ଏଣିକି ଜେଲ୍ ଷ୍ଟାଫ୍ଙ୍କୁ ମିଳିବ ଲେନ୍ସ ଯୁକ୍ତ ବର୍ଦ୍ଦି
ଅନୁଗୁଳ: ଜେଲ୍ରେ ଥାଇ ବି କଏଦୀ କରୁଛନ୍ତି ଅପରାଧ। ଦାଦାବଟି ମାଗିବାଠୁଁ ସୁପାରି କିଲି˚, ଲୁଟ୍ ସବୁ କିଛି ଜେଲ୍ ଭିତରୁ ନିୟନ୍ତ୍ରଣ ହେଉଛି। ଏଣେ ବେଳେବେଳେ ଜେଲ୍ ଷ୍ଟାଫ୍ କଏଦୀମାନଙ୍କୁ ବାଡ଼ିଆପିଟା କରୁଥିବା ନେଇ ମଧ୍ଯ ଅଭିଯୋଗ ହେଉଛି। ହାଜତ…



