ଶିଶୁ ବିଦ୍ୟା ମନ୍ଦିରରେ ପରିବାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସୋମବାର ଶିଶୁ ବାଟିକା ବିଭାଗର ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପରିବାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ନୂତନ ଭାବେ ନାମ ଲେଖା ପାଇଁ ଅପେକ୍ଷିତ ଶିଶୁଙ୍କ…

Continue Readingଶିଶୁ ବିଦ୍ୟା ମନ୍ଦିରରେ ପରିବାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ସମ୍ଭାଗସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀ: ବିଦ୍ୟାର୍ଥୀ ଓ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିକୁ ଗୁରୁତ୍ୱ

ଅନୁଗୁଳ: ଗାନ୍ଧିମାର୍ଗସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରବିବାର ସମ୍ଭାଗର ସମସ୍ତ ପ୍ରଧାନ ଆଚାର୍ଯ୍ୟଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଉଭୟ ଢେଙ୍କାନାଳ ଓ ଅନୁଗୁଳର ସମସ୍ତ ସରସ୍ୱତୀ ଶିଶୁ ମନ୍ଦିରର ୨୦ ଜଣ ପ୍ରଧାନ ଆଚାର୍ଯ୍ୟ ଉପସ୍ଥିତ…

Continue Readingସମ୍ଭାଗସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀ: ବିଦ୍ୟାର୍ଥୀ ଓ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିକୁ ଗୁରୁତ୍ୱ

କାଏମ ରହିଲା ସବୁ ନାମାଙ୍କନ

ଅନୁଗୁଳ: ପୌର ଭୋଟ ପାଇଁ ବୁଧବାର ନାମାଙ୍କନ ପତ୍ର ଯାଞ୍ଚ ଶେଷ ହୋଇଛି। ଅନୁଗୁଳ ପୌରପାଳିକା ପାଇଁ ନିର୍ବାଚନ ଅଧିକାରୀ ଥିବା ଅନୁଗୁଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଥିଲାବେଳେ ସମସ୍ତ ନାମାଙ୍କନ କାଏମ ରହିଛି। ଗୋଟିଏ ହେଲେ ବି…

Continue Readingକାଏମ ରହିଲା ସବୁ ନାମାଙ୍କନ

ରାମେଶ୍ବର ଯୁବ କ୍ଲବ୍ ପୁରସ୍କୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାମେଶ୍ବର ଯୁବ କ୍ଲବ୍ ଖଲାରୀକୁ ଚଳିତ ବର୍ଷ ପାଇଁ ନେହେରୁ ଯୁବ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତରଫରୁ ୨୫ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଛି ।…

Continue Readingରାମେଶ୍ବର ଯୁବ କ୍ଲବ୍ ପୁରସ୍କୃତ

ବିଜେପିରେ ମିଶିଲେ ସୁନିଲ ଓ ଦିଲୀପ

ଅନୁଗୁଳ: ପୂର୍ବତନ କାଉନସିଲର ତଥା ବିଜେଡି ଯୁବନେତା ସୁନିଲ କୁମାର ସାହୁ (ପୁଇନ୍) ଓ ପୂର୍ବତନ ଅନୁଗୁଳ ବାର ଏବଂ ପୂର୍ବତନ ନଗର କଂଗ୍ରେସ ସଭାପତି ଦିଲୀପ ଦାସ ବିଜେପି ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ…

Continue Readingବିଜେପିରେ ମିଶିଲେ ସୁନିଲ ଓ ଦିଲୀପ

‘ମିମ୍‌ସାର୍’ କାର୍ଯ୍ୟକ୍ଷମ ଦାବିରେ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଏମ୍‌ସିଏଲ୍‌ ପକ୍ଷରୁ ନିର୍ମିତ ତାଳଚେର ମେଡିକାଲ୍ କଲେଜ (ମିମ୍‌ସାର୍) କୁ ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ ଦାବିରେ ପରିବେଶ ସୁରକ୍ଷା ସମିତିର ଏକ ବୈଠକ ମଙ୍ଗଳବାର ହାଣ୍ଡିଧୂଆଁ ଠାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ଆବାହକ…

Continue Reading‘ମିମ୍‌ସାର୍’ କାର୍ଯ୍ୟକ୍ଷମ ଦାବିରେ ବୈଠକ

ଅନୁଗୁଳ ମେଡ଼ିକାଲରେ ଯୋଗଦେଲେ ନୂଆ ଆକାଉଣ୍ଟସ ଅଫିସର

ଅନୁଗୁଳ: ରାଜ୍ୟ ସରକାରଙ୍କ ଗତ ଜାନୁୟାରୀ ୨୮ ତାରିଖର ନୋଟିଫିକେଶନ ଅନୁଯାୟୀ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନୂଆ ଆକାଉଣ୍ଟସ ଅଫିସର ଯୋଗଦାନ କରିଛନ୍ତି। ଯୋଗଦାନ କରିଥିବା ନୂଆ ଅଧିକାରୀ ଦିବ୍ୟ ସିଂହ ନାୟକ, ଓଏଫଏସ-୧ ହିଞ୍ଜିଳିକାଟୁ ବ୍ଲକ୍ ଅଫିସରୁ…

Continue Readingଅନୁଗୁଳ ମେଡ଼ିକାଲରେ ଯୋଗଦେଲେ ନୂଆ ଆକାଉଣ୍ଟସ ଅଫିସର

ଜନ୍ମ-ମୃତ୍ୟୁ ପଞ୍ଜିକରଣ କାର୍ଯ୍ୟାଳୟ ମେଡ଼ିକାଲରେ ଖୋଲିବ

ଅନୁଗୁଳ: ଅନୁଗୁଳ ମ୍ୟୁନିସପାଲିଟି କାର୍ଯ୍ୟାଳୟ ଠାରେ ଦୀର୍ଘ ବର୍ଷ ଧରି ଚାଲି ଆସିଥିବା ଜନ୍ମ-ମୃତ୍ୟୁ ବିଭାଗ ଏବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ହେବ। ଏହି ବିଭାଗଟି ଦୀର୍ଘବର୍ଷ ଧରି ନଗର ଉନ୍ନୟନ ବିଭାଗ ଅଧୀନରେ ଥିଲା। ରାଜ୍ୟ…

Continue Readingଜନ୍ମ-ମୃତ୍ୟୁ ପଞ୍ଜିକରଣ କାର୍ଯ୍ୟାଳୟ ମେଡ଼ିକାଲରେ ଖୋଲିବ

ଏନ୍ଓସି ନାଁ ରେ ୭ ଲକ୍ଷ ହୋଲ୍ଡିଂ ଟିକସ ଆଦାୟ

ଅନୁଗୁଳ: ଏବେ ପୌର ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। କାଉନସିଲର ଓ ନଗରପାଳ ପଦରେ ବସିବା ପାଇଁ ନେତାଙ୍କ କସରତ ଦେଖି ସାଧାରଣଲୋକଙ୍କ ମୁଣ୍ଡ ଚକ୍କର କାଟିଲାଣି। କିଏ କେଉଁ ଉଦ୍ଦେଶ୍ୟରେ ଗାଦି ଚାହୁଁଚି ତାହା ବୁଝିବା ବଡ଼ ମୁସ୍କିଲ। କିଏ…

Continue Readingଏନ୍ଓସି ନାଁ ରେ ୭ ଲକ୍ଷ ହୋଲ୍ଡିଂ ଟିକସ ଆଦାୟ

ସିଆଇଏସ୍ଏଫ୍‌ର ସ୍ଥାପନା ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ସାର କାରଖାନା (ଟିଏଫ୍ଏଲ୍)ରେ ଶନିବାର ସିଆଇଏସ୍ଏଫ୍‌ ବାହିନୀର ୫୩ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏଥିରେ ତାଳଚେର ୟୁନିଟ୍‌ର ସୁରକ୍ଷା ପ୍ରଭାରୀ ତଥା ସହକାରୀ କମାଣ୍ଡାଣ୍ଟ କେ.କେ ପାତ୍ର ଅଧ୍ୟକ୍ଷତା କରିଥିଲା ବେଳେ ସାରକାରଖାନାର…

Continue Readingସିଆଇଏସ୍ଏଫ୍‌ର ସ୍ଥାପନା ଦିବସ