ମାସ୍କ୍ ଯାଞ୍ଚ, ୧୮ ହଜାର ଜରିମାନା
ଅନୁଗୁଳ: ବଅଁରପାଳ ବ୍ଳକ୍ର ସନ୍ତ୍ରୀ ବଜାର ଅଞ୍ଚଳରେ ଶନିବାର ତହସିଲ୍ ପ୍ରଶାସନ ପକ୍ଷରୁ ମାସ୍କ୍ ଯାଞ୍ଚ କରାଯାଇଥିଲା । ତହସିଲଦାର ଜିତେନ୍ଦ୍ର କୁମାର ସାହୁ ଓ ଅତିରିକ୍ତ ତହସିଲଦାର ଶ୍ୟାମସୁନ୍ଦର ସାହୁ ପୂର୍ବାହ୍ନରେ ସନ୍ତ୍ରୀଛକ ବଜାରରେ ଅଚାନକ ଚଢ଼ଉ କରି କରୋନା…
ଅନୁଗୁଳ: ବଅଁରପାଳ ବ୍ଳକ୍ର ସନ୍ତ୍ରୀ ବଜାର ଅଞ୍ଚଳରେ ଶନିବାର ତହସିଲ୍ ପ୍ରଶାସନ ପକ୍ଷରୁ ମାସ୍କ୍ ଯାଞ୍ଚ କରାଯାଇଥିଲା । ତହସିଲଦାର ଜିତେନ୍ଦ୍ର କୁମାର ସାହୁ ଓ ଅତିରିକ୍ତ ତହସିଲଦାର ଶ୍ୟାମସୁନ୍ଦର ସାହୁ ପୂର୍ବାହ୍ନରେ ସନ୍ତ୍ରୀଛକ ବଜାରରେ ଅଚାନକ ଚଢ଼ଉ କରି କରୋନା…
ଅନୁଗୁଳ: କରୋନାର ଦ୍ବିତୀୟ ଲହର ମାଡ଼ିଚାଲିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏ ପରିସ୍ଥିତିରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଜରୁରି ହୋଇପଡ଼ିଛି । କିଶୋରନଗର ବ୍ଲକ୍ ପ୍ରଶାସନ ପକ୍ଷରୁ ଆଜି କଡ଼ାକଡ଼ି ଭାବେ ମାସ୍କ ଯାଞ୍ଚ କରାଯାଇଥିଲା। ତହସିଲଦାର…
ତାଳଚେର: ତାଳଚେର କୃଷି ସେବା ଓ ପରାମର୍ଶ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ କୃଷି ସଚେତନତା ରଥ ଉଦ୍ଘାଟିତ ହୋଇଛି। ତାଳଚେର ପଞ୍ଚାୟତ ସମିତି ଅଧ୍ୟକ୍ଷ ବୃନ୍ଦାବନ ବେହେରା, କୃଷି ରଥର ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ‘ଆତ୍ମା’ର ଅଧ୍ୟକ୍ଷ ନରେଶଚନ୍ଦ୍ର ବେହେରା, ଜିଲ୍ଲା…
ଅନୁଗୁଳ:କରୋନା ସଂକ୍ରମଣ ରୋକିବା ପାଇଁ ପାଳଲହଡ଼ା ଟାଉନରେ ଶୁକ୍ରବାର କଡ଼ାକଡ଼ି ଭାବେ ମାସ୍କ ଯାଞ୍ଚ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା। ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନଙ୍କ ଉପସ୍ଥିତିରେ…
ଅନୁଗୁଳ: ୪ ମାସ ହେଲା ଖାଲି ପଡ଼ିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ(ଡିଆଇପିଆରଓ ) ପଦବୀରେ ଶୁକ୍ରବାର ଦୁଃଖବନ୍ଧୁ ମାଝି ଯୋଗଦାନ କରିଛନ୍ତି । ଶ୍ରୀ ମାଝି ଏହାପୂର୍ବରୁ ଗତ ୫ବର୍ଷ ଧରି ପାଳଲହଡ଼ା ଉପଖଣ୍ଡ ସୂଚନା ଓ…
ଅନୁଗୁଳ: ଓଡ଼ିଶା ଟିଚର୍ ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ଶୁକ୍ରବାର ଅନୁଗୁଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ଅନୁଗୁଳ ସହର ଓ ଏହାର ଉପକଣ୍ଠର ମୋଟ୍ ୫ଟି ସେଣ୍ଟରେ ସମୁଦାୟ ୩୦୭୫ ଜଣ ପରୀକ୍ଷାର୍ଥୀ ଏହି ଟେଷ୍ଟ ଦେଇଥିଲେ ।…
ଅନୁଗୁଳ: ଓଡ଼ିଶାରେ ସକ୍ରିୟ ହୋଇଛନ୍ତି ଗୋମାଫିଆ । ହିନ୍ଦୁମାନଙ୍କ ଆରାଧ୍ୟ ଗୋବଂଶକୁ ଖୋଲାଖୋଲି ହତ୍ୟା ଉଦ୍ଦେଶ୍ୟରେ ଗୋ ତସ୍କରି ଚଳାଇଛନ୍ତି । ଶିଳ୍ପନଗରୀ ଅନୁଗୁଳରେ ମଧ୍ୟ ଗୋ ତସ୍କରି ବଢ଼ିବାରେ ଲାଗିଛି। ଗୋହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ଗୁରୁବାର ବିଶ୍ୱ…
ଅନୁଗୁଳ: ଅନୁଗୁଳ ବଜାର ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଏସପି ଜଗମୋହନ ମୀନାଙ୍କ ନେତୃତ୍ବରେ ମାସ୍କ ଓ ସାମାଜିକ ଦୂରତା ନେଇ ଯାଞ୍ଚ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି। ବସଷ୍ଟାଣ୍ଡ, ସଞ୍ଜିବନୀ ମାର୍କେଟ, ଲକ୍ଷ୍ମୀ ବଜାର, ମୁଖ୍ୟ ବଜାର ଅଞ୍ଚଳରେ ଡାକବାଜୀ ଯନ୍ତ୍ର ସାହାଯ୍ୟରେ…
ଅନୁଗୁଳ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ କଣିହାଁ ବ୍ଲକ୍ର ୧୦ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଇଲାକାରେ ଜଳଛତ୍ର ଖୋଲିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବ ବର୍ଷ ଗୁଡ଼ିକରେ ମାର୍ଚ୍ଚ ୩୧ରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଜଳଛତ୍ର ଖୋଲାଯିବାର…
ଅନୁଗୁଳ: ଅନୁଗୁଳ ନାଲକୋ ପ୍ଲାଣ୍ଟର ଶ୍ରମିକ ନେତା ତଥା ଦୈନିକ ଖବରକାଗଜ 'ଧରିତ୍ରୀ'ର ବଅଁରପାଳ ବ୍ଲକ୍ ପ୍ରତିନିଧି ଉପେନ୍ଦ୍ର ରାଉତଙ୍କ ବାପା ବ୍ରଜବନ୍ଧୁ ରାଉତଙ୍କର ବୁଧବାର ସକାଳେ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ। ନାଲକୋ ପ୍ଲାଣ୍ଟରେ…