ଉତ୍ତରପଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଉତ୍ତରପଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଶତପଥୀଙ୍କ ତତ୍ତ୍ୱାବଧାନରେ ଶନିବାର ଅନୁଷ୍ଠିତ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ମୁଖ୍ୟ ବକ୍ତା…

Continue Readingଉତ୍ତରପଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

ପୁଲୱାମାରେ ପ୍ରାଣ ହରାଇଥିବା ସହିଦ୍ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଶାବଳଭଙ୍ଗା ବାସୀ

ଅନୁଗୁଳ: ପୁଲୱାମାରେ ପ୍ରାଣ ହରାଇଥିବା ସହିଦ୍ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନୁଗୁଳ ବ୍ଲକ ଅନ୍ତର୍ଗତ ଶାବଳ ଭଙ୍ଗା ଗ୍ରାମବାସୀ। ଶୁକ୍ରବାର ସନ୍ଧ୍ୟାରେ ଗାଁର ଯୁବକ, ସ୍କୁଲ ଛାତ୍ର ଏବଂ କିଛି ସ୍ବେଚ୍ଛାସେବୀ ଏକ ବିରାଟ ରାଲି କରି ଗ୍ରାମ ପରିକ୍ରମା…

Continue Readingପୁଲୱାମାରେ ପ୍ରାଣ ହରାଇଥିବା ସହିଦ୍ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଶାବଳଭଙ୍ଗା ବାସୀ

ହେମସୁରପଡାରେ ଅଷ୍ଟ ପ୍ରହରୀ ଆୟୋଜିତ, ପ୍ରଭୁ କୃପା ଲାଭ କଲେ ହଜାର ହଜାର ଶ୍ରଦ୍ଧାଳୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହେମସୁରପଡା ସ୍ଥିତ ୟୁନାଇଟେଡ଼ ୟୁଥ କ୍ଲବ ପ୍ରାଙ୍ଗଣରେ ଅଷ୍ଟ ପ୍ରହରୀ ଅନୁଷ୍ଠିତ ହେଇଛି। ଗତ ତିନି ଦିନ ଧରି ଚାଲିଥିବା ଏହି ଅଷ୍ଟ ପ୍ରହରୀର ପ୍ରଥମ ଦିନ କଳସ ଯାତ୍ରା ଏବଂ ଅଧିବାସ ପୂଜା ହୋଇଥିଲା। ଦ୍ଵିତୀୟ…

Continue Readingହେମସୁରପଡାରେ ଅଷ୍ଟ ପ୍ରହରୀ ଆୟୋଜିତ, ପ୍ରଭୁ କୃପା ଲାଭ କଲେ ହଜାର ହଜାର ଶ୍ରଦ୍ଧାଳୁ

ଅନନ୍ତ ଡିଏଭିରେ ସ୍ଵାମୀ ଦୟାନନ୍ଦ ସରସ୍ଵତୀଙ୍କ ୨୦୧ ତମ ଜୟନ୍ତୀ ପାଳିତ, ଯଜ୍ଞ ସମ୍ପାଦନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନନ୍ତବିହାର ଜଗନ୍ନାଥ କ୍ଷେତ୍ର ମହାନଦୀ କୋଲ୍ ଫିଲ୍ଡ଼ ଅନ୍ତର୍ଗତ ଡି.ଏ.ଭି. ପବ୍ଲିକ୍ ସ୍କୁଲରେ ବେଦ ଉଦ୍ଧାରକ ତଥା ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ସ୍ଵାମୀ ଦୟାନନ୍ଦ ସରସ୍ବତୀଙ୍କ ୨୦୧ ତମ ଜୟନ୍ତୀ ପାଳିତ ହୋଇଛି। ଆୟୋଜିତ ଉତ୍ସବରେ ବିଦ୍ୟାଳୟର…

Continue Readingଅନନ୍ତ ଡିଏଭିରେ ସ୍ଵାମୀ ଦୟାନନ୍ଦ ସରସ୍ଵତୀଙ୍କ ୨୦୧ ତମ ଜୟନ୍ତୀ ପାଳିତ, ଯଜ୍ଞ ସମ୍ପାଦନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବଡ଼ଯୋରଡ଼ା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ଯା ମନ୍ଦିରରେ ‘ବିଦ୍ୟାର୍ଥୀ ମାର୍ଗଦର୍ଶନ’ କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଡ଼ଯୋରଡ଼ା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ଯା ମନ୍ଦିରରେ ୬ଷ୍ଠ ରୁ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାର୍ଥୀ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେରର ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ…

Continue Readingବଡ଼ଯୋରଡ଼ା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ଯା ମନ୍ଦିରରେ ‘ବିଦ୍ୟାର୍ଥୀ ମାର୍ଗଦର୍ଶନ’ କାର୍ଯ୍ୟକ୍ରମ ଆୟୋଜିତ

ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟାମନ୍ଦିରର ୧୬ ତମ ବାର୍ଷିକ ଉତ୍ସବ ଆୟୋଜିତ, ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ସହରର ହାଟଛକ ସ୍ଥିତ ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିରର ୧୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରଧାନ ଆଚାର୍ଯ୍ୟ ପବିତ୍ର ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ…

Continue Readingଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟାମନ୍ଦିରର ୧୬ ତମ ବାର୍ଷିକ ଉତ୍ସବ ଆୟୋଜିତ, ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ

ଅନୁଗୁଳ ଓକିଲ ସଂଘର ସାଧାରଣ ବୈଠକ: ବରିଷ୍ଠ ଆଇନ୍‌ଜୀବୀ ପ୍ରମୋଦ କୁମାର ପ୍ରଧାନଙ୍କୁ ନିର୍ବାଚନ ଅଧିକାରୀ ଦାୟିତ୍ୱ

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ସାଧାରଣ ବୈଠକ ଆୟୋଜିତ ହୋଇଛି। ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସଂଘର ବାର୍ଷିକ ଆୟବ୍ୟୟର ହିସାବ, ନିର୍ବାଚନ ଅଧିକାରୀ ଚୟନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏ ଅବସରରେ…

Continue Readingଅନୁଗୁଳ ଓକିଲ ସଂଘର ସାଧାରଣ ବୈଠକ: ବରିଷ୍ଠ ଆଇନ୍‌ଜୀବୀ ପ୍ରମୋଦ କୁମାର ପ୍ରଧାନଙ୍କୁ ନିର୍ବାଚନ ଅଧିକାରୀ ଦାୟିତ୍ୱ

ଉଦ୍ୟୋଗିକ ନିରାପତ୍ତା ଉପରେ ସେମିନାର

ଅନୁଗୁଳ: ଅନୁଗୁଳ ସ୍ୱାୟଂଶାସିତ ମହାବିଦ୍ୟାଳୟରେ ଉଦ୍ୟୋଗିକ ନିରାପତ୍ତା ସମ୍ପର୍କିତ ଏକ ସେମିନାର ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ବିଭାଗ ପକ୍ଷରୁ ଏହି ସେମିନାର ଆୟୋଜିତ ହୋଇଥିଲା। ପ୍ରଥମେ ପଦାର୍ଥ ବିଜ୍ଞାନ  ବିଭାଗର ମୁଖ୍ୟ ଡା…

Continue Readingଉଦ୍ୟୋଗିକ ନିରାପତ୍ତା ଉପରେ ସେମିନାର

ତାଳଚେରର ସମାଜସେବୀ କ୍ଷୀରୋଦ ସାହୁଙ୍କୁ ସମ୍ମାନିତ କଲେ ରାଜସ୍ୱ ମନ୍ତ୍ରୀ

ଅନୁଗୁଳ: ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ)ର ୫ମ ବାର୍ଷିକ ଉତ୍ସବ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ତାଳଚେର ସମାଜସେବୀ କ୍ଷୀରୋଦ ସାହୁଙ୍କୁ ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ…

Continue Readingତାଳଚେରର ସମାଜସେବୀ କ୍ଷୀରୋଦ ସାହୁଙ୍କୁ ସମ୍ମାନିତ କଲେ ରାଜସ୍ୱ ମନ୍ତ୍ରୀ

ପୂଜା ପ୍ରସାଦ ବଢ଼ାକୁ ନେଇ ଗଣ୍ଡଗୋଳ: ଖଣ୍ଡା ଚୋଟରେ ଜଣେ ଗୁରୁତର

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ତିନିଟା ସମୟରେ ବ୍ରାହ୍ମଣୀଦେଇ ପଡାରେ ଦୁର୍ବୁତ୍ତଙ୍କ ଖଣ୍ଡା ଚୋଟରେ ଜଣେ ଗୁରୁତର ହୋଇଛି। ଅଭିଯୋଗ ମୁତାବକ ସାହିରେ ସରସ୍ବତୀ ପୂଜା ଅନ୍ନ ପ୍ରସାଦ ବଢ଼ା ଯାଉଥିବା ବେଳେ ସାହିର ମନୋଜ ନାୟକ ଓ ଶିବ ପ୍ରସାଦ…

Continue Readingପୂଜା ପ୍ରସାଦ ବଢ଼ାକୁ ନେଇ ଗଣ୍ଡଗୋଳ: ଖଣ୍ଡା ଚୋଟରେ ଜଣେ ଗୁରୁତର