ନାଲ୍କୋର ଉତ୍କଳ-ଡି କୋଇଲା ବ୍ଲକକୁ ମିଳିଲା ଖଣିପଟ୍ଟା
ଅନୁଗୁଳ: ନାଲ୍କୋକୁ ଗୁରୁବାର ଅପରାହ୍ନରେ ଉତ୍କଳ-ଡି କୋଇଲା ବ୍ଲକର ଖଣି ପଟ୍ଟା ମିଳିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସାଇଁ ଓ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଞ୍ଜୟ କ୍ରୀଷ୍ଣା ପଟେଲଙ୍କ ମଧ୍ୟରେ ନାଲକୋକୁ ଅନୁମୋଦିତ…



