ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଇନ ଶିବିର, କିନ୍ନରଙ୍କ ଅଧିକାର ନେଇ ସଚେତନତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଦାମୋଦର ରଥଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଶିମିଳିପଡା ସ୍ଥିତ ମେଡିକ୍ସ କାର୍ଯ୍ୟାଳୟରେ ଏକ ଆଇନ ସଚେତନତା ଶିବିର ଅନଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ନାୟକ ଭର୍ଚୁଆଳରେ ଯୋଗ…

Continue Readingଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଇନ ଶିବିର, କିନ୍ନରଙ୍କ ଅଧିକାର ନେଇ ସଚେତନତା

​କୋରକୋରା ଗ୍ରାମରେ ଭବ୍ୟ ଅଷ୍ଟପ୍ରହରୀ ସମ୍ପନ୍ନ: ୫ ହଜାର ଶ୍ରଦ୍ଧାଳୁ ପାଇଲେ ପ୍ରସାଦ

କଟକ: କଟକ ଜିଲା କୋରକୋରା ଗ୍ରାମରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ତିନି ଦିନିଆ ଭବ୍ୟ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୫ଟି…

Continue Reading​କୋରକୋରା ଗ୍ରାମରେ ଭବ୍ୟ ଅଷ୍ଟପ୍ରହରୀ ସମ୍ପନ୍ନ: ୫ ହଜାର ଶ୍ରଦ୍ଧାଳୁ ପାଇଲେ ପ୍ରସାଦ

ଅନୁଗୁଳରେ ଲର୍ଣ୍ଣିଂ ମଡେଲ୍‌ ଲ୍ୟାବ୍‌ର ଉଦଘାଟନ କଲେ ନବୀନ ଜିନ୍ଦଲ, ‘ସଂକଳ୍ପ’ ଜିମ୍ ଏବଂ ‘ସମୃଦ୍ଧି’ ମାର୍କେଟ୍ କମ୍ପ୍ଲେକ୍ସର କଲେ ଲୋକାର୍ପଣ

ଅନୁଗୁଳ: କୌଶଳ ବିକାଶକୁ ସୁଦୃଢ଼ କରିବା ଏବଂ ଭବିଷ୍ୟତ ପାଇଁ ମାନବଶକ୍ତିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କୁରୁକ୍ଷେତ୍ରର ସାଂସଦ ତଥା ଜିନ୍ଦଲ ଷ୍ଟିଲ୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଆଜି ଅନୁଗୁଳର ନବୀନ ଜିନ୍ଦଲ ସ୍କିଲ୍ ସେଣ୍ଟରରେ…

Continue Readingଅନୁଗୁଳରେ ଲର୍ଣ୍ଣିଂ ମଡେଲ୍‌ ଲ୍ୟାବ୍‌ର ଉଦଘାଟନ କଲେ ନବୀନ ଜିନ୍ଦଲ, ‘ସଂକଳ୍ପ’ ଜିମ୍ ଏବଂ ‘ସମୃଦ୍ଧି’ ମାର୍କେଟ୍ କମ୍ପ୍ଲେକ୍ସର କଲେ ଲୋକାର୍ପଣ

ପାଣି ପଞ୍ଚାୟତ ପକ୍ଷ: ଗାଁ ଗାଁ ବୁଲି ଜନଜାଗରଣ ସୃଷ୍ଟି ପାଇଁ ଉଦଘାଟନ ହେଲା ସଚେତନତା ରଥ

ଅନୁଗୁଳ: ଜଳର ସୁପରିଚାଳନା ଓ ସୁବିନିଯୋଗ ପାଇଁଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ପାଳିତ ହେଉଛି ପାଣି ପଞ୍ଚାୟତ ପକ୍ଷ। ଏ ଅବସରରେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ବାହାରିଛି ସଚେତନତା ରଥ। ଅତିରିକ୍ତ ଜିଲ୍ଲାପାଳ ଉଦୟ…

Continue Readingପାଣି ପଞ୍ଚାୟତ ପକ୍ଷ: ଗାଁ ଗାଁ ବୁଲି ଜନଜାଗରଣ ସୃଷ୍ଟି ପାଇଁ ଉଦଘାଟନ ହେଲା ସଚେତନତା ରଥ

ପି.ବି.କେ ହାଇସ୍କୁଲରେ ଆଇନ ସଚେତନତା ସପ୍ତାହ ପାଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଁଅରପାଳସ୍ଥିତ ପାଞ୍ଚଗଡ଼ ବିଜୟ କୁମାର ଉଚ୍ଚ ବିଦ୍ୟାଳୟରେ ସ୍ଥାନୀୟ ଜେଏମଏଫସି କୋର୍ଟର ତାଲୁକ ଆଇନ ସେବା କମିଟି ପକ୍ଷରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କୋର୍ଟର ମହିଳା ବିଚାରପତି ତଥା ତାଲୁକ…

Continue Readingପି.ବି.କେ ହାଇସ୍କୁଲରେ ଆଇନ ସଚେତନତା ସପ୍ତାହ ପାଳନ

ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ମନୋନୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ନାକିଚି ସ୍ଥିତ ମା ମାହେଶ୍ୱରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ବୈଠକରେ ନୂତନ କର୍ମକର୍ତ୍ତାଙ୍କ ମନୋନୟନ ହୋଇଛି। ନୂତନ ସଭାପତି…

Continue Readingପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ମନୋନୀତ

ବଇଣ୍ଡା କଲେଜରେ ବାଲ୍ୟ ବିବାହ ବିରୋଧୀ ବକ୍ତୃତା ପ୍ରତିଯୋଗିତା, କୁପ୍ରଭାବ ବିଷୟରେ ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଠାରେ ଜନତା ମହାବିଦ୍ୟାଳୟରେ ବିଶ୍ଵ ଯୁବ କେନ୍ଦ୍ର ଦ୍ଵାରା ପରିଚାଳିତ ଆକ୍ସେସ ଟୁ ଜସ୍ଟିସ କାର୍ଯ୍ୟକ୍ରମ ଓ ତ୍ରିଧାର ସାହିତ୍ୟ ସଂସଦର ମିଳିତ ଉଦ୍ୟମରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ…

Continue Readingବଇଣ୍ଡା କଲେଜରେ ବାଲ୍ୟ ବିବାହ ବିରୋଧୀ ବକ୍ତୃତା ପ୍ରତିଯୋଗିତା, କୁପ୍ରଭାବ ବିଷୟରେ ଆଲୋଚନା

ଭାରତ ବିକାଶ ପରିଷଦ ପକ୍ଷରୁ ବାଲ ସଂସ୍କାର ଶିବିର

ଅନୁଗୋଳ: ଭାରତ ବିକାଶ ପରିଷଦ,ଅନୁଗୁଳ ଶାଖା ପକ୍ଷରୁ ପିଟିସି ଉଚ୍ଚ ବିଦ୍ୟାଳୟ ଠାରେ ବାଲ ସଂସ୍କାର ଶିବିର ୨୦୨୫ ଆୟୋଜିତ ହୋଇ ଯାଇଛି। ପରିଷଦର ସଭାପତି ଶାନ୍ତନୁ କୁମାର ସରଙ୍କ ଅଧ୍ୟକ୍ଷତାରେ ତ୍ରିଦିବସୀୟ ଏହି ଶିବିରକୁ ଅନୁଗୁଳ ଚିନ୍ମୟ ମିଶନର ସ୍ୱାମିନୀ…

Continue Readingଭାରତ ବିକାଶ ପରିଷଦ ପକ୍ଷରୁ ବାଲ ସଂସ୍କାର ଶିବିର

ଅସହାୟଙ୍କୁ କମ୍ବଳ ବାଣ୍ଟିଲେ ଯୁବ ନେତା ସୌମ୍ୟରଞ୍ଜନ

ଅନୁଗୁଳ: ଚଳିତ ବର୍ଷର ଶୀତ ଗତ ଦଶ ବର୍ଷର ରେକର୍ଡ ଭାଙ୍ଗି ଦେଇଛି।ଗତ ଏକ ମାସରୁ ଉର୍ଦ୍ଧ୍ବ ହେବ ଅନୁଗୁଳର ତାପମାତ୍ରା ଆଠ ଡିଗ୍ରୀରୁ ଦଶ ଡିଗ୍ରୀ ମଧ୍ୟରେ ରହୁଛି। ପ୍ରଚଣ୍ଡ ଶୀତ ଯୋଗୁଁ ବାସହୀନ ଅସହାୟ ଯାଯାବର ସମ୍ପ୍ରଦାୟର ଲୋକ…

Continue Readingଅସହାୟଙ୍କୁ କମ୍ବଳ ବାଣ୍ଟିଲେ ଯୁବ ନେତା ସୌମ୍ୟରଞ୍ଜନ

ଏ.ଆଇ.ଡି.ଏସ୍.ଓ.ର ୭୨ତମ ପ୍ରତିଷ୍ଠା ଦିବସ:ଶିକ୍ଷା ସମସ୍ୟା ବିରୋଧରେ ଛାତ୍ର ଆନ୍ଦୋଳନ ପାଇଁ ଆହ୍ୱାନ

ଅନୁଗୁଳ: ଅଲ୍ ଇଣ୍ଡିଆ ଡି.ଏସ୍.ଓ.ର ୭୨ତମ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ ହୋଇଛି। ଏ ଅବସରରେ ଶିକ୍ଷକପଡ଼ା ଅଫିସ୍ ପ୍ରାଙ୍ଗଣରେ ସଂଗଠନର ରକ୍ତପତାକା ଉତ୍ତୋଳନ କରାଯିବା ସହ ଶିକ୍ଷା ଆନ୍ଦୋଳନର ଶହୀଦଙ୍କ ଉଦ୍ଦେଶ୍ୟରେ ଶହୀଦ ସ୍ତମ୍ଭରେ ପୁଷ୍ପଗୁଚ୍ଛ ଅର୍ପଣ କରାଯାଇଛି। ଡି.ଏସ୍.ଓ.…

Continue Readingଏ.ଆଇ.ଡି.ଏସ୍.ଓ.ର ୭୨ତମ ପ୍ରତିଷ୍ଠା ଦିବସ:ଶିକ୍ଷା ସମସ୍ୟା ବିରୋଧରେ ଛାତ୍ର ଆନ୍ଦୋଳନ ପାଇଁ ଆହ୍ୱାନ