CADLAB
Browsing Tag

Pallahara

ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟ୍‌ବଲ୍ ଉଦ୍‌ଘାଟିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଳଳହଡା ଷ୍ଟାଡିୟମରେ ସୋମବାର ବହୁ ପ୍ରତୀକ୍ଷିତ ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ୨୦୨୧ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଛି । ଉଦଘାଟନୀ ମ୍ୟାଚରେ ଏକ ସଂଘର୍ଷପୂର୍ଣ୍ଣ ଖେଳରେ ତାଳଚେର ଏକାଦଶ…
Read More...

ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରୁ ବଞ୍ଚିତ ସାମ୍ବାଦିକଙ୍କ ବିକ୍ଷୋଭ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଶହେରୁ ଊର୍ଦ୍ଧ୍ବ କାର୍ଯ୍ୟରତ ସାମ୍ୱାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରୁ ବଞ୍ଚିତ ହୋଇଥିବାରୁ ସୋମବାର ବିକ୍ଷୋଭ କରିଛନ୍ତି। ପ୍ରତି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କ ନିମନ୍ତେ ରାଜ୍ୟ…
Read More...

ଫାର୍ମ ହାଉସ୍‌ରୁ ଛେଳି, ଦେଶୀ କୁକୁଡ଼ା ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଇଲାକା ବତିସୁଆଁ ଠାରେ ଥିବା ଏକ ଫାର୍ମ ହାଉସ୍‌ରୁ ଚୋରି ହୋଇଛି। ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଫାର୍ମହାଉସରୁ ୩୦ଟି ଛେଳି ଓ ୨୦ଟି ଦେଶୀ କୁକୁଡ଼ା ଚୋରି କରିଥିବା ଥାନାରେ…
Read More...

ବର୍ଷିଆନ ସାହିତ୍ୟିକଙ୍କୁ ଚାପି ଦେଲା କାର

ଅନୁଗୁଳ: ମଙ୍ଗଳବାର ଦିନ ପ୍ରାୟ ସାଢ଼େ ଏଗାରଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଖମାର କଲେଜ ନିକଟରେ ଏକ କାର ଜଣେ ସାଇକେଲ ଆରୋହୀଙ୍କୁ ଚାପି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି।ସ୍ଥାନୀୟ ନୂଆପଡା ଗାଁର ତ୍ରିଲୋଚନ ପ୍ରଧାନ (୭୫)…
Read More...

ମହିଳାଙ୍କ ବେକ କାଟି ଦେଲେ ଦୁର୍ବୃତ୍ତ

ଅନୁଗୁଳ: ମହିଳାଙ୍କୁ ଛୁରୀ ଭୁଷି ହତ୍ୟା । ଅନୁଗୁଳ ଜିଲ୍ଲା ଖମାର ଥାନା ପାଲଲହଡ଼ା ଆଲୁରି ଗାଁରେ ସୋମବାର ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଛି । ମୃତକ କୁମାରୀ ଶୁଣ୍ଢି ବୋଲି ଜଣାପଡ଼ିଛି । ଖମାର ଥାନା ପୋଲିସ ଘଟଣାସ୍ଥଳରେ…
Read More...

ଅନୁଗୁଳରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୧ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ୫୬ଟି ପ୍ରାକ ମୋକଦମା ଜନିତ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୫୪ଟି…
Read More...

ଗଳା ରାସ୍ତା ସ୍ଥିତି ସମୀକ୍ଷା

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଳଲହଡା ଶିବ ମନ୍ଦିର ଛକରେ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧି କରଣ (ଏନଏଚଏଆଇ) ଅଣ୍ଡର ପାସ ରାସ୍ତା ନିର୍ମାଣ କରିବା ନେଇ ଏକ ପ୍ରତିନିଧି ଦଳ ମଙ୍ଗଳବାର ପାଳଲହଡାରେ ପହଞ୍ଚି ଶିବ ମନ୍ଦିର ଛକ…
Read More...

ଦନ୍ତା ହାତୀର ଗଳିତ ମୃତଦେହ ଠାବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଅନ୍ତର୍ଗତ ଖମାର ରେଞ୍ଜ ବାଲିପଶି ଗାଁ ନିକଟସ୍ଥ ଖସଡ଼ା ଜଙ୍ଗଲରେ ଶନିବାର ଏକ ଦନ୍ତାହାତୀର ଗଳିତ ମୃତଦେହ ଠାବ ହୋଇଛି । ଦନ୍ତାହାତୀର ବୟସ ୨୫ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରୁଛି…
Read More...

ଆବାସ ଟଙ୍କା ହଡ଼ପ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ନମପଶି ପଂଚାୟତର କଂଟାନାଳି ଓ ନମଗାଁର ଲୋକମାନେ ସୋମବାର ପାଳଳହଡା ଉପଜିଲ୍ଲାପାଳ ଅଜିତ ପ୍ରଧାନଙ୍କୁ ଭେଟି ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।…
Read More...

ଚୋରି କରି ଜଣେ ଗିରଫ

ଅନୁଗୁଳ: ଘରେ ପଶି ଚୋରି କରିବା ଅଭିଯୋଗରେ ପାଳଲହଡ଼ା ପୁଲିସ  ବୁଧବାର ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖରେ ପାଲଲହଡ଼ା ଅ ଳର ମମତା ମହାନ୍ତଙ୍କ ପରିବାର ଲୋକ ରାତିରେ ଖାଇସାରି…
Read More...