ସା ଫାଉଣ୍ଡେସନର ଦଶମ ସଂସ୍କରଣର ପ୍ରଥମ ଜନଜାତି ମହୋତ୍ସବ ଉଦଯାପିତ, ଆଦିବାସୀ ଲୋକ ସଂସ୍କୃତିକୁ ପ୍ରଶଂସା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ମୀନା ବଜାର ପଡ଼ିଆରେ ସା ଫାଉଣ୍ଡେସନର ଦଶମ ସଂସ୍କରଣର ପ୍ରଥମ ଜନଜାତି ମହୋତ୍ସବ ଉଦଯାପିତ ହୋଇଛି। ଶେଷ ଦିବସରେ ମୁଖ୍ୟ ପୃଷ୍ଠପୋଷାକ ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ…

Continue Readingସା ଫାଉଣ୍ଡେସନର ଦଶମ ସଂସ୍କରଣର ପ୍ରଥମ ଜନଜାତି ମହୋତ୍ସବ ଉଦଯାପିତ, ଆଦିବାସୀ ଲୋକ ସଂସ୍କୃତିକୁ ପ୍ରଶଂସା

ଫେସନ୍ ‘ସୋ’ କନିଷ୍ଠ ବିଭାଗରେ ଦିବ୍ୟାଂଶି ବିଜେତା

ଅନୁଗୁଳ: ସ୍ଥାନୀୟ ସଭା ଘରେ ଗ୍ଲେମର ଅଫ ଓଡ଼ିଶା ସିଜନ୍-୨ ୨୦୨୪ ଗତ ରବିବାର ଆୟୋଜିତ ହୋଇଯାଇଛି। ଏହି ଫେସନ୍ 'ସୋ' ର ସବ ଜୁନିଅର ବିଭାଗରେ ତାଳଚେର ଡିଏଭି ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ରୀ ଦିବ୍ୟାଂଶି ନନ୍ଦ ବିଜେତା ହୋଇଛନ୍ତି।…

Continue Readingଫେସନ୍ ‘ସୋ’ କନିଷ୍ଠ ବିଭାଗରେ ଦିବ୍ୟାଂଶି ବିଜେତା

ଅସୁସ୍ଥ ପ୍ରେସ କ୍ଳବ୍ ସଭାପତିଙ୍କୁ ସହାୟତା

ଅନୁଗୁଳ: ଅନୁଗୁଳ ପ୍ରେସ କ୍ଳବ୍ ସଭାପତି ତଥା ସାପ୍ତାହିକ ସମାଚାରର ବର୍ଷୀୟାନ ସମ୍ପାଦକ ବସନ୍ତ କୁମାର ଜେନା ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବାରୁ ଖବରପାଇ ଆଜି ଓୟୁଜେର ଜିଲ୍ଲା ସଭାପତି ଅଜିତ୍ କୁମାର ଧର, ସମ୍ପାଦକ ସ୍ଵାଧୀନ କୁମାର ସାମଲ ଏବଂ…

Continue Readingଅସୁସ୍ଥ ପ୍ରେସ କ୍ଳବ୍ ସଭାପତିଙ୍କୁ ସହାୟତା

ଜୀବ ନିଷ୍ଠୁରତା ନିରୋଧ ସମ୍ଵନ୍ଧୀୟ ସଚେତନତା କାର୍ଯ୍ୟକ୍ରମ: ଜୀବେଦୟାକୁ ଗୁରୁତ୍ୱ, ଜୀବଜନ୍ତୁଙ୍କୁ ନିର୍ଯାତନା ରୋକିବାକୁ ଆହ୍ୱାନ

ଅନୁଗୁଳ: ତାଳଚେର ବଲ୍ଳହର ଛକ ସ୍ଥିତ ସାମାଜିକ ଅନୁଷ୍ଠାନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ୍ ତରଫରୁ ସ୍ଥାନୀୟ ଧରମପୁର୍ ଠାରେ ମା' ମଙ୍ଗଳା ଉତ୍ପାଦକ ଦଳ ସଦସ୍ୟାଙ୍କୁ ନେଇ ଜୀବ ନିଷ୍ଠୁରତା ନିରୋଧ ସମ୍ଵନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି। ଏ ଅବସରରେ…

Continue Readingଜୀବ ନିଷ୍ଠୁରତା ନିରୋଧ ସମ୍ଵନ୍ଧୀୟ ସଚେତନତା କାର୍ଯ୍ୟକ୍ରମ: ଜୀବେଦୟାକୁ ଗୁରୁତ୍ୱ, ଜୀବଜନ୍ତୁଙ୍କୁ ନିର୍ଯାତନା ରୋକିବାକୁ ଆହ୍ୱାନ

ବ୍ଲକସ୍ତରୀୟ ଶିଶୁ ଉତ୍ସବ ପାଳିତ, ୨୦ ଜଣ ପ୍ରତିଯୋଗୀ ଚୟନିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ହାଇସ୍କୁଲ ପରିସରରେ ଶନିବାର ବ୍ଲକସ୍ତରୀୟ ଶିଶୁ ଉତ୍ସବ ପାଳିତ ହୋଇଛି। ଏଥିରେ ବ୍ଲକର ୧୨ ଟି ହାଇସ୍କୁଲର ୭୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେଥିମଧ୍ୟରୁ…

Continue Readingବ୍ଲକସ୍ତରୀୟ ଶିଶୁ ଉତ୍ସବ ପାଳିତ, ୨୦ ଜଣ ପ୍ରତିଯୋଗୀ ଚୟନିତ

ବନ୍ତଳାରେ ଗଜ ସାଥୀଙ୍କ ଦକ୍ଷତାବୃଦ୍ଧିି କର୍ମଶାଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଗଜ ସାଥୀଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ଅନୁଗୁଳ ବନଖଣ୍ଡ ଅଧିକାରୀ,ସ୍ନେହ ସଂସ୍ଥାର ପ୍ରତିନିଧି,ବନ୍ତଳା ରେଞ୍ଜ ଅଫିସର,ଗଜ ସାଥୀ ଅବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ…

Continue Readingବନ୍ତଳାରେ ଗଜ ସାଥୀଙ୍କ ଦକ୍ଷତାବୃଦ୍ଧିି କର୍ମଶାଳା

ଏନଟିପିସି ଏମ୍ପ୍ଲୋଇଜ୍ ୟୁନିୟନ ନିର୍ବାଚନ: ୨୮୪ ଖଣ୍ଡ ଭୋଟ ପାଇ ଆଇଏନଟିୟୁସି ବିଜୟୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁସ୍ଥ ଏନଟିପିସି ଏମ୍ପ୍ଲୋଇଜ୍ ୟୁନିୟନ ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଛି। ନିର୍ବାଚନରେ ଏନଟିପିସି ଏମ୍ପ୍ଲଇଜ ୟୁନିୟନ(ଆଇଏନଟିୟୁସି) ବିଜୟୀ ହୋଇଛି। ବୁଧବାର ଏନଟିପିସି ପ୍ଲାଣ୍ଟ ଭିତରେ ଥିବା ଫାୟାର ଷ୍ଟେସନ ଠାରେ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଥିଲା। ସମୁଦାୟ…

Continue Readingଏନଟିପିସି ଏମ୍ପ୍ଲୋଇଜ୍ ୟୁନିୟନ ନିର୍ବାଚନ: ୨୮୪ ଖଣ୍ଡ ଭୋଟ ପାଇ ଆଇଏନଟିୟୁସି ବିଜୟୀ

ଓଡ଼ିଶାରେ ନାରୀ ଜାଗରଣର ଅଗ୍ରଦୂତିକା ତଥା ସ୍ଵାଧୀନତା ସଂଗ୍ରାମୀ ରମାଦେବୀଙ୍କ ୧୨୫ ତମ ଜୟନ୍ତୀ ପାଳିତ

ଅନୁଗୁଳ: ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ସ୍ଵାଧୀନତା ସଂଗ୍ରାମୀ ରମାଦେବୀଙ୍କ ୧୨୫ ତମ ଜୟନ୍ତୀ ପାଳିତ ହୋଇଛି। ବାଜି ରାଉତ ଛାତ୍ରାବାସ ସମ୍ପାଦକ ଇଂ ଧନେଶ୍ଵର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପ୍ରାକ୍ତନ ଇତିହାସ ପ୍ରାଧ୍ୟାପିକା ତଥା ଗବେଷିକା ଡଃ…

Continue Readingଓଡ଼ିଶାରେ ନାରୀ ଜାଗରଣର ଅଗ୍ରଦୂତିକା ତଥା ସ୍ଵାଧୀନତା ସଂଗ୍ରାମୀ ରମାଦେବୀଙ୍କ ୧୨୫ ତମ ଜୟନ୍ତୀ ପାଳିତ

ଉତ୍କର୍ଷ ପରିବାରଙ୍କୁ ପ୍ରକୃତି ମିତ୍ର ଓ ସୁଶାନ୍ତ କୁମାର ଦାସଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

ଅନୁଗୁଳ : ଅନୁଗୁଳ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଅବଦୁଲ ଅଖତର, ଆର.ସି.ସି.ଏଫ ସୁଧାଂଶୁ ଶେଖର ଖୋରା ଏବଂ ଡି.ଏଫ.ଓ ନୀତିଶ କୁମାର ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରିଛନ୍ତି। ବଅଁରପାଳ ବ୍ଲକରେ ପ୍ରକୃତି ସଂରକ୍ଷଣ ଓ…

Continue Readingଉତ୍କର୍ଷ ପରିବାରଙ୍କୁ ପ୍ରକୃତି ମିତ୍ର ଓ ସୁଶାନ୍ତ କୁମାର ଦାସଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ପକ୍ଷରୁ ଅଭ୍ୟାସ ବର୍ଗ ଆୟୋଜିତ, ଯୋଗ ଦେଲେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ

  ଅନୁଗୁଳ: ତିନି ଦିନ ଧରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ପକ୍ଷରୁ ଅଭ୍ୟାସ ବର୍ଗ ଆୟୋଜିତ ହୋଇଛି। ତାଳଚେର ସ୍ଥିତ ବ୍ରାହ୍ମଣୀ ବିହାର ଶିଶୁ ମନ୍ଦିର ଠାରେ ଢେଙ୍କାନାଳ, ଅନୁଗୁଳ ଓ ଯାଜପୁର ତିନି ଜିଲ୍ଲାର ବିଭିନ୍ନ…

Continue Readingଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ପକ୍ଷରୁ ଅଭ୍ୟାସ ବର୍ଗ ଆୟୋଜିତ, ଯୋଗ ଦେଲେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ