ସୁଭଦ୍ରାଙ୍କୁ ନ୍ୟାୟ ଦାବି: ଏସପିଙ୍କୁ ଭେଟିଲା ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ
ଅନୁଗୁଳ: ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ଅନୁବନ୍ଧିତ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ (ଏଡିୟୁଜେ) ପକ୍ଷରୁ କଣିହାଁ ଅଞ୍ଚଳର ସୁଭଦ୍ରା ପଦିଲୀଙ୍କ ପରିବାରଙ୍କୁ ନ୍ୟାୟ ସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କୁ ଦାବି କରିଛନ୍ତି।…




