ବିଶ୍ଵ ଓଜୋନ ଦିବସ ପାଳନ
ଅନୁଗୁଳ: ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶ୍ଵ ଓଜୋନ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା. ନୀଳାଞ୍ଚଳ ପଟେଲଙ୍କ ତତ୍ତ୍ୱାବଧାନରେ ପାଳନ କରାଯାଇଛି। ଏହି ଅବସରରେ ଓଜୋନ ସ୍ତରର ସଂରକ୍ଷଣ ଓ ଏହାର କ୍ଷୟ ଜନିତ ବିପଦ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ପଦାର୍ଥ…