ଠକ କର୍ମଚାରୀଙ୍କୁ ଏଡିଏମ୍ଓଙ୍କ ଛାଟ
ଅନୁଗୁଳ: ସେ ସ୍ଥାୟୀ କର୍ମଚାରୀ ହୁଅନ୍ତୁ କି ଅସ୍ଥାୟୀ, ମାସକୁ ମାସ ଦରମା ନେଉଥିବା ବେଳେ ଅନେକ ସମୟରେ ଅଫିସ୍କୁ ଠିକ୍ ସମୟରେ ଆସିବାକୁ ପସନ୍ଦ କରନ୍ତି ନାହିଁ। ଉପସ୍ଥାନ ଖାତାରେ ଦସ୍ତଖତ ପଡିଗଲା ପରେ କୁଆଡେ଼ ଖସିଯାନ୍ତି ଯେ, ଖୋଜିଲେ…
ଅନୁଗୁଳ: ସେ ସ୍ଥାୟୀ କର୍ମଚାରୀ ହୁଅନ୍ତୁ କି ଅସ୍ଥାୟୀ, ମାସକୁ ମାସ ଦରମା ନେଉଥିବା ବେଳେ ଅନେକ ସମୟରେ ଅଫିସ୍କୁ ଠିକ୍ ସମୟରେ ଆସିବାକୁ ପସନ୍ଦ କରନ୍ତି ନାହିଁ। ଉପସ୍ଥାନ ଖାତାରେ ଦସ୍ତଖତ ପଡିଗଲା ପରେ କୁଆଡେ଼ ଖସିଯାନ୍ତି ଯେ, ଖୋଜିଲେ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବନ୍ଦ ହେବ ୧୭୦ଟି ବିଦ୍ୟାଳୟ l ବିଦ୍ୟାଳୟ ଉଚ୍ଛେଦ ନେଇ ସରକାରୀ ପ୍ରକ୍ରିୟାକୁ ବିରୋଧ କରିଛି ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ l ଜିଲ୍ଲା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ବରେ ଏକ ପ୍ରତିନିଧି…
ଅନୁଗୁଳ: ଯେତେ କହିଲେ ବି ପୌରପାଳିକା ସୁଧୁରୁନି। ପ୍ରତିଦିନ ସକାଳେ ଝାଡ଼ୁଦାରମାନେ ରାସ୍ତା ଝାଡ଼ୁ କରି ଏକାଠି କରିବା ପରେ ଅଳିଆରେ ନିଆଁ ଲଗାଇ ଦେଉଛନ୍ତି। ଫଳରେ ଚାରିଆଡେ଼ ଧୂଆଁରେ ପୂରିଯାଉଛି। ପ୍ରାତଃ ଭ୍ରମଣ, ଅବା କୌଣସି କମରେ ଘରୁ ବାହାରୁ…
ଅନୁଗୁଳ: ସରକାର ଅନଲାଇନ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି l କୋଭିଡ କଟକଣା ଥିବାରୁ ସ୍କୁଲ ଖୋଲିପାରୁନାହିଁ l ତେବେ ସାତକୋଶିଆର ଦୁର୍ଗମ ଅଞ୍ଚଳ ତଥା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଅନୁଗୁଳ, କିଶୋରନଗର ଓ ଆଠମଲ୍ଲିକ ବ୍ଲକର ଅନେକ ଗାଁ ରେ…
ଅନୁଗୁଳ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ କର୍ମଭୂମି ଥିଲା ଅନୁଗୁଳ l ନବକୃଷ୍ଣଙ୍କ ଜୀବନୀ ସହିତ ଏକ ସ୍ଵତନ୍ତ୍ର ସ୍ମୃତି ବହନ କରେ ଅନୁଗୁଳର ବାଜି ରାଉତ ଛାତ୍ରାବାସ l ମାତ୍ର ନବକୃଷ୍ଣ ଚୌଧୁରୀଙ୍କ ସ୍ମୃତିକୁ…
ଅନୁଗୁଳ: ଅନୁଗୁଳ ବ୍ଲକ୍ ବନ୍ଦାଣପଶିଠାରେ ଜୀବଜନ୍ତୁ କଲ୍ୟାଣ ପ୍ରତିଷ୍ଠାନ ଅନୁଗୁଳ, ଓଡ଼ିଶା କୃଷକ ସମନ୍ନୟ ସମିତ ତରଫରୁ ବିଶ୍ଵ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି l ସଂଗଠନର ଅଧ୍ୟକ୍ଷ ରବୀନ୍ଦ୍ରନାଥ ପ୍ରଧାନ ଏଥିରେ ସଭାପତିତ୍ବ କରି ଏହି ଦିବସ ପାଳନ ତାତ୍ପର୍ଯ୍ୟ…
ଅନୁଗୁଳ: ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ଅନୁମୋଦନ କ୍ରମେ ଆଠମଲ୍ଲିକ ବିଧାନସଭା କ୍ଷେତ୍ର ତଥା କିଶୋରନଗର ବ୍ଲକ ଘୋଷର- ଡାଳପକା ସେତୁ ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ମଞ୍ଜୁରି ମିଳିଛି l ଏହି ସେତୁ ନିର୍ମାଣ ହେବା ଦ୍ଵାରା ୪ଟି…
ଅନୁଗୁଳ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାର ଦିନ ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ…
ଅନୁଗୁଳ: ଅନୁଗୁଳର ଯୁବ ନେତା ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ସୁଜିତ ପ୍ରସାଦ ଦ୍ଵିବେଦୀଙ୍କୁ ଝାରସୁଗୁଡ଼ା ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ଵ ମିଳିଛି। ଏଥିଲାଗି ସୁଜିତ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ…
ଅନୁଗୁଳ: ନଭେମ୍ବର ଦ୍ବିତୀୟ ସପ୍ତାହ ଶେଷ ସୁଦ୍ଧା ଅନୁଗୁଳ ଜିଲ୍ଲାରେ ଥିବା ମୃତକ କରୋନା ରୋଗୀଙ୍କୁ କରଡ଼ାଗାଡ଼ିଆସ୍ଥିତ ସ୍ବତନ୍ତ୍ର ଶ୍ମଶାନ ପୀଠରେ ଦାହ କରାଯାଉଛି। ଏଥିପାଇଁ ପର୍ଯ୍ୟାପ୍ତ କାଠର ଆବଶ୍ୟକତା ରହିଛି। ଅନୁଗୁଳରେ ପର୍ଯ୍ୟାପ୍ତ କାଠ ଉପଲବ୍ଧ ନଥିବା ଜଣାଯାଇଛି। କାଠର…