ସାଂସଦଙ୍କର ଅଭିଯୋଗ ପ୍ରକୋଷ୍ଠ ବନ୍ଦ
ଅନୁଗୁଳ: ଦିନକୁ ଦିନ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଢେଙ୍କାନାଳ ସାଂସଦ ମହେଶ ସାହୁ ଚଳିତ ଅପ୍ରେଲ୍ ଓ ମେ’ ମାସ ପାଇଁ ଅଭିଯୋଗ ପ୍ରକୋଷ୍ଠକୁ ବନ୍ଦ କରିଛନ୍ତି । ତାଳଚେର ଥର୍ମାଲ୍ ଓ ଢେଙ୍କାନାଳ ଠାରେ ସାଂସଦ ଶ୍ରୀ…
ଅନୁଗୁଳ: ଦିନକୁ ଦିନ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଢେଙ୍କାନାଳ ସାଂସଦ ମହେଶ ସାହୁ ଚଳିତ ଅପ୍ରେଲ୍ ଓ ମେ’ ମାସ ପାଇଁ ଅଭିଯୋଗ ପ୍ରକୋଷ୍ଠକୁ ବନ୍ଦ କରିଛନ୍ତି । ତାଳଚେର ଥର୍ମାଲ୍ ଓ ଢେଙ୍କାନାଳ ଠାରେ ସାଂସଦ ଶ୍ରୀ…
ଅନୁଗୁଳ: କରୋନା ସଂକ୍ରମଣ ରୋକିବା ପାଇଁ ମଙ୍ଗଳବାର ବଅଁରପାଳ ସାପ୍ତାହିକ ହାଟ ଦୁଇଟି ଜାଗାରେ ଅନୁଷ୍ଠିତ ହୋଇଛି। ପୁରୁଣାହାଟରେ ଆଳୁ, ପିଆଜ ବ୍ୟବସାୟୀ ଓ ବଅଁରପାଳ ହାଇସ୍କୁଲ ପଡ଼ିଆରେ ଅନ୍ୟ ବେପାରୀଙ୍କୁ ବସାଯାଇଥିଲା। ମାସ୍କ ପିନ୍ଧିବା, ଦୋକାନ ଆଗରେ ଗହଳି ନକରି…
ଅନୁଗୁଳ: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର(ଡିଆରଡିଏ)ର ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ସାହୁଙ୍କର ବଦଳି ହୋଇଛି। ତାଙ୍କ ସ୍ଥାନରେ ତାଳଚେର ଉପଜିଲ୍ଲାପାଳ ଥିବା ରଜନୀକାନ୍ତ ସ୍ବାଇଁଙ୍କର ଏହି ପଦବିକୁ ପଦୋନ୍ନତି ହୋଇଛି।ଏଥିନେଇ ମଙ୍ଗଳବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ,…
ଅନୁଗୁଳ: ବଅଁରପାଳ ବ୍ଲକ୍ କୁଲାଡ଼ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ଆଲୁମିନିୟମ ହାଇସ୍କୁଲ୍ ପରିସରରେ କରୋନା କଟକଣା ସହିତ ଅନୁଷ୍ଠିତ ହୋଇଛି। ସଂଘର ୫ଟି ପଦବି ପାଇଁ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ। ମୋଟ ୨୮୧ ଜଣ…
ଅନୁଗୁଳ: ହଷ୍ଟେଲ ଫି’କୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି କଲେଜ ଛାତ୍ରୀ । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଗ୍ରୀମ ଫି’ ଆଦାୟକୁ ବିରୋଧ କରି ରବିବାର ଅନୁଗୁଳ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ରାସ୍ତାରୋକ କରିଥିଲେ ହଷ୍ଟେଲରେ ରହୁଥିବା ବହୁ ଛାତ୍ରୀ। ସରକାରୀ ମହାବିଦ୍ୟାଳୟର ହଷ୍ଟେଲ…
ଅନୁଗୁଳ: କଣିହାଁ ବ୍ଲକ୍ ଅର୍କିଳ ଗାଁ ବ୍ରାହ୍ମଣୀ ନଦୀକୂଳରେ ଗଢ଼ିଉଠିଥିବା ବେଆଇନ ମାଟିଇଟା ଭାଟିରେ ପ୍ରଶାସନ ପକ୍ଷରୁ ଶନିବାର ଚଢ଼ଉ କରାଯାଇଛି। ମେସିନ ଲଗାଇ ହଜାର ହଜାର ଇଟା ନଷ୍ଟ କରାଯାଇଛି। ତହସିଲ ସୂତ୍ରରୁ ପ୍ରକାଶ, ବେଦପ୍ରକାଶ ପ୍ରଧାନ ଓ ପିଣ୍ଟୁ…
ଅନୁଗୁଳ: ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ଏପ୍ରିଲ ପହିଲାରୁ ସତ୍ୟବ୍ରତ ଦାସ ନାମକ ଜଣେ ଯୁବକ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି । ଏହି କ୍ରମରେ ଗୁରୁବାର ସତ୍ୟବ୍ରତ ତାଳଚେର ବସଷ୍ଟାଣ୍ଡଠାରେ ପହଞ୍ଚିବା…
ଅନୁଗୁଳ: କିଶୋରନଗର ବ୍ଳକ୍ର ବ୍ୟବସାୟିକ ପେଣ୍ଠସ୍ଥଳ ବଇଣ୍ଡା ଶାହା କମ୍ପ୍ଲେକ୍ସଠାରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ ଅନୁଗୁଳ ଶାଖା ପକ୍ଷରୁ ଏକ ପାନୀୟ ଜଳ ପ୍ରକଳ୍ପ ଗୁରୁବାର ଉଦ୍ଘାଟିତ ହୋଇଯାଇଛି। ଏହି ପ୍ରକଳ୍ପ ଦ୍ବାରା ବଇଣ୍ଡା ବଜାରର ଜନସାଧାରଣ ଥଣ୍ଡା, ଶୁଦ୍ଧ…
ଅନୁଗୁଳ: ତାଳଚେରର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ। ସୂଚନା ଅନୁଯାୟୀ, ଆରପିଡ଼ିଏସି ବୈଠକ ନିୟମିତ ନ ବସିବା, କୋଇଲା ଖଣି ଗର୍ଭ ମଧ୍ୟରେ ତାଳଚେର ଥର୍ମାଲ ପକ୍ଷରୁ ପଡୁଥିବା ପାଉଁଶ…
ଅନୁଗୁଳ: କରୋନା ସଂକ୍ରମଣ କ୍ଷୀପ୍ର ଗତିରେ ବଢ଼ି ଚାଲିଥିବା ବେଳେ ଏହାର ଭୟବହତାକୁ ଦୃଷ୍ଟିରେ ରଖି ଯୁକ୍ତ ୩ର ସମସ୍ତ ପରୀକ୍ଷାକୁ ଅନ୍ଲାଇନ୍ରେ କରିବାକୁ ଦାବି ହୋଇଛି । ଶୁକ୍ରବାର ପୂର୍ବାହ୍ନରେ ଏହି ଦାବି ନେଇ ଅନୁଗୁଳ ମହିଳା କଲେଜର ଛାତ୍ରୀମାନେ…