ବର୍ଣାଳୀ ସାହିତ୍ୟ ସଂସଦର ସାରସ୍ଵତ ସମ୍ମିଳନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବର୍ଣ୍ଣାଳୀ ସାହିତ୍ୟ ସଂସଦର ସାରସ୍ୱତ ସମ୍ମିଳନୀ ମହାସମାରୋହରେ ପାଳିତ ହୋଇଯାଇଛି । ସାହିତ୍ୟ ଅନୁରାଗୀ ଓଡିଆ ଭାଷା ପ୍ରେମୀମାନଙ୍କ ମିଳିତ ମୂର୍ଜନାରେ ସମ୍ମିଳନୀ ବେଶ ଉତ୍ସବ ମୁଖର ଓ ସାରଗର୍ଭକ ହୋଇଥିଲା…

Continue Readingବର୍ଣାଳୀ ସାହିତ୍ୟ ସଂସଦର ସାରସ୍ଵତ ସମ୍ମିଳନୀ

ରୋଟ୍ରାକ୍ଟ୍ କ୍ଲବ୍ ରୟାଲର ଅଧିଷ୍ଠାନ ଦିବସ

ଅନୁଗୁଳ: ରୋଟାରୀ କ୍ଲବ୍ ଅନୁଗୁଳ ରୟାଲ୍ ପକ୍ଷରୁ ଆନ୍ତର୍ଜାତିକ ଯୁବ ଅନୁଷ୍ଠାନ ରୋଟ୍ରାକ୍ଟ୍ କ୍ଲବ୍ ଅନୁଗୁଳ ରୟାଲର ପ୍ରଥମ ଅଧିଷ୍ଠାନ ଉତ୍ସବ ବଚପନ ପ୍ଲେ' ସ୍କୁଲ ଠାରେ ପାଳିତ ହୋଇଯାଇଛି । ସଭାପତି ରୋଟାରିଆନ ଅଶୋକ ମଣ୍ଡେଠିଆ ସ୍ବାଗତ ଭାଷଣ ଦେଇଥିବା…

Continue Readingରୋଟ୍ରାକ୍ଟ୍ କ୍ଲବ୍ ରୟାଲର ଅଧିଷ୍ଠାନ ଦିବସ

କ୍ରୀଡ଼ା ସମସ୍ୟା ନେଇ ଜିଲାପାଳଙ୍କୁ କଂଗ୍ରେସର ଦାବିପତ୍ର

ଅନୁଗୁଳ: ଜିଲ୍ଲା ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଆଦିତ୍ୟ ମହାରଣାଙ୍କ ନେତୃତ୍ବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ କେତେକ ବ୍ୟକ୍ତିଙ୍କ ବିରୋଧରେ ସୋମବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ବହୁତ ବ୍ୟାଡ୍‌ମିଣ୍ଟନ ଖେଳାଳୀ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇ…

Continue Readingକ୍ରୀଡ଼ା ସମସ୍ୟା ନେଇ ଜିଲାପାଳଙ୍କୁ କଂଗ୍ରେସର ଦାବିପତ୍ର

ସମ୍ବଲପୁର-ପୁରୀ ଇଣ୍ଟରସିଟି ପୁନଃ ଚଳାଚଳ ଦାବି

ଅନୁଗୁଳ: କରୋନା କଟକଣା ଯୋଗୁଁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ୍ ଚଳାଚଳ ଆରମ୍ଭ ହୋଇନାହିଁ। ଯଥାଶୀଘ୍ର ଏହି ଟ୍ରେନ୍‌ ଚଳାଚଳ କରାଯିବାକୁ ରବିବାର ଅନୁଗୁଳ ଜିଲ୍ଲା କିଶୋରନଗର ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟି ପକ୍ଷରୁ ରେଳମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ସେହିପରି…

Continue Readingସମ୍ବଲପୁର-ପୁରୀ ଇଣ୍ଟରସିଟି ପୁନଃ ଚଳାଚଳ ଦାବି

ସମଲରେ ବିଜେପ କାର୍ଯ୍ୟକାରଣୀ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ପଞ୍ଚାୟତରେ ରବିବାର ବିଜେପିର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଚକ୍ରଶିଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ବୈଠକରେ ସଭାପତିତ୍ବ କରିଥିଲେ। ପଞ୍ଚାୟତରେ ଦଳୀୟ ସଂଗଠନ ସୁଦୃଢ଼ କରିବା…

Continue Readingସମଲରେ ବିଜେପ କାର୍ଯ୍ୟକାରଣୀ ବୈଠକ

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ଅନୁଗୁଳ: ଗାନ୍ଧି ଜୟନ୍ତୀ ଉପଲକ୍ଷେ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ପଞ୍ଚମହଲା ସ୍ଥିତ ସ୍ୱଧାର ଗୃହରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।…

Continue Readingଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ଅନୁଗୁଳ ଡାକଘରର ୪୨ତମ ପ୍ରତିଷ୍ଠା ଦିବସ

ଅନୁଗୁଳ: ଅନୁଗୁଳ ପ୍ରଧାନ ଡାକଘରର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ଡାକସେବା ନିର୍ଦେଶକ ଆଦିତ୍ୟ କୁମାର ନାୟକ ମୁଖ୍ୟଅତିଥି ରୁପେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ନିଷ୍ଠା ଓ ସେବା ମନବୃତି ରଖି ଗ୍ରାହକ ସେବା କରିବାକୁ ସେ କର୍ମଚାରୀମାନଙ୍କୁ…

Continue Readingଅନୁଗୁଳ ଡାକଘରର ୪୨ତମ ପ୍ରତିଷ୍ଠା ଦିବସ

ବିଇଡି କଲେଜ ହେବ ଜାତୀୟ ସ୍ତରର ଅନୁଷ୍ଠାନ: ଧର୍ମେନ୍ଦ୍ର

ଅନୁଗୁଳ: ଅନୁଗୁଳ ବିଇଡି କଲେଜ ବନ୍ଦ ହେବନି। ବରଂ ଏହାକୁ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଭାବେ ତିଆରି କରାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଅନୁଗୁଳରେ ଏହା ଘୋଷଣା କରି ସେ କହିଛନ୍ତି, ଅନୁଗୁଳରେ ଶିକ୍ଷାର…

Continue Readingବିଇଡି କଲେଜ ହେବ ଜାତୀୟ ସ୍ତରର ଅନୁଷ୍ଠାନ: ଧର୍ମେନ୍ଦ୍ର

ସାତକୋଶିଆ ଜୈବବିବିଧତା ଅକ୍ଷୂର୍ଣ୍ଣ ରଖିବାକୁ ପ୍ରୟାସ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଓ ବ୍ୟାଘ୍ର ପ୍ରକଳ୍ପର ଜୈବବିବିଧତା ଅକ୍ଷୂର୍ଣ୍ଣ ରଖିବାକୁ ପ୍ରୟାସ କରାଯାଉଛି। ଅନୁଗୁଳ ଜିଲ୍ଲାର ପରିବେଶକୁ ଅନେକାଂଶରେ ସାତକୋଶିଆ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ସନ୍ତୁଳିତ କରିଥାଏ। ଏଠାକାର ଜୈବବିବିଧତା ଓଡିଶାରେ ସ୍ବତନ୍ତ୍ର ଅଭୟାରଣ୍ୟର ବନ୍ୟପ୍ରାଣୀ, ଉଦ୍ଭିଦ…

Continue Readingସାତକୋଶିଆ ଜୈବବିବିଧତା ଅକ୍ଷୂର୍ଣ୍ଣ ରଖିବାକୁ ପ୍ରୟାସ

ଅନୁଗୁଳରେ ଗାନ୍ଧୀ ଜୟନ୍ତୀ ସମାରୋହ

ଅନୁଗୁଳ: ଅନୁଗୁଳ ଗାନ୍ଧୀ ପାର୍କରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମହାତ୍ମା ଗାନ୍ଧୀ ଏବଂ ସାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତି ଏବଂ ଫୋଟୋରେ ମାଲ୍ୟାର୍ପଣ କରି ଉଭୟ ମହାପୁରୁଷଙ୍କ ତ୍ୟାଗ ଓ ବଳିଦାନର…

Continue Readingଅନୁଗୁଳରେ ଗାନ୍ଧୀ ଜୟନ୍ତୀ ସମାରୋହ