ଛେଣ୍ଡିପଦାରେ କଲରାପତରିଆ ବାଘ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ବାଘ ଆତଙ୍କ। ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟ ନିକଟସ୍ଥ ଏମସିଏଲ ପାଚେରୀ ଉପରେ ମଙ୍ଗଳବାର ଭୋରରୁ ଏକ କଲରାପତରିଆ ବାଘ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ବାଘକୁ କାବୁ…

Continue Readingଛେଣ୍ଡିପଦାରେ କଲରାପତରିଆ ବାଘ

୫ ନଂ ୱାର୍ଡରେ ବିଜେଡିର ପ୍ରଚାର ଜମିଲା

ଅନୁଗୁଳ:ଚଳିତ ପୌର ନିର୍ବାଚନ ରେ ଅନୁଗୁଳ ପାଞ୍ଚ ନମ୍ୱର୍ ୱାର୍ଡ ପାଇଁ ବାପା ପୁଅ ମଧ୍ୟରେ ଫାଇଟ ହେଉଥିବାବେଳେ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳୁଚି। ଏହି ୱାର୍ଡରେ ପୁଅ ରଞ୍ଜିତ ମାନଡୋଠିଆ ବିଜେଡିରୁ ଟିକଟ ପାଇ ଲଢ଼ୁଛନ୍ତି।ସେ ତାଙ୍କ ପ୍ରଚାର…

Continue Reading୫ ନଂ ୱାର୍ଡରେ ବିଜେଡିର ପ୍ରଚାର ଜମିଲା

ବିଜେଡିରୁ ସତ୍ୟନନ୍ଦଙ୍କ ଇସ୍ତଫା

ଅନୁଗୁଳ:ପୌର ନିର୍ବାଚନ ପାଇଁ ସବୁ ପ୍ରମୁଖ ଦଳ ଓ ସ୍ଵାଧୀନ ପ୍ରାର୍ଥୀମାନେ ଘମଘୋଟ ପ୍ରଚାର ଚଳାଇ ଥିବାବେଳେ ନଗର ବିଜେଡି ଉପସଭାପତି ତଥା ଦଳର ପ୍ରାଥମିକ ସଦସ୍ୟ ପଦରୁ ସତ୍ୟାନନ୍ଦ ଦଳବେହେରା ଇସ୍ତଫା ଦେଇଛନ୍ତି। ସେ ଚଳିତ ପୌର ନିର୍ବାଚନରେ ବିଜେଡି…

Continue Readingବିଜେଡିରୁ ସତ୍ୟନନ୍ଦଙ୍କ ଇସ୍ତଫା

ସରୋଜ ସାହୁ ଖାଉଟି ବିଚାର ଆୟୋଗର ଅଧ୍ୟକ୍ଷ

ଅନୁଗୁଳ: ସରୋଜ କୁମାର ସାହୁ ଅନୁଗୁଳ ଜିଲ୍ଲା ଖାଉଟି ବିଚାର ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଦୀର୍ଘଦିନ ହେବ ଏହି ପଦବୀଟି ଖାଲି ପଡିଥିବାରୁ ସ୍ଥାନୀୟ ଉପଭୋକ୍ତା ମାନଙ୍କ ସମସ୍ୟା ତଥା ଆପତ୍ତି ଅଭିଯୋଗ ଗୁଡ଼ିକର ବିଚାର ହୋଇପାରୁନଥିଲା। ଶ୍ରୀ…

Continue Readingସରୋଜ ସାହୁ ଖାଉଟି ବିଚାର ଆୟୋଗର ଅଧ୍ୟକ୍ଷ

ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ କୁରୁଡ଼ୋଲ ସରପଞ୍ଚ ଓ ଗ୍ରାମବାସୀ

ଅନୁଗୁଳ: ଗମନାଗମନ, ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, କେବୁଲ ଟିଭି ସଂଯୋଗୀ କରଣ ଆଦି ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପାଳ ଦ୍ଵାରସ୍ଥ ହେଲେ ଗ୍ରାମବାସୀ। ସ୍ଥାନୀୟ ବଅଁରପାଳ ବ୍ଲକ ଅନ୍ତର୍ଗତ କୁରୁଡ଼ୋଲ ପଞ୍ଚାୟତର କିଛି ଗ୍ରାମବାସୀ ଏବଂ ସରପଞ୍ଚ…

Continue Readingବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ କୁରୁଡ଼ୋଲ ସରପଞ୍ଚ ଓ ଗ୍ରାମବାସୀ

୨୨ ନ˚ ୱାର୍ଡରେ ଶଙ୍ଖ ଚିହ୍ନର ପ୍ରଚାର ଜମୁଛି

ଅନୁଗୁଳ: ଅନୁଗୁଳ ପୌର ପରିଷଦର ୨୨ ନ˚ ୱାର୍ଡ କାଉନ୍‌ସିଲର ପ୍ରାର୍ଥୀ ଶ୍ରୀମତୀ ଖୁସ୍‌ବୁ ଅଗ୍ରଵାଲା ପ୍ରତି ଦିନକୁ ଦିନ ଜନ ସମର୍ଥନ ବଢ଼ିବାରେ ଲାଗିଛି। ସେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ୨୨ ନ˚ ୱାର୍ଡଟି ମଦନମୋହନପଡ଼ା, ମିଶ୍ରପଡ଼ା, ହରିମହୁରି…

Continue Reading୨୨ ନ˚ ୱାର୍ଡରେ ଶଙ୍ଖ ଚିହ୍ନର ପ୍ରଚାର ଜମୁଛି

ସୋନୁ ସୁଦ ୱେଲ ଫେୟାର ଟ୍ରଷ୍ଟର ନିଆରା ପ୍ରତିବାଦ: ଅନୁଗୁଳରୁ ନବୀନ ନିବାସ ଯାଏଁ ଆରମ୍ଭ କଲା ପଦଯାତ୍ରା

ଅନୁଗୁଳ: ନିଆରା ଉପାୟରେ ପ୍ରତିବାଦ କରୁଛି ସୋନୁ ସୁଦ ୱେଲ ଫେୟାର ଟ୍ରଷ୍ଟ। ସୋନୁ ସୁଦ ୱେଲ ଫେୟାର ଟ୍ରଷ୍ଟ, ଅନୁଗୁଳ ଶାଖା ପକ୍ଷରୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ପଦଯାତ୍ରା ଆୟୋଜିତ ହୋଇଛି। ଟ୍ରଷ୍ଟର ସଦସ୍ୟ…

Continue Readingସୋନୁ ସୁଦ ୱେଲ ଫେୟାର ଟ୍ରଷ୍ଟର ନିଆରା ପ୍ରତିବାଦ: ଅନୁଗୁଳରୁ ନବୀନ ନିବାସ ଯାଏଁ ଆରମ୍ଭ କଲା ପଦଯାତ୍ରା

୧୯ ନ˚ ୱାର୍ଡ: ବଳରାମ ଜେନାଙ୍କୁ ମିଳୁଛି ଅଧିକ ସମର୍ଥନ

ଅନୁଗୁଳ: ପୌର ନିର୍ବାଚନ ସରିବାକୁ ଆଉ ମାତ୍ର ୩ ଦିନ ବାକି ରହିଥିବା ବେଳେ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି। ଏଭଳି ସ୍ଥିତିରେ ଅନୁଗୁଳ ପୌରପରିଷଦର ୧୯ ନ˚ ୱାର୍ଡ ବିଜେଡି ପ୍ରାର୍ଥୀ ବଳରାମ ଜେନାଙ୍କ ପ୍ରତି ଭୋଟରଙ୍କ ଅଧିକ…

Continue Reading୧୯ ନ˚ ୱାର୍ଡ: ବଳରାମ ଜେନାଙ୍କୁ ମିଳୁଛି ଅଧିକ ସମର୍ଥନ

ମା’ ହିଙ୍ଗୁଳାଙ୍କ ଯାତ୍ରା ଓ ୨୦ତମ ଲୋକ ମହୋତ୍ସବ ପ୍ରସ୍ତୁତି ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୨୦ତମ ଲୋକ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଗୋପାଳପ୍ରସାଦ ସ୍ଥିତ ମା' ହିଙ୍ଗୁଳା ପୀଠ ପରିସରରେ ରବିବାର ଅନୁଷ୍ଠିତ ହୋଇଛି। ଏଥିରେ ତାଳଚେର ଉପଜିଲାପାଳ ତଥା…

Continue Readingମା’ ହିଙ୍ଗୁଳାଙ୍କ ଯାତ୍ରା ଓ ୨୦ତମ ଲୋକ ମହୋତ୍ସବ ପ୍ରସ୍ତୁତି ବୈଠକ

ୱାର୍ଡ ୭: ଦଳୀୟ ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିବେ ଦିଲ୍ଲୀପ

ଅନୁଗୁଳ: ଚଳିତ ପୌର ନିର୍ବାଚନ ପାଇଁ ହାତରେ ଏକ ସପ୍ତାହରୁ କମ୍‌ ସମୟ ଥିବାବେଳେ ପ୍ରାର୍ଥୀମାନେ ଜନସମର୍ଥନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ବ୍ୟାନର, ପୋଷ୍ଟର, ପୁସି˚ କାର୍ଡ ସାଙ୍ଗକୁ ଘରକୁ ଘର ବୁଲି ପ୍ରାର୍ଥୀମାନେ ପ୍ରଚାର ଚଳାଉଛନ୍ତି। ଏ…

Continue Readingୱାର୍ଡ ୭: ଦଳୀୟ ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିବେ ଦିଲ୍ଲୀପ