ରକ୍ତଦାନ ଶିବିର, ୧୦୬ ୟୁନିଟ ରକ୍ତ ସଂଗ୍ରହ
ଅନୁଗୁଳ : ଅନୁଗୁଳ ବ୍ଲକ ଅନ୍ତର୍ଗତ ଖଲାରୀ ବିଶ୍ୱାଳ ସାହି ମା' ହିଙ୍ଗୁଳା କ୍ଲବ ଠାରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଓଡିଶା ମୋ-ପରିବାର ଓ ମା' ହିଙ୍ଗୁଳା କ୍ଲବ ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି।…
ଅନୁଗୁଳ : ଅନୁଗୁଳ ବ୍ଲକ ଅନ୍ତର୍ଗତ ଖଲାରୀ ବିଶ୍ୱାଳ ସାହି ମା' ହିଙ୍ଗୁଳା କ୍ଲବ ଠାରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଓଡିଶା ମୋ-ପରିବାର ଓ ମା' ହିଙ୍ଗୁଳା କ୍ଲବ ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି।…
ଅନୁଗୁଳ: ଶନିବାର ପୂର୍ବାହ୍ନରେ ନାଲ୍କୋ ନନ୍ଏକଜିକ୍ୟୁଟିଭ ଶ୍ରମିକ ସଙ୍ଗଠନ ଏମସ, ନେସ୍ ଏବଂ ନେପୁ ପକ୍ଷରୁ ପ୍ରତ୍ୟେକ କର୍ମଚାରୀଙ୍କୁ ଲାପ୍ଟପ୍ ଯୋଗାଣ ନେଇ ପ୍ରଶାସନିକ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରାଯାଇଥିଲା। ତେବେ କର୍ମଚାରୀଙ୍କ ଦାବି ନେଇ ନାଲକୋ କର୍ପୋରେଟ୍ କାର୍ଯ୍ୟାଳୟରେ ଚଳିତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନବିଭାଗ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଶୁକ୍ରବାର ବିଳମ୍ବିତ ରାତିରେ କଣଲୋଇ ଗାଁର ଦୁଶାସନ ଦେହୁରୀଙ୍କ ଘରେ ଚଢାଉ କରି ଚମଡ଼ା ଲଗା ବାରାହା ମାଂସ ଜବତ କରିଛି ଏଥିସହ ଦୁଶାସନକୁ ଅଟକ ରଖି…
ଅନୁଗୁଳ: ଅନୁଗୁଳ ପିଟିସି ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଅନୁଗୁଳ ଓଷ୍ଟା ପକ୍ଷରୁ ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସଂଘର ଜିଲ୍ଲା ସଭାପତି ରାଜକିଶୋର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଓଷ୍ଟା ରାଜ୍ୟ ସାଧାରଣ ସମ୍ପାଦକ ପ୍ରକାଶ କୁମାର…
ଅନୁଗୁଳ:ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଡେରାରେ ଗ୍ରାମାଞ୍ଚଳ ଟ୍ରକ୍ ମାଲିକ ସଂଘର ନୂତନ କର୍ମକର୍ତା ଚୟନ କରାଯାଇଛି। ବିଜୟ ସାହୁ ସଂଘର ସଭାପତି, ରାମଚନ୍ଦ୍ର ସାହୁ ଉପସଭାପତି, କରୁଣାକର ସାହୁ ସମ୍ପାଦକ, ଓମ୍କାର ଦେବାଶିଷ ସାହୁ ସହସମ୍ପାଦକ, ଦୁଃଶାସନ ସାହୁ କୋଷାଧ୍ୟକ୍ଷ…
ଅନୁଗୁଳ : ଅନୁଗୁଳ ବ୍ଲକ ଅଞ୍ଚଳରେ ମୋ ସ୍କୁଲ ଅଭିଯାନରେ ୪ଟି ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ ପାଇଁ ଶୁକ୍ରବାର ଭିତ୍ତିପ୍ରସ୍ତ ସ୍ଥାପନ କରାଯାଇଛି। ଏହି ସମସ୍ତ କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଅତିଥିଭାବେ ଯୋଗଦେଇ…
ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଧୋକୁଟା ଗ୍ରାମର ଚାଷୀ ମାନଙ୍କର ହାତୀ ଉପଦ୍ରବରେ ଫସଲ ନଷ୍ଟ ନେଇ ଅନୁଗୁଳ ଡିଏଫ୍ଓଙ୍କୁ ଗୁରୁବାର ଭେଟି କ୍ଷତିପୂରଣ ଦାବି କରିଛି ବିଜେପି। ହାତୀପଲ ଚାଷୀମାନଙ୍କ କୋବି, ବାଇଗଣ, ଭେଣ୍ଡି, ଲଙ୍କା, ଟମାଟୋ, କଦଳୀ, ଅମୃତଭଣ୍ଡା…
ଅନୁଗୁଳ: କୃଷି ବୀମାକୁ ନେଇ ପୋକତୁଙ୍ଗା ସମବାୟ ସମିତି ବ୍ୟାଙ୍କରେ ଉତ୍ତେଜନା ପ୍ରକାଶ ପାଇଛି। ସମିତି ଅଧୀନରେ ୬ଶହରୁ ଅଧିକ ଜଣ ଚାଷୀଙ୍କୁ ୨୦୨୧-୨୨ ବର୍ଷ ଖରିଫ ଚାଷ ପାଇଁ ଋଣ ଦିଆ ଯାଇଥିଲେ ମଧ୍ୟ ସେମାନଙ୍କର କୃଷି ବୀମା କରାଯାଇ…
ଅନୁଗୁଳ (Jugal Kishore Sahoo):ଅନୁଗୁଳ ଜିଲ୍ଲା କଣିହାଁ ଖୋଲା ମୁହଁ କୋଇଲା ଖଣିରେ ପୂର୍ବରୁ ଭିଏଫ୍ପିଏଲ୍ ଅଧୀନରେ କାର୍ଯ୍ୟ କରୁଥିବା ୭୯ଜଣ ଶ୍ରମିକକାର୍ଯ୍ୟରତ ଆରଏସ୍ ନାମକ ଏକ ଠିକାରେ ସଂସ୍ଥା ଅଧିନରେ ନିଯୁକ୍ତି ଦାବୀକରି ମଙ୍ଗଳବାର ସଂପୃକ୍ତ ଠିକା କମ୍ପାନୀ ଗ୍ୟାରେଜ୍…
ଅନୁଗୁଳ : ରାଜ୍ୟ ସରକାର ସମ୍ପୂର୍ଣ୍ଣ ଓବିସି ବିରୋଧୀ ବୋଲି ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ ଅଭିଯୋଗ କରିଛନ୍ତି। ବୁଧବାର ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାର ଓବିସି ବିରୋଧୀ ଏବଂ…