ଅଗ୍ନିଶମ ସେବା ସପ୍ତାହ ପାଳନ, ସପ୍ତାହ ବ୍ୟାପୀ ସଚେତନତା, ମକ୍ଡ୍ରିଲ୍
ଅନୁଗୁଳ: ଅନୁଗୁଳ ଅଗ୍ନିଶମ କେନ୍ଦ୍ର ଠାରେ ବୁଧବାର ଅଗ୍ନିଶମ ସେବା ସପ୍ତାହ ଆରମ୍ଭ ହୋଇଛି। ଜିଲ୍ଲା ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ୱାଳ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଡ୍ୟୁଟିରେ ଥିବା ବେଳେ ସହିଦ୍ ହୋଇଥିବା ଅଗ୍ନିଶମ କର୍ମଚାରୀଙ୍କ ଅମର ଆତ୍ମାର…