ତାଳଚେରରେ ଶିକ୍ଷାର ବିକାଶ ନେଇ ଧର୍ମେନ୍ଦ୍ରଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଶିକ୍ଷାର ବିକାଶ ନେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୋମବାର ନୂଆଦିଲ୍ଲୀ ଠାରେ ଦାବିପତ୍ର ପ୍ରଦାନ କରାଯାଇଛି । ତାଳଚେର ଓକିଲ ସଂଘର ପୂର୍ବତନ ସଭାପତି ଦୟାସାଗର ମିଶ୍ର ଓ କିଶୋର…

Continue Readingତାଳଚେରରେ ଶିକ୍ଷାର ବିକାଶ ନେଇ ଧର୍ମେନ୍ଦ୍ରଙ୍କୁ ଦାବିପତ୍ର

ଦୁଇସପ୍ତାହ ହେଲା ଅନ୍ଧାରରେ ବଂଶୀମୁଣ୍ଡା ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକର ବାମୁର ପଞ୍ଚାୟତ ଅନ୍ତର୍ଗତ ବଂଶୀମୁଣ୍ଡା ଗ୍ରାମର ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଥିବାରୁ ଗ୍ରାମବାସୀ ଦୁଇ ସପ୍ତାହ ହେଲା ଅନ୍ଧାରରେ ରହିଥିବା ଜଣାଯାଇଛି। ଗତ ୧୩ ତାରିଖରୁ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଥିବା ବେଳେ ଗ୍ରାମବାସୀ ନିକଟସ୍ଥ ବାମୁର…

Continue Readingଦୁଇସପ୍ତାହ ହେଲା ଅନ୍ଧାରରେ ବଂଶୀମୁଣ୍ଡା ଗ୍ରାମବାସୀ

ଅନନ୍ତ ଡିଏଭିରେ ନୋ-ଭେହିକିଲ୍ ଡେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏମ୍‌ସିଏଲ୍ ଜଗନ୍ନାଥ କୋଇଲା କ୍ଷେତ୍ର ଅନ୍ତର୍ଗତ ଅନନ୍ତ ଡିଏଭି ପବ୍ଲିକ୍ ସ୍କୁଲରେ ରବିବାର ନୋ-ଭେହିକିଲ୍ ଡ଼େ ପାଳିତ ହୋଇଛି। ଏହି ଅବସରରେ ଅନନ୍ତ ବିହାର ୟୁକୋବ୍ୟାଙ୍କ ପରିସରରୁ ଅଧ୍ୟକ୍ଷା ଜ୍ୟୋତି ମିଶ୍ରଙ୍କ ଦ୍ବାରା ସଚେତନତା ଶୋଭାଯାତ୍ରା ବାହାରି…

Continue Readingଅନନ୍ତ ଡିଏଭିରେ ନୋ-ଭେହିକିଲ୍ ଡେ

ଲୋକାଲ ଟ୍ରେନ୍ ଚଳାଚଳ ନେଇ ଶାନ୍ତିପୂର୍ଣ୍ଣ ଧାରଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଳଷ୍ଟେଶନ ଠାରେ ରବିବାର ଏକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ଓଡ଼ିଶାର ସମସ୍ତ ରୁଟ୍‌ରେ ଦୀର୍ଘ ଦେଢ଼ ବର୍ଷ ଧରି ଲୋକାଲ ଟ୍ରେନ୍‌ ଚାଳାଚଳ ବନ୍ଦ ରହିଛି। ଏଥିରେ ନିର୍ଭରକରୁଥିବା ଦିନମଜୁରିଆ, ବେସରକାରୀ କର୍ମଚାରୀ, କଲେଜ ଛାତ୍ରୀଛାତ୍ର, ନିଜେ…

Continue Readingଲୋକାଲ ଟ୍ରେନ୍ ଚଳାଚଳ ନେଇ ଶାନ୍ତିପୂର୍ଣ୍ଣ ଧାରଣ

ଓଡିଶା ମୋଟର ଚାଳକ ସଂଘର ସାଙ୍ଗଠନିକ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଭାଗିରଥିପୁର ଛକଠାରେ ଓଡ଼ିଶା ମୋଟର ଚାଳକ ସଂଘ ଜରପଡା ଆଞ୍ଚଳିକ ଶାଖା ପକ୍ଷରୁ ରବିବାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜରପଡା ଶାଖା ସଭାପତି କୁନାଲ୍ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

Continue Readingଓଡିଶା ମୋଟର ଚାଳକ ସଂଘର ସାଙ୍ଗଠନିକ ବୈଠକ

ନାଲକୋ ଏସିଏସଟି କର୍ମଚାରୀ ସଂଘ ପକ୍ଷରୁ ପୁନାଚୁକ୍ତି ଦିବସ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ଏସିଏସଟି କର୍ମଚାରୀ ସଂଘ ପକ୍ଷରୁ ପୁନା ଚୁକ୍ତି ଦିବସ ପାଳିତ ହୋଇଯାଇଛି। ଭରଚୁଆଲ ମିଟିଙ୍ଗ ମାଧ୍ୟମରେ ଏହାକୁ ପାଳନ କରାଯାଇଥିଲା। ସଙ୍ଘର ସଭାପତି କେଦାର ନାଥ ଦେହୁରୀ ବୈଠକରେ ସଭାପତିତ୍ୱ କରିଥିଲେ। ଜିଏମ୍ ଅନିଲ…

Continue Readingନାଲକୋ ଏସିଏସଟି କର୍ମଚାରୀ ସଂଘ ପକ୍ଷରୁ ପୁନାଚୁକ୍ତି ଦିବସ

ଧାରଣାରେ ସାମିଲ ହେଲେ ବିଧାୟକ

ଅନୁଗୁଳ: ଚାଳକ ନିଯୁକ୍ତି ଦାବିରେ ଅନୁଗୁଳ ଜିଲ୍ଲା କଣିହାଁ କୋଇଲା ଖଣି ପରିସରରେ ଆରଏସ୍ଏସ୍ ଠିକାସଂସ୍ଥା ଗ୍ୟାରେଜ୍ ସମ୍ମୁଖରେ ଶନିବାର ପୂର୍ବାହ୍ନରୁ ଧାରଣା ଦିଆଯାଇଛି। ମହାନଦୀ କୋଲ୍ ଫିଲ୍ମ କଂଟ୍ରାକଚୁଆଲ୍ ୱାର୍କର୍ସ ୟୁନିଅନ୍‌ର ସାଧାରଣ ସମ୍ପାଦକ ନରହରି ସାହୁଙ୍କ ନେତୃତ୍ବରେ ୭୯…

Continue Readingଧାରଣାରେ ସାମିଲ ହେଲେ ବିଧାୟକ

ଗଠିତ ହେଲା ‘ଆମ ପ୍ରତିଭା, ଆମ ସ୍ବାଭିମାନ’ ସଙ୍ଗଠନ

ଅନୁଗୁଳ: ଅନୁଗୁଳ ସର୍କିଟ୍ ହାଉସ୍ ପରିସରରେ ଶନିବାର ‘ଆମ ପ୍ରତିଭା, ଆମ ସ୍ବାଭିମାନ’ ନାମରେ ଏକ ସାମାଜିକ ସଙ୍ଗଠନ ଗଠନ କରାଯାଇଛି। ସାଂସଦ ମହେଶ ସାହୁଙ୍କ ଆବା ହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ଟାମଡାର ପୂର୍ବତନ ଶକ୍ତି ପ୍ରସାଦ ପଟ୍ଟନାୟକ ସଭାପତିତ୍ବ…

Continue Readingଗଠିତ ହେଲା ‘ଆମ ପ୍ରତିଭା, ଆମ ସ୍ବାଭିମାନ’ ସଙ୍ଗଠନ

ବସୁଧା ଯୋଜନାରେ ଗାଁ’କୁ ପାଣି ଯୋଗାଇବା ପାଇଁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ବ୍ଳକ୍ ନନ୍ଦପୁର ଗ୍ରାମ ପଞ୍ଚାୟତର ସମସ୍ତ ଗାଁ’କୁ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇ ଦେବାକୁ ଦାବି ହୋଇଛି। କଂଗ୍ରେସର ଛାତ୍ର ନେତା ସ୍ବାଧୀନ ଦେହୁରୀଙ୍କ ନେତୃତ୍ବରେ ଶୁକ୍ରବାର ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…

Continue Readingବସୁଧା ଯୋଜନାରେ ଗାଁ’କୁ ପାଣି ଯୋଗାଇବା ପାଇଁ ଦାବିପତ୍ର

ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଓ ପଣ୍ଡିତ ଦିନଦୟାଲଙ୍କ ଜନ୍ମ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବିର

ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଓ ପଣ୍ଡିତ ଦୀନଦୟାଲ ଉପଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ବିଜେପି ଅନୁଗୁଳ ଶାଖା ତରଫରୁ ଶନିବାର ଏକ ରକ୍ତଦାନ ଶିବିର ଅୟୋଜିତ ହୋଇଯାଇଛି। ଜିଲ୍ଲା କଳାକେନ୍ଦ୍ରଠାରେ ଆୟୋଜିତ ଏହି ଶିବିର ସକାଳ…

Continue Readingନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଓ ପଣ୍ଡିତ ଦିନଦୟାଲଙ୍କ ଜନ୍ମ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବିର