ବାଇକ ସହିତ ମଦ ଜବତ, ଜଣେ ଗିରଫ
ଅନୁଗୁଳ: ଜିଲ୍ଲାରେ ଅବକାରୀ ବିଭାଗ ଚଢ଼ାଉ କରି ଜଣେ ଚୋରା ମଦ ବେପାରୀଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଦେଶୀ ମଦ ଜବତ କରିଛି। ଅବକାରୀ ପୁଲିସ୍ ସୂଚନା ଅନୁଯାୟୀ, ଜରାସି˚ହା ଗ୍ରାମର ସାଗର ନାଏକ (୩୦) ବୁଧବାର ତାଙ୍କ ମୋଟରସାଇକେଲ୍…
ଅନୁଗୁଳ: ଜିଲ୍ଲାରେ ଅବକାରୀ ବିଭାଗ ଚଢ଼ାଉ କରି ଜଣେ ଚୋରା ମଦ ବେପାରୀଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଦେଶୀ ମଦ ଜବତ କରିଛି। ଅବକାରୀ ପୁଲିସ୍ ସୂଚନା ଅନୁଯାୟୀ, ଜରାସି˚ହା ଗ୍ରାମର ସାଗର ନାଏକ (୩୦) ବୁଧବାର ତାଙ୍କ ମୋଟରସାଇକେଲ୍…
ଅନୁଗୁଳ: ୪୦ ବର୍ଷ ତଳର ଚକବନ୍ଦୀ ବ୍ୟବସ୍ଥା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଅନୁଗୁଳ ରାଜସ୍ବ ଜିଲ୍ଲାର ୯୨ଟି ମୌଜାର ଚାଷୀ। ଜମି ସମତଳ ତଥା ଜଳସେଚନ ସୁବିଧା କରାନଯାଇ କେବଳ କାଗଜକଲମରେ ଚକବନ୍ଦୀର କାର୍ଯ୍ୟକାରିତା ଦର୍ଶାଯାଇଥିବାରୁ ଚାଷୀ ଏହାର କୌଣସି ଫାଇଦା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ନବକଳେବର ହୋଇଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ଦିଲେଶ୍ବର ପ୍ରଧାନ ଜିଲ୍ଲାର ସାଙ୍ଗଠନିକ ପରିବର୍ତ୍ତନ କରିଛନ୍ତି। ୮ ଜଣ ଉପସଭାପତି ମନୋନୀତ କରିବା ସହ ୨…
ଅନୁଗୁଳ: ୨୦୨୩ ସୁଦ୍ଧା ଏକ ସୁନ୍ଦର ସମୃଦ୍ଧି ଅନୁଗୁଳ ଗଠନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି ସେଥିରେ ଜେଲର ପରିବେଶ ଉପରେ ପ୍ରାଥମିକତା ଦିଆଯାଇଛି। ଜେଲ୍ ଅନ୍ତେବାସୀଙ୍କ ରହିବା ପରିବେଶରେ ଉନ୍ନତି, ଉନ୍ନତ ମାନର…
ଅନୁଗୁଳ: ଶୁକ୍ରବାର ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ଭ୍ରାମ୍ୟମାଣ ଶାଖା ପକ୍ଷରୁ ଅନୁଗୁଳ ବସ୍ଷ୍ଟାଣ୍ତ ଏବ˚ ଅନ୍ୟାନ୍ୟ ଅଞ୍ଚଳରେ ଚଢ଼ାଉ କରାଯାଇ ଗୁଟ୍ଖା, ଜର୍ଦ୍ଦା ଆଦି ଜବତ କରାଯାଇଥିଲା। ବିଭିନ୍ନ ପାନ ଦୋକାନରେ ଚଢ଼ାଉ କରାଯାଇ ବେଆଇନ୍ ଭାବେ ବିକ୍ରି କରାଯାଉଥିବା ଏସବୁ…
ତାଳଚେର: ତାଳଚେର ସରକାରୀ ମୁଖ୍ୟ ଡାକ୍ତରଖାନାରେ ଗୁରୁବାର କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତାଳଚେର ଏଡିଏମ୍ଓ ଡା. କେ. ମହନ୍ତ, ଥାନା ଆଇଆଇସି ସତ୍ୟବ୍ରତ ରାଉତ, ପୌରନିର୍ବାହୀ ଅଧିକାରିଣୀ ରଶ୍ମୀରେଖା ଅମାନ୍ତ ଏହାକୁ ଉଦ୍ଘାଟନ କରିଥିଲେ । ପ୍ରଥମ…
ଅନୁଗୁଳ: ଓଡ଼ିଶାରେ ବାର୍ଡ ଫ୍ଲୁର ସ˚କ୍ରମଣ ହୋଇନଥିଲେ ବି ଏକ ଅଜଣା ଆଶଙ୍କାରେ ଗ୍ରାହକମାନେ ଥିବାରୁ ଏହାର ପ୍ରଭାବ ଚିକେନ୍ ବଜାର ଉପରେ ପଡ଼ିଛି। ବର୍ତ୍ତମାନ ଅନୁଗୁଳ ଜିଲ୍ଲାରେ ବାହାଘର ବଜାରକୁ ଦେଖି ମେନୁ କଲାବେଳେ ଲୋକେ ଚିକେନ୍ ପ୍ରତି ଅନାଗ୍ରହି…
ଅନୁଗୁଳ: ଅନୁଗୁଳ ଉପଖଣ୍ତ ବହୁମୁଖୀ ଶୃଙ୍ଖଳା ଟିମ୍ ପକ୍ଷରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ ଜାରି ରହିଛି। ପୂର୍ବରୁ ଓଜନ, ସ୍ବଚ୍ଛତା ଓ ଗୁଣବତ୍ତାକୁ ନେଇ ବହୁମୁଖୀ ଶୃଙ୍ଖଳା ଟିମ୍ ଅନୁଗୁଳ ସହରରେ ବିଭିନ୍ନ ପେଟ୍ରୋଲ୍ ପମ୍ପ, ଗ୍ରୋସେରୀ, ମେଡିସିନ୍ ଦୋକାନ,…
ଅନୁଗୁଳ: କେନ୍ଦ୍ର ସରକାର ଦ୍ଵାରା ପ୍ରଣିତ ଜାତୀୟ କୃଷି ଆଇନ୍ ଓ ବିଦ୍ୟୁତ୍ ଆଇନ୍ କଳା ଆଇନ୍ କହି ଏହାକୁ ତୁରନ୍ତ ବାତିଲ କରିବାକୁ ଡାକରା ଦେଇଛି ଏଆଇକେଜେଏଏସ୍ ସଂଗଠକ । ଏଥି ନେଇ ସଂଗଠନର ଜିଲ୍ଲା କମିଟି ପକ୍ଷରୁ ସଭାପତି…
ଅନୁଗୁଳ: ରାସ୍ତା ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ରାସ୍ତା ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ନିମନ୍ତେ ଆସନ୍ତା ମାସ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଅଛି। ଏହି ଅବସରରେ ସୋମବାର ପୂର୍ବାହ୍ଣରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ…