍ରତିଷ୍ଠା ହେଲା ହନୁମାନ ମନ୍ଦିର

ଅନୁଗୁଳ: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଙ୍ଗୁଲା ଗାଁରେ ଆଜି ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇଛି। ଏ ଅବସରରେ ବୁଧବାର ଗାଁର ମହିଳାମାନେ କଳସ ଯାତ୍ରା ପୂର୍ବକ ଗ୍ରାମ ପରିକ୍ରମା କରି ହନୁମାନ ମନ୍ଦିର ନିକଟକୁ ଆସିଥିଲେ। ତାପରେ ରୀତି ନୀତି ଅନୁଯାୟୀ…

Continue Readingଧୁମଧାମରେ କାଙ୍ଗୁଲା ଗାଁରେ ପ୍ରତିଷ୍ଠା ହେଲା ହନୁମାନ ମନ୍ଦିର