ଇଞ୍ଜିନିୟରିଂ ଆଡମିସନ ସମୟସୀମା ବଢିଲା

0

ଅନୁଗୁଳ : ଡିସେମ୍ବର ୩୧ ଯାଏ ଇଞ୍ଜିନିୟରିଂ ଆଡମିସନ୍ ସମୟସୀମା ବଢିଲା । ରାଜ୍ୟର ଇଞ୍ଜିନିୟରିଂ କଲେଜ ଗୁଡିକରେ ନାମଲେଖା ସମୟସୀମା ବୃଦ୍ଧି କରାଯାଇଛି । ନାମଲେଖାର ସମୟସୀମା ଚଳିତ ମାସ ୧୫ ତାରିଖ ଯାଏଁ ରାଜ୍ୟ ସରକାରଙ୍କ ଧାର୍ୟ୍ୟ କରିଥିଲେ । ଏନେଇ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଓଡ଼ିଶା ପ୍ରାଇଭେଟ୍ ଇଞ୍ଜିନିଅରିଂ କଲେଜ ଆସୋସିଏସନ୍ ଓପେକା । ସୁପ୍ରିମକୋର୍ଟ ଏହାର ଚୁଡାନ୍ତ ରାୟ ଶୁଣାଇ ସମୟସୀମାକୁ ବଢାଇଛନ୍ତି । ଇଞ୍ଜିନିୟରିଂ ପଢ଼ିବା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀ ମାନେ ଡିସେମ୍ବର ୩୧ ପର୍ୟ୍ୟନ୍ତ ଯେକୌଣସି କଲେଜରେ ଆଡମିସନ ନେଇପାରିବେ ।

Leave A Reply

Your email address will not be published.

error: Content is protected !!