ଏମ୍ସିଏଲ୍ ସେଣ୍ଟ୍ରାଲ୍ ହସ୍ପିଟାଲ୍ରେ କୋଭିଡ୍ ଟିକାକରଣ ଆରମ୍ଭ
ଅନୁଗୁଳ: ତାଳଚେର ଏମ୍ସିଏଲ୍ ସେଣ୍ଟ୍ରାଲ୍ ହସ୍ପିଟାଲ୍ରେ ମଙ୍ଗଳବାରଠାରୁ କୋଭିଡ୍ ଟିକାକରଣର ଶୁଭାରମ୍ଭ କରାଯାଇଛି। ଏହି ଟିକାକରଣ କାର୍ଯ୍ୟକ୍ରମରେ ତାଳଚେର କୋଲ୍ ଫିଲଡ୍ସରେ କାର୍ଯ୍ୟରତ ୪୫ ବର୍ଷରୁ ଅଧିକ ବୟସର କର୍ମଚାରୀ ଓ ତାଙ୍କ ପରିବାର ବର୍ଗଙ୍କୁ ଟିକା ଦିଆଯିବ। ଜିଲ୍ଲା ସ୍ୱାସ୍ଥ୍ୟ…



