ଓମ୍‌ଫେଡ୍‌ ପାର୍ଲର୍ ସିଲ, ୨ ହଜାର ଜରିମାନା

ଅନୁଗୁଳ: ତାଳଚେରର ରେମୁଆଁ ଅଞ୍ଚଳରେ ଆଜି ପ୍ରଶାସନ ପକ୍ଷରୁ ଏକ ଓମ୍‌ଫେଡ୍‌ ପାର୍ଲରକୁ ସିଲ୍ କରାଯିବା ସହ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସପ୍ତାହାନ୍ତ ସଟ୍‌ଡାଉନ୍ ଯୋଗୁଁ ଶନିବାର ଓ ରବିବାର ସମସ୍ତ ଦୋକାନ ବନ୍ଦ ରହିଥିଲା ବେଳେ…

Continue Readingଓମ୍‌ଫେଡ୍‌ ପାର୍ଲର୍ ସିଲ, ୨ ହଜାର ଜରିମାନା

ଜମି ବିବାଦରୁ ଦମ୍ପତିଙ୍କୁ ଆକ୍ରମଣ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗ୍ରାମରେ ଜମି ବିବାଦକୁ କେନ୍ଦ୍ରକରି ସମ୍ପର୍କୀୟଙ୍କ ଆକ୍ରମଣରେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ବୁଧବାର ସନ୍ଧ୍ୟା ପ୍ରାୟ ୬ଟାବେଳେ ଭୀମ ଦେହୁରୀ(୪୬) ନିଜଘରେ ଥିଲେ। ଜମିବାଡ଼ି ବିବାଦ ଯୋଗୁଁ ତାଙ୍କ…

Continue Readingଜମି ବିବାଦରୁ ଦମ୍ପତିଙ୍କୁ ଆକ୍ରମଣ

ଯୁବଗୋଷ୍ଠୀଙ୍କୁ ଟିକା ଦେବାକୁ ଦାବି,ଛାତ୍ର କଂଗ୍ରେସର ଆନ୍ଦୋଳନ ଧମକ

ଅନୁଗୁଳ: ସଂକ୍ରମଣ ଦୃଷ୍ଟିରୁ ଅନୁଗୁଳ ସାଙ୍ଘାତିକ ସ୍ଥିତିରେ ରହିଛି । ଉଚ୍ଚ ସଂକ୍ରମଣ ସହ ନିତି ଜିଲ୍ଲାରେ ଏକାଧିକ ସଂକ୍ରମିତଙ୍କ ମୃତ୍ୟୁ ହେଉଛି। କରୋନାର ଏ ଭୟଙ୍କର ସ୍ଥିତି ସତ୍ତ୍ୱେ ଅନୁଗୁଳ ଜିଲ୍ଲାକୁ ଟିକାକରଣରେ ଅବହେଳା କରାଯାଇଛି। ୪୫ ବର୍ଷରୁ ଉର୍ଦ୍ଧ୍ବ…

Continue Readingଯୁବଗୋଷ୍ଠୀଙ୍କୁ ଟିକା ଦେବାକୁ ଦାବି,ଛାତ୍ର କଂଗ୍ରେସର ଆନ୍ଦୋଳନ ଧମକ

କାର୍‌ରୁ ଟାୟାର୍ ଚୋରି

ଅନୁଗୁଳ: କରୋନା କାଳରେ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । କୋଲିୟରୀ ଥାନା ଇଲାକା ଘଣ୍ଟପଡ଼ା ଗ୍ରାମରୁ ଏକ କାରରୁ ଟାୟାର ଚୋରି ହୋଇଛି । ଏନେଇ କାର୍ ଚାଳକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ ସୂଚନା ମୁତାବକ,…

Continue Readingକାର୍‌ରୁ ଟାୟାର୍ ଚୋରି

ଟାଟା ପାୱାରର ୧୦୦ କର୍ମଚାରୀ ଗଲେ ଭଦ୍ରକ

ଅନୁଗୁଳ:ବାତ୍ୟା 'ୟାସ୍‌’ ପ୍ରଭାବରେ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସେବା ସ୍ବାଭାବିକ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଶାସନ ସଚିବ ଓ…

Continue Readingଟାଟା ପାୱାରର ୧୦୦ କର୍ମଚାରୀ ଗଲେ ଭଦ୍ରକ

୮ ପୌର କର୍ମଚାରୀ କରୋନା ସଂକ୍ରମିତ

ଅନୁଗୁଳ: ତାଳଚେର ପୌର କାର୍ଯ୍ୟାଳୟରେ ପଶିଛି କରୋନା । କାର୍ଯ୍ୟାଳୟର ୮ ଜଣ କର୍ମଚାରୀ ଏବେ ସଂକ୍ରମିତ ହୋଇଥିବା ଜଣାଯାଇଛି। କାର୍ଯ୍ୟାଳୟ ମଧ୍ୟରେ ସାମାଜିକ ଦୂରତା ରଖାନଯିବା, ମାସ୍କ ନପିନ୍ଧି କାର୍ଯ୍ୟ କରାଯାଉଥିବାରୁ କେତେକ କର୍ମଚାରୀ କରୋନରେ ସଂକ୍ରମିତ ହୋଇଥିବା କୁହାଯାଉଛି।…

Continue Reading୮ ପୌର କର୍ମଚାରୀ କରୋନା ସଂକ୍ରମିତ

ଆର୍‌ପିଏଫ୍ କନେଷ୍ଟବଳଙ୍କ ଅକାଳ ବିୟୋଗ

ଅନୁଗୁଳ: ଅନୁଗୁଳ ହୁଲୁରିସିଂହା ଗ୍ରାମର ଦୀପକ କୁମାର ପ୍ରଧାନ(୩୬)ଙ୍କ ଗୁରୁବାର ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ହୋଇଛି। ତାଙ୍କ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଆର୍‌ପିଏଫ୍ କନେଷ୍ଟବଳ ଥିବା ଦୀପକ ଗୁରୁବାର ରାତିରେ ନିଜ ବାସଭବନରେ ହଠାତ୍ ଅସୁସ୍ଥ ହୋଇ…

Continue Readingଆର୍‌ପିଏଫ୍ କନେଷ୍ଟବଳଙ୍କ ଅକାଳ ବିୟୋଗ

ଯୁବ ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ଅନୁଗୋଳ: ଯୁବ ସାମ୍ବାଦିକ ତଥା ଜୀ କଳିଙ୍ଗ ର ଅନୁଗୋଳ ପ୍ରତିନିଧି ରଘୁନାଥ ସାହୁଙ୍କ ଅକାଳ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।ସନ୍ଧ୍ୟାରେ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ସମ୍ମୁଖରେ ଏଥିନେଇ ଅନୁଗୋଳ ସାମ୍ବାଦିକଙ୍କ ପକ୍ଷରୁ ଏକ ଶ୍ରଦ୍ଧ।ଞ୍ଜଳି ସଭା ଅନୁଷ୍ଠିତ…

Continue Readingଯୁବ ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

କୃଷି ଆଇନ୍ ବାତିଲ ଦାବିରେ କଳା ଦିବସ

ଅନୁଗୁଳ: କେନ୍ଦ୍ର ବିଜେପି ସରକାରଙ୍କ ଦ୍ଵାରା ପ୍ରଣୟନ ତିନି କୃଷି ଆଇନ୍ ବାତିଲ ଦାବିରେ କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଦିଲ୍ଲୀଠାରେ ଚାଲିଥିବା କୃଷକ ଆନ୍ଦୋଳନକୁ ୬ ମାସ ପୂରିଛି। କେନ୍ଦ୍ର ସରକାର କୃଷକମାନଙ୍କ ଦାବିକୁ ଉପେକ୍ଷା କରି ଚାଲିଥୀବାରୁ କୃଷକ ସଙ୍ଗଠନମାନଙ୍କ…

Continue Readingକୃଷି ଆଇନ୍ ବାତିଲ ଦାବିରେ କଳା ଦିବସ

କରୋନା କେନ୍ଦ୍ରରେ ଚିକିତ୍ସା ଆରମ୍ଭ

ଅନୁଗୁଳ: ଆଠମଲ୍ଲିକ ମହାବିଦ୍ୟାଳୟ ଛାତ୍ରାବାସରେ ଉଦ୍‌ଘାଟିତ ହୋଇଥିବା କରୋନା ଯତ୍ନକେନ୍ଦ୍ର ମଙ୍ଗଳବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାରୁ ଅଟୋ ଆମ୍ବୁଲାନ୍ସରେ ପ୍ରଥମ କରି ଦୁଇଜଣ ରୋଗୀ ଏଠାକୁ ଆସିଛନ୍ତି। ତାଙ୍କ ମଧ୍ୟରୁ ଜଣେ ସାନହୁଲା ପଞ୍ଚାୟତ ଓ ଅନ୍ୟଜଣକ କମ୍ପଲା…

Continue Readingକରୋନା କେନ୍ଦ୍ରରେ ଚିକିତ୍ସା ଆରମ୍ଭ