ପୋଲ ଓ ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଛେଣ୍ଡିପଦା-ବସନ୍ତପୁର ପୂର୍ତ୍ତ ବିଭାଗର ୭ କି.ମି ରାସ୍ତା ୫କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ହେଉଥିବାବେଳେ ଏକ ବର୍ଷ ହେବ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଉକ୍ତ ରାସ୍ତା ନିର୍ମାଣ…

Continue Readingପୋଲ ଓ ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ

ସପିଂମଲ୍ ଓ ଦୋକାନରେ ପ୍ରଶାସନର ଚଢ଼ାଉ

ଅନୁଗୁଳ: ଅନୁଗୁଳ ତହସିଲ ତରଫରୁ ଗୁରୁବାର କୋଭିଡ ଗାଇଡ ଲାଇନ ନେଇ ସଚେତନତା କରିବାସହ ବିଭିନ୍ନ ଦୋକାନ ଓ ସପିଂ ମଲରେ ଚଢ଼ାଉ କରାଯାଇଥିଲା। ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ପ୍ରଶାନ୍ତ କୁମାର ସିଂ ଓ ଅମ୍ଳାନ ଅପରାଜିତାଙ୍କସହ ପୁଲିସ ଏହି ଚଢ଼ାଉରେ ସାମିଲ…

Continue Readingସପିଂମଲ୍ ଓ ଦୋକାନରେ ପ୍ରଶାସନର ଚଢ଼ାଉ

ନାଲକୋ ଘରୋଇକରଣକୁ ହିନ୍ଦ୍ ମଜଦୂର ସଭାର ବିରୋଧ

ଅନୁଗୁଳ: ନବରତ୍ନର ମାନ୍ୟତା ପାଇଥିବା ନାଲକୋ ଭଳି ଲାଭଦାୟକ ପବ୍ଲିକ ସେକ୍ଟର ୟୁନିଟକୁ କେନ୍ଦ୍ର ସରକାର ଘରୋଇକରଣ କରିବାକୁ ଉଦ୍ୟମ କରୁଥିବାରୁ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୂର ସଭା ଏହାକୁ ଘୋର ବିରୋଧ କରିଛି। ୧୯୮୧ ମସିହାରେ ପ୍ରତିଷ୍ଠିତ ନାଲକୋ ବିଭିନ୍ନ…

Continue Readingନାଲକୋ ଘରୋଇକରଣକୁ ହିନ୍ଦ୍ ମଜଦୂର ସଭାର ବିରୋଧ

ଜାନୁୟାରୀ ୨୩ରୁ ପଲସ୍ ପୋଲିଓ ଟୀକା କରଣ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଚଳିତ ମାସ ୨୩ ତାରିଖରୁ ୩ଦିନ ଧରି ପଲସ୍ ପୋଲିଓ ଟୀକା କରଣ ଅଭିଯାନ ଆରମ୍ଭ ହେବ। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷ୍ୟତରେ ମଙ୍ଗଳବାର…

Continue Readingଜାନୁୟାରୀ ୨୩ରୁ ପଲସ୍ ପୋଲିଓ ଟୀକା କରଣ

ଅନୁଗୁଳରେ ୩୪ମିମି ବର୍ଷା ରେକର୍ଡ

ଅନୁଗୁଳ: ଅଦିନିଆ ବର୍ଷାରେ ଭିଜିଛି ସାରା ଅନୁଗୁଳ ଜିଲ୍ଲା ମଙ୍ଗଳବାର ସନ୍ଧ୍ୟାରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ବର୍ଷା ବୁଧବାର ମଧ୍ୟ ଲାଗି ରହିଥିଲା। ଅପରାହ୍ନରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଆଜି ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ…

Continue Readingଅନୁଗୁଳରେ ୩୪ମିମି ବର୍ଷା ରେକର୍ଡ

ଅନୁଗୁଳ ଜିଲ୍ଲା ଆଦିତ୍ୟ ବାହିନୀର ନୂତନ କର୍ମକର୍ତ୍ତା ଚୟନ

ଅନୁଗୁଳ: ପୁରୀ ଗୋବର୍ଦ୍ଧନ ପୀଠର ଆଦିତ୍ୟ ବାହିନୀ ଅନଗୁଳ ଜିଲ୍ଲା ଶାଖାର ୩୧ ଜଣିଆ ନୂତନ କାର୍ଯ୍ୟକାରୀ କମିଟି ରବିବାର ଚୟନ କରାଯାଇଛି। ପୁରୀ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ ଆସନ୍ତା ସାଢେ ତିନି ବର୍ଷ ମଧ୍ୟରେ ଭାରତ ସମ୍ପୂର୍ଣ୍ଣ ହିନ୍ଦୁ…

Continue Readingଅନୁଗୁଳ ଜିଲ୍ଲା ଆଦିତ୍ୟ ବାହିନୀର ନୂତନ କର୍ମକର୍ତ୍ତା ଚୟନ

ଅନୁଗୁଳକୁ ମିଳିଲା ଅତିରିକ୍ତ ହସ୍ପିଟାଲ ମ୍ୟାନେଜର

ଅନୁଗୁଳ: ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ମେଡ଼ିକାଲ କଲେଜ, ଏମସିଏଚ ରେ ବିଭିନ୍ନ ସ୍ବାସ୍ଥ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସହାୟତା ପାଇଁ ମିଶନ ଡାଇରେକ୍ଟୋରିଏଟ ପକ୍ଷରୁ ହସ୍ପିଟାଲ ମ୍ୟାନେଜର ପୋଷ୍ଟିଙ୍ଗ କରାଯାଇଛି। କିନ୍ତୁ ରାଜ୍ୟ ସରକାରଙ୍କ ବହୁ କଲ୍ୟାଣ ମୂଳକ ସ୍ବାସ୍ଥ୍ୟ…

Continue Readingଅନୁଗୁଳକୁ ମିଳିଲା ଅତିରିକ୍ତ ହସ୍ପିଟାଲ ମ୍ୟାନେଜର

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ବିଜେପିର ମୌନବ୍ରତ

ଅନୁଗୁଳ: ପଞ୍ଜାବର ଫିରୋଜପୁର ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡ୍ କୁ ଅଟକାଇବା ଭଳି ପରିସ୍ଥିତି ସୃଷ୍ଟି କରିବା, ଆକ୍ରମଣ ତଥା ହତ୍ୟା ଷଡଯନ୍ତ୍ର ଭଳି ଗୁରୁତର ଅଭିଯୋଗ ଆସିଛି ପଞ୍ଜାବର କଂଗ୍ରେସ ସରକାର ବିରୁଦ୍ଧରେ। ଏହି ଘଟଣାକୁ ନେଇ ବିଜେପି…

Continue Readingପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ବିଜେପିର ମୌନବ୍ରତ

ବଅଁରପାଳ ସେବାଶ୍ରମ ବିଦ୍ୟାଳୟର ଉନ୍ନତିକରଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ବଅଁରପାଳ ପଞ୍ଚାୟତରେ ଜିଲ୍ଲା ଖଣିଜ ପାଣ୍ଠିରୁ ସେବାଶ୍ରମ ବିଦ୍ୟାଳୟର ରୂପାନ୍ତରିକରଣର ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ବିଧାନସଭାର ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ…

Continue Readingବଅଁରପାଳ ସେବାଶ୍ରମ ବିଦ୍ୟାଳୟର ଉନ୍ନତିକରଣ

ଭୋଜି ପାଇଁ ତଣ୍ଡ ଗଣିଲେ

ଅନୁଗୁଳ: କୋଭିଡ ନିୟମ ଉଲ୍ଲଙ୍ଘନ କରି ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଳକର ଦ୍ବିତୀୟ ଚିଲିକାଠାରେ ଭୋଜି କରିବା ମହଙ୍ଗା ପଡିଲା। ପାଳଲହଡା ତହସିଲଦାର ଲମ୍ବୋଦର ମାରାଣ୍ଡିଙ୍କ ନେତୃତ୍ବରେ ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ ଏବଂ ପୁଲିସ ପ୍ରଶାସନର ଏକ ମିଳିତ ଦଳ…

Continue Readingଭୋଜି ପାଇଁ ତଣ୍ଡ ଗଣିଲେ