CADLAB

ଖମାରରେ ଔଷଧ ଦୋକାନ ଯାଞ୍ଚ

0

ଅନୁଗୁଳ: ମଙ୍ଗଳବାର ପାଳଲହଡ଼ା ଉପଖଣ୍ଡର ଖମାରଠାରେ ଥିବା ଔଷଧ ଦୋକାନ ଯାଞ୍ଚ କରିଛନ୍ତି ଡ୍ରଗସ୍ ଇନିସପେକ୍ଟର (ଡିଆଇ) ମୁକ୍ତିନନ୍ଦା ଶତପଥୀ । ପ୍ରାୟ ୧୦ଟି ଦୋକାନ ଯାଞ୍ଚ କରି ଔଷଧପତ୍ର ଓ କାଗଜାତ୍ ଯାଞ୍ଚ କରିଥିଲେ । ଔଷଧର ଅବଧି ସରିଛି କି ନା, ଔଷଧର ବିଲ୍ ଇତ୍ୟାଦି ବୁଝିବା ସହ କେତେକ ଦୋକାନରୁ ଔଷଧ ନମୁନା ସଂଗ୍ରହ କରାଯାଇଥିବା ବେଳେ ତାକୁ ଯାଞ୍ଚ ପାଇଁ ପଠାଯିବ ବୋଲି ଶ୍ରୀମତୀ ଶତପଥୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.