ବିଦ୍ୟୁତଶକ୍ତି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱାରୋପ

କଣିହାଁ : କଣିହାଁସ୍ଥିତ ଏନ୍‌ଟିପିସି ବିଦ୍ୟୁତ ପ୍ରକଳ୍ପ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଗଣମାଧ୍ୟମଙ୍କ ସହ ଏକ ଭାବବିନିମୟକାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପର ମୁଖ୍ୟ ମହାପ୍ରବନ୍ଧକ ସୁଦୀପ ନାଗ ପ୍ରକଳ୍ପର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ…

Continue Readingବିଦ୍ୟୁତଶକ୍ତି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱାରୋପ

ଅନୁଗୁଳ ଜିଲ୍ଲା ବିଜେଡିର ନୂଆ କର୍ମକର୍ତ୍ତା

ଅନୁଗୁଳ: ଶୁକ୍ରବାର ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଅନୁଗୁଳ ଜିଲ୍ଲା ବିଜେଡି କମିଟିକୁ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ (ମିଡିଆ ବ୍ୟାପାର) ମାନସ ର˚ଜନ ମଙ୍ଗରାଜ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି…

Continue Readingଅନୁଗୁଳ ଜିଲ୍ଲା ବିଜେଡିର ନୂଆ କର୍ମକର୍ତ୍ତା

ଡାକ୍ତର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ତାଳଚେର: ତାଳଚେର ଉପଖଣ୍ତ ଡାକ୍ତରଖାନାରେ ଡାକ୍ତର ଅଭାବ ସମସ୍ୟା ସମାଧାନ ଦାବିରେ ବିଜେପି ତାଳଚେର ପୌର ମଣ୍ତଳ ତରଫରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତାଳଚେର ଉପଖଣ୍ତ ଚିକିତ୍ସାଳୟରେ ୧୭ ଜଣ ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର…

Continue Readingଡାକ୍ତର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଅନୁଗୁଳ କ୍ରିକେଟ୍‌ ଆସୋସିଏସନ୍‌ ନିର୍ବାଚନ, ନାମାଙ୍କନପତ୍ର ଦାଖଲ

ଅନୁଗୁଳ: ବହୁ ପ୍ରତୀକ୍ଷିତ ଅନୁଗୁଳ କ୍ରିକେଟ୍‌ ଆସୋସିଏସନ୍‌ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ସଭାପତି ପଦ ପାଇଁ ପ୍ରତାପ ଚନ୍ଦ୍ର ପ୍ରଧାନ ଏକମାତ୍ର ପ୍ରାର୍ଥୀ ରୂପେ ନାମାଙ୍କନପତ୍ର ଦାଖଲ କରି ନିଜ ବିଜୟକୁ ସ୍ପଷ୍ଟ କରିଛନ୍ତି। ସେହିଭଳି ଉପସଭାପତି…

Continue Readingଅନୁଗୁଳ କ୍ରିକେଟ୍‌ ଆସୋସିଏସନ୍‌ ନିର୍ବାଚନ, ନାମାଙ୍କନପତ୍ର ଦାଖଲ

ଗଣିତ ଦିବସ ପାଳିତ

ତାଳଚେର: ତାଳଚେର ଅନନ୍ତ ବିହାର ଡି.ଏ.ଭି. ପବ୍ଲିକ୍ ସ୍କୁଲ୍ ପରିସରରେ ରାଷ୍ଟ୍ରୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଗଣିତ ଶିକ୍ଷକ ପ୍ରମୋଦ…

Continue Readingଗଣିତ ଦିବସ ପାଳିତ

ନୂଆବର୍ଷରୁ ହୋଣ୍ତା କାର‌୍‌ ମହଙ୍ଗା

ଅନୁଗୁଳ: ୨୦୨୧ ଜାନୁଆରୀରୁ ଭାରତରେ ହୋଣ୍ତା କାର‌୍‌ ମହଙ୍ଗା ହେବାକୁ ଯାଉଛି। ଏ ବାବଦରେ ହୋଣ୍ତା କାର‌୍‌ସ ଇଣ୍ତିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ପକ୍ଷରୁ ଏହାର ଡିଲରମାନଙ୍କୁ ଅବଗତ କରାଯାଇଛି। ଭାରତରେ କମ୍ପାନିର କମ୍ପାକ୍ଟ ସେଡାନ୍‌ ଆମେଜ୍‌ଠାରୁ ଆରମ୍ଭ କରି ପ୍ରିମିୟମ୍‌ ଏସ୍‌ୟୁଭି…

Continue Readingନୂଆବର୍ଷରୁ ହୋଣ୍ତା କାର‌୍‌ ମହଙ୍ଗା

ଶସ୍ତା ହେଲା କରୋନା ପରୀକ୍ଷା, ମାତ୍ର ୧୦୦ ଟଙ୍କାରେ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

ଅନୁଗୁଳ:ଏଣିକି ଜନସାଧାରଣ ମାତ୍ର ୧୦୦ ଟଙ୍କାରେ କରିପାରିବେ କରୋନା ଟେଷ୍ଟ। ଏଭଳି ଏକ ବିଜ୍ଞପ୍ତି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜିଏସଟି ସହିତ ଘରୋଇ ଲ୍ୟାବରେ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ…

Continue Readingଶସ୍ତା ହେଲା କରୋନା ପରୀକ୍ଷା, ମାତ୍ର ୧୦୦ ଟଙ୍କାରେ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

ଚାଷୀ ଆନ୍ଦୋଳନରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଦିଲ୍ଲୀ ସୀମାରେ ଦୀର୍ଘ ୨୫ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନରେ ସହିଦ ହୋଇଥିବା ୧୫ ଜଣ ଚାଷୀଙ୍କ ସ୍ମୃତିରେ ଅନୁଗୁଳ ବସ୍‌ଷ୍ଟାଣ୍ତ ପରେ ଅଲ୍‌ ଇଣ୍ତିଆ କିଷାନ୍‌ କ୍ଷେତ୍‌ ମଜଦୁର…

Continue Readingଚାଷୀ ଆନ୍ଦୋଳନରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ପରୀକୁ ନ୍ୟାୟ, ସିବିଆଇ ତଦନ୍ତ ଦାବିରେ ବିଜେପିର ପଦଯାତ୍ରା

ଅନୁଗୁଳ:ପରୀ ହତ୍ୟାକାଣ୍ଡ ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ମୃତ ନାବାଳିକାକୁ ନ୍ୟାୟ ଦେବା ଏବଂ ଏହି ଘଟଣାର ସିବିଆଇ ତଦନ୍ତ ଦାବି ରେ ବିଜେପି ପକ୍ଷରୁ ରାଜ୍ୟ ସାରା ପଦଯାତ୍ରା ଆୟୋଜନ କରାଯାଇଛି l ଏହି କ୍ରମରେ ଆଜି ଜିଲ୍ଲା ବିଜେପି…

Continue Readingପରୀକୁ ନ୍ୟାୟ, ସିବିଆଇ ତଦନ୍ତ ଦାବିରେ ବିଜେପିର ପଦଯାତ୍ରା

ମୃତ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ

ଅନୁଗୁଳ: ମୃତ କୋଭିଡ୍ ଯୋଦ୍ଧା ସ୍ଵର୍ଗତ ଭାଗବାନ ଭୁକ୍ତାଙ୍କ ସ୍ତ୍ରୀ ପ୍ରମୋଜl ଭୁକ୍ତାଙ୍କୁ ସରକାର ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଚେକ୍ ମାଧ୍ୟମରେ ଦେଇଛନ୍ତି l ଅନୁଗୁଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଓ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା…

Continue Readingମୃତ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ