ତୈଳଦର ବୃଦ୍ଧିର ଯୁବ କଂଗ୍ରେସର ଅଭିନବ ପ୍ରତିବାଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନିର୍ଦ୍ଦେଶରେ ଯୁବ କଂଗ୍ରେସ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ରେ ବିକ୍ରୀ କରି ଲୋକଙ୍କୁ ପୁରୁଣା ଦିନ (କଂଗ୍ରେସ ସରକାର) ସମୟର କଥା ମନେ ପକାଇଛି। ପେଟ୍ରୋଲ , ଡିଜେଲ…

Continue Readingତୈଳଦର ବୃଦ୍ଧିର ଯୁବ କଂଗ୍ରେସର ଅଭିନବ ପ୍ରତିବାଦ

ସ୍କୁଲ୍ ଫି’ ନେଇ ଅଭିବାବକ ସଂଘର ଦାବିପତ୍ର

ଅନୁଗଳ: ଘରୋଇ ବିଦ୍ୟାଳୟ ବିରୋଧରେ ଶୁକ୍ରବାର ଓଡ଼ିଶା ଅଭିଭାବକ ମହାସଂଘର ଅନୁଗୁଳ ଶାଖା ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦିଆଯାଇଛି। କରୋନା କାଳରେ ଟ୍ୟୁସନ୍ ଫି’ ଓ ଅନ୍ୟାନ୍ୟ ଆନୁଷ୍ଠାନିକ ଫି’କୁ ଛାଡ଼ କରିବାକୁ ସଂଘ ଦାବି କରିଛି । ଆଗାମୀ…

Continue Readingସ୍କୁଲ୍ ଫି’ ନେଇ ଅଭିବାବକ ସଂଘର ଦାବିପତ୍ର

ସ୍କୁଲ ସ୍ଥାପନା ଦିବସ, କେଉଁଟି ଠିକ୍; ୧୬/୮ ନା ୧୯/୮

ଅନୁଗୁଳ: ସ୍କୁଲ ହେଉଛି ଶିକ୍ଷାର ଏନ୍ତୁଡ଼ିଶାଳ। ଏଠି ଠିକ ଲେଖାଯାଏ,ଠିକ ପଢା ଯାଏ, ସବୁକଥା ଶୃଙ୍ଖଳିତ ହୁଏ। ଏଭଳି କ୍ଷେତ୍ରରେ ଅନୁଗୁଳ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଫଳକରୁ ସ୍ଥାପନା ଦିବସ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସ୍କୁଲ ଫଳକରେ ଦୁଇ…

Continue Readingସ୍କୁଲ ସ୍ଥାପନା ଦିବସ, କେଉଁଟି ଠିକ୍; ୧୬/୮ ନା ୧୯/୮

ଅନୁଗୁଳରେ ବିଓଭି ଚଳାଇଲେ ମହିଳା

ଅନୁଗୁଳ: ଅନୁଗୁଳ ପୌରପାଳିକ।ରେ ଘର ଘର ବୁଲି ଆବର୍ଜନା ସଂଗ୍ରହ କରିବା ପାଇଁ ନିକଟରେ ୧୮ଟି ବିଓଭି ବା ବ୍ୟାଟେରୀ ଅପରଟେଡ଼ ଭେଇକିଲର ଶୁଭାରମ୍ଭ କରିଥିଲେ ରାଜ୍ୟ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ। ଏହି ଚାଳକ ମାନଙ୍କ ମଧ୍ୟରେ ୩ ଜଣ…

Continue Readingଅନୁଗୁଳରେ ବିଓଭି ଚଳାଇଲେ ମହିଳା

ଡେଙ୍ଗୁ ନିରୋଧ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ : ମାରାତ୍ମକ ରୋଗ ଡେଙ୍ଗୁର ମୁକାବିଲା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଅଣ୍ଟା ଭିଡ଼ିଛି। ଜୁଲାଇ ମାସକୁ ଡେଙ୍ଗୁ ସଚେତନତା ମାସ ଭାବେ ପାଳନ କରାଯାଏ। ଏହି ଉପଲକ୍ଷେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଡେଙ୍ଗୁ ନିରୋଧ ବୈଠକ…

Continue Readingଡେଙ୍ଗୁ ନିରୋଧ ସଚେତନତା କାର୍ଯ୍ୟକ୍ରମ

ଗହଣା ଦୋକାନରେ ବହୁମୁଖୀ ଶୃଙ୍ଖଳା ଟିମ୍‌ର ଚଢ଼ାଉ

ଅନୁଗୁଳ: ବୁଧବାର ବହୁମୁଖୀ ଶୃଙ୍ଖଳା ଟିମ୍‌ ଅନୁଗୁଳ ସହର ବିଭିନ୍ନ ଗହଣା ଦୋକାନରେ ଚଢ଼ାଉ କରିଥିଲା। ବିଶେଷ କରି ଗହଣା ଦୋକାନରେ ଥିବା ଓଜନ ମେସିନ୍ ଯାଞ୍ଚ କରାଯାଇଥିଲା। ଟିମ୍ ସହରର ପ୍ରାୟ ୬ଟି ଦୋକାନରେ ଯାଞ୍ଚ କରିଥିବା ବେଳେ ଡେଲିମାର୍କେଟ୍…

Continue Readingଗହଣା ଦୋକାନରେ ବହୁମୁଖୀ ଶୃଙ୍ଖଳା ଟିମ୍‌ର ଚଢ଼ାଉ

ଛାତ୍ରୀନିବାସର ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୁଳ: ତାଳଚେର ହାଟତୋଟା ସ୍ଥିତ ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ସୋମବାର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟଅତିଥ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ…

Continue Readingଛାତ୍ରୀନିବାସର ଭିତ୍ତିପ୍ରସ୍ତର ସ୍ଥାପନ

ଜିଲ୍ଲାପାଳ,ବିଡିଓଙ୍କୁ ଭେଟିଲେ ଯୁବଗୋଷ୍ଠୀ

ଅନୁଗୁଳ: ଗାଁ’ ଗାଁ’ରେ ଖେଳ ପଡ଼ିଆର ଉନ୍ନତିକରଣ କରାଯାଉଛି। ମାତ୍ର ଅନୁଗୁଳ ବ୍ଲକ ଅନ୍ତର୍ଗତ ବସଲା ଗ୍ରାମ ପଞ୍ଚାୟତର ଏକମାତ୍ର ଖେଳପଡ଼ିଆ ଅବହେଳିତ ହୋଇପଡ଼ିଛି। ପଞ୍ଚାୟତ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ବ ଦେଉନଥିବା ପ୍ରତିବାଦରେ ସୋମବାର ଗ୍ରାମର ମା’ ଦକ୍ଷିଣକାଳୀ କ୍ଲବ୍‌ର ସଦସ୍ୟମାନେ…

Continue Readingଜିଲ୍ଲାପାଳ,ବିଡିଓଙ୍କୁ ଭେଟିଲେ ଯୁବଗୋଷ୍ଠୀ

ପରିମଳ ପାଇଁ ଅଳିଆ ଗାଡ଼ି ଲୋକାର୍ପିତ

ଅନୁଗୁଳ: ପବିତ୍ର ରଥଯାତ୍ରାରେ ଲୋକାର୍ପିତ ହୋଇଛି ଅନୁଗୁଳ ପୌରପାଳିକାର ନୂଆ ଅଳିଆ ଗାଡ଼ି। ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଗାଡ଼ିଗୁଡ଼ିକୁ ଲୋକାର୍ପିତ କରିଛନ୍ତି | ମ୍ୟୁନିସିପାଲିଟିରେ ବର୍ତମାନ ସଫେଇ ସମସ୍ୟା ଲାଗି ରହିଥିବା ବେଳେ ଘରକୁ ଘର ବୁଲି ଓଦା ଏବଂ ଶୁଖିଲା…

Continue Readingପରିମଳ ପାଇଁ ଅଳିଆ ଗାଡ଼ି ଲୋକାର୍ପିତ

ଯୁବ ବିଜେଡିର ରକ୍ତଦାନ ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଯୁବ ବିଜେଡି ତରଫରୁ ଏକ ରକ୍ତଦାନ ଶିବିର ରବିବାର ଆୟୋଜିତ ହୋଇଯାଇଛି। ଜିଲ୍ଲା ଯୁବ ବିଜେଡି ଓ ଓଡିଶା-ମୋ-ପରିବାର ମିଳିତ ସହଯୋଗରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଶକିଳା ନବଜ୍ୟୋତି ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ଏହି ଶିବିରରେ…

Continue Readingଯୁବ ବିଜେଡିର ରକ୍ତଦାନ ଶିବିର