୩ ପାନୀୟ ଜଳ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ
ଅନୁଗୁଳ: ଅନୁଗୁଳ ନିର୍ବାଚନମଣ୍ଡଳୀର ୩ଟି ଗ୍ରାମରେ ବୁଧବାର ୩ଟି ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୩୩.୦୫ ଲକ୍ଷ ଟଙ୍କାର ଏହି…
ଅନୁଗୁଳ: ଅନୁଗୁଳ ନିର୍ବାଚନମଣ୍ଡଳୀର ୩ଟି ଗ୍ରାମରେ ବୁଧବାର ୩ଟି ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୩୩.୦୫ ଲକ୍ଷ ଟଙ୍କାର ଏହି…
ଅନୁଗୁଳ: ଅନୁଗୁଳ ଅଗ୍ନିଶମ କେନ୍ଦ୍ର ଠାରେ ବୁଧବାର ଅଗ୍ନିଶମ ସେବା ସପ୍ତାହ ଆରମ୍ଭ ହୋଇଛି। ଜିଲ୍ଲା ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ୱାଳ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଡ୍ୟୁଟିରେ ଥିବା ବେଳେ ସହିଦ୍ ହୋଇଥିବା ଅଗ୍ନିଶମ କର୍ମଚାରୀଙ୍କ ଅମର ଆତ୍ମାର…
ଅନୁଗୁଳ: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସଂସ୍କୃତ ବିଷୟକୁ ଅବହେଳା ପ୍ରଦର୍ଶନ କରାଯାଇ ଆସୁଛି । ହାଇସ୍କୁଲ ସ୍ତରରେ ତୃତୀୟ ଭାଷା ସହିତ ଧନ୍ଦାମୂଳକ ଶିକ୍ଷାକୁ ଅନ୍ତର୍ଭୁକ୍ତ କରି ପରୋକ୍ଷରେ ସଂସ୍କୃତକୁ ଅବହେଳା କରାଯାଉଛି । ତେଣୁ ସଂସ୍କୃତକୁ ହାଇସ୍କୁଲ ସ୍ତରରେ ବାଧ୍ୟତାମୂଳକ…
ଅନୁଗୁଳ: ନାଲ୍କୋ ପାର୍କରେ ଅଳ୍ପ କେତୋଟି ଗଛ ଥିବାବେଳେ ହରିଣମାନେ ନିର୍ଧୂମ ଖରାରେ ଆଉଟୁପାଉଟୁ ହେଉଛନ୍ତି । ପାର୍କରେ ମୋଟ ୫୫ଟି ହରିଣ ଥିବାବେଳେ ଗତ ରବିବାର ସେଥିରୁ ଗୋଟିଏ ଅଣ୍ଡିରା ହରିଣ ମରିଯାଇଛି। ରକ୍ଷଣାବେକ୍ଷଣ ଦାୟିତ୍ଵରେ ଥିବା କର୍ମଚାରୀ ଦେଖିବା…
ଅନୁଗୁଳ: ସ୍କୁଲଖେଳ ପଡ଼ିଆକୁ କବ୍ଜା କରି ରଖିଛନ୍ତି ବ୍ୟବସାୟୀ । ଲୁହା ଛଡ଼, ଆଜବେଷ୍ଟସ୍ ଗଦା କରି ରଖିଥିବାରୁ ଛାତ୍ରଛାତ୍ରୀଙ୍କ ଖେଳକୁଦରେ ସମସ୍ୟା ସୃଷ୍ଟି ହୋଇଛି । ଏ ନେଇ ସ୍ଥାନୀୟ ତହସିଲଦାର ଓ ପୁଲିସକୁ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି…
ଅନୁଗୁଳ: ରାଷ୍ଟ୍ରୀୟ ନବବର୍ଷ ପାଳନ କମିଟି ତରଫରୁ ଅନୁଗୁଳଠାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି। ଅନୁଗୁଳ ଶୈଳଶ୍ରୀକ୍ଷେତ୍ରର ବାଇଶ ପାହାଚରେ ପ୍ରାତଃ ସାଢ଼େ ୫ଟା ବେଳେ ଉଦିତ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରାଯିବା ସହିତ ୧୦୮ ଦୀପ ପ୍ରଜ୍ଜଳନ ପୂର୍ବକ ନବବର୍ଷକୁ…
ଅନୁଗୁଳ: ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ) ଶ୍ରମିକ ଏକତା ମଞ୍ଚର ଏକ ପ୍ରତିନିଧି ମଣ୍ଡଳ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ବରଠାରେ ଭେଟିଛନ୍ତି । ପୁରୁଣା ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯିବା ସଙ୍ଗେ ସଙ୍ଗେ ନୂତନ ପ୍ଲାଣ୍ଟ ସମ୍ପ୍ରସାରଣ କାର୍ଯ୍ୟକୁ ଆରମ୍ଭ…
ଅନୁଗୁଳ: ଅନୁଗୁଳ ଅମଲାପଡ଼ା ଦୁର୍ଗାମଣ୍ଡପ ପକ୍ଷରୁ ରବିବାର ଏକ ବୈଠକ ଡକାଯାଇଥିବା ବେଳେ ଏହାକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। କରୋନା ସମୟରେ କୌଣସି ବୈଠକ ହୋଇପାରିବ ନାହିଁ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଥିବାରୁ ବୈଠକ ବନ୍ଦ କରାଯାଇଥିବା ସୂଚନା…
ଅନୁଗୁଳ: ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ନନ୍ଦ…
ଅନୁଗୁଳ: ବଅଁରପାଳ ବ୍ଳକ୍ର ସନ୍ତ୍ରୀ ବଜାର ଅଞ୍ଚଳରେ ଶନିବାର ତହସିଲ୍ ପ୍ରଶାସନ ପକ୍ଷରୁ ମାସ୍କ୍ ଯାଞ୍ଚ କରାଯାଇଥିଲା । ତହସିଲଦାର ଜିତେନ୍ଦ୍ର କୁମାର ସାହୁ ଓ ଅତିରିକ୍ତ ତହସିଲଦାର ଶ୍ୟାମସୁନ୍ଦର ସାହୁ ପୂର୍ବାହ୍ନରେ ସନ୍ତ୍ରୀଛକ ବଜାରରେ ଅଚାନକ ଚଢ଼ଉ କରି କରୋନା…