ଇଏସ୍ଏସ୍ଏଲ୍କୁ ଦିଶୁନି ଦିନ ଆଲୁଅ ରାତି ଅନ୍ଧାର
ଅନୁଗୁଳ: ଅନୁଗୁଳ ପୌର ପାଳିକାର ରାସ୍ତା ଆଲୁଅ ପରିଚାଳନା ଇଏସ୍ଏସ୍ଏଲ୍ କମ୍ପାନୀକୁ ଦିଆଯାଇଛି। ପୋୖରପାଳିକା କର୍ମଚାରୀ ଗୋଟେ କମ୍ପ୍ଲେନ ରେଜିଷ୍ଟ୍ରର ଧରି କେବଳ ଅଫିସରେ ବସୁଛନ୍ତି। ଯେତେ ଯିଏ ଅଭିଯୋଗ କଲେବି ନା ଠିକା କମ୍ପାନୀ ନା ପୌରପାଳିକା କେହି ଶୁଣୁଛନ୍ତି।…




