ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପ୍ରକ୍ରିୟାକରଣ ନେଇ ମହିଳାଙ୍କୁ ତାଲିମ

ଅନୁଗୁଳ: ସ୍ବେଚ୍ଛାସେବୀ ସଂଗଠନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ୍ ଏବଂ ଜାତୀୟ ତାପଜ ବିଦ୍ୟୁତ୍ ସଂସ୍ଥା ଏନ୍‌ଟିପିସି କଣିହାଁ ତରଫରୁ ମାଣ୍ଡିଆରୁ ପ୍ରସ୍ତୁତ ବ୍ୟଞ୍ଜନ ଉପରେ ୧୫ ଦିନିଆ ତାଲିମ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମଲ୍ଟି ସ୍କିଲ ତାଲିମ୍ ଗୃହ ଠାରେ ଆୟୋଜିତ…

Continue Readingମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପ୍ରକ୍ରିୟାକରଣ ନେଇ ମହିଳାଙ୍କୁ ତାଲିମ

ପ୍ରକୃତି ରକ୍ଷା ପାଇଁ ସୁମିତ୍ରା ସୁରକ୍ଷା ମଞ୍ଚ ଗଠିତ, ସ୍ୱାଧୀନ ସଭାପତି ଓ ପ୍ରଦ୍ୟୁମ୍ନ ଉପସଭାପତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ସବୁଠାରୁ ବଡ଼ ଆୟତନ ବିଶିଷ୍ଟ ତଥା ଉଚ୍ଚତମ ସୁମିତ୍ରା ପର୍ବତ ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଏହା ସାତକୋଶିଆ ଅଭୟାରଣ୍ୟ ସୀମାରେ ଥିବାରୁ ଏଠାରେ ଜୈବ ପରିସଂସ୍ଥାର ବିବିଧତା ମଧ୍ୟ ବେଶ ଗୁରୁତ୍ୱ ରଖେ।…

Continue Readingପ୍ରକୃତି ରକ୍ଷା ପାଇଁ ସୁମିତ୍ରା ସୁରକ୍ଷା ମଞ୍ଚ ଗଠିତ, ସ୍ୱାଧୀନ ସଭାପତି ଓ ପ୍ରଦ୍ୟୁମ୍ନ ଉପସଭାପତି

ବିଦାୟ ନେଲେ ମା’ ବାସନ୍ତୀ ଦୁର୍ଗାଭଷାଣି ଦେଖିବାକୁ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ

ଅନୁଗୁଳ: ଚଳିତ ମାସ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ପଡିଆରେ ୧୯ ତମ ମହୋତ୍ସବ ମଙ୍ଗଳବାର ଭଷାଣି ସହ ସମ୍ପନ୍ନ ହୋଇଛି। ସନ୍ଧ୍ୟା ୬ ଘଟିକାରେ ପୂଜା ପଡିଆରୁ ମା' ବାସନ୍ତୀଙ୍କ ସୁସଜ୍ଜିତ ପଟୁଆର ବାହାରିଥିଲା…

Continue Readingବିଦାୟ ନେଲେ ମା’ ବାସନ୍ତୀ ଦୁର୍ଗାଭଷାଣି ଦେଖିବାକୁ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ

ଓଡ଼ିଆ ପକ୍ଷ ପାଳନ: ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ, ୨୦ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଚଳିତ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ତାରିଖ ଓଡ଼ିଆ ନବ ବର୍ଷ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଜିଲ୍ଲା…

Continue Readingଓଡ଼ିଆ ପକ୍ଷ ପାଳନ: ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ, ୨୦ ୟୁନିଟ୍ ରକ୍ତ ସଂଗୃହୀତ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ, ରାମାୟଣ ପରିବେଷଣ କଲେ କୁନି ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଯୋରଡ଼ାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପାଳିତ ହୋଇଛି ପବିତ୍ର ଶ୍ରୀରାମ ନବମୀ ଉତ୍ସବ। କାର୍ଯ୍ୟକ୍ରମରେ "ସମ୍ମାନ ସାହିତ୍ୟ ଘର" ସଭାପତି ବିଭୂତି ଭୂଷଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା ସମିତିଙ୍କ…

Continue Readingସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ, ରାମାୟଣ ପରିବେଷଣ କଲେ କୁନି ଛାତ୍ରଛାତ୍ରୀ

୪୬ ବର୍ଷରେ ଭାରତୀୟ ଜନତା ପାର୍ଟି: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ

ଅନୁଗୁଳ : ଅନୁଗୁଳରେ ପାଳିତ ହୋଇଛି ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ। ଆଜି ଅନୁଗୁଳ ଜିଲ୍ଲାର ବିଭିନ୍ନ ମଣ୍ଡଳ, ବୁଥ୍, ଜିଲ୍ଲା କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ…

Continue Reading୪୬ ବର୍ଷରେ ଭାରତୀୟ ଜନତା ପାର୍ଟି: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ

ମେଗା କ୍ଲବ ପକ୍ଷରୁ ରାମ ନବମୀ

ଅନୁଗୁଳ: ସ୍ଥାନୀୟ ଶିମିଳିପଡ଼ା ମେଗା କ୍ଲବ ପକ୍ଷରୁ ଚୈତ୍ର ଶୁକ୍ଲପକ୍ଷ ନବମୀ ତିଥି ରେ ରାମ ନବମୀ ପାଳିତ ହୋଇଯାଇଛି। ଏ ଅବସରରେ ଶନିବାର ଦିନ ମଣ୍ଡଳ ସ୍ଥାପନ, ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ରବିବାର ଦିନ ପ୍ରାତଃ…

Continue Readingମେଗା କ୍ଲବ ପକ୍ଷରୁ ରାମ ନବମୀ

ଅନୁଗୁଳରେ ଓଡ଼ିଆ ପକ୍ଷ ପାଳିତ, ବୁଲିଲା ସଚେତନତା ରଥ

ଅନୁଗୁଳ: ଅନୁଗୁଳ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଓଡ଼ିଆ ପକ୍ଷ ପାଳିତ ହୋଇଛି। ଏ ଅବସରରେ ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷାରେ ଲେଖିବା ପାଇଁ ଏକ…

Continue Readingଅନୁଗୁଳରେ ଓଡ଼ିଆ ପକ୍ଷ ପାଳିତ, ବୁଲିଲା ସଚେତନତା ରଥ

ଲାୟନ୍ସ କ୍ଲବ ଅନୁଗୁଳ ରୟାଲ ପକ୍ଷରୁ ଦହି ସର୍ବତ ବଣ୍ଟନ

ଅନୁଗୁଳ: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସାମାଜିକ ଅନୁଷ୍ଠାନ ଲାୟନ୍ସ କ୍ଲବ ଅନୁଗୁଳ ରୟାଲ ପକ୍ଷରୁ ପଥିକ ମାନଙ୍କୁ ଥଣ୍ଡା ପାନୀୟ, ଦହି ସରବତ ବଣ୍ଟନ କରାଯାଇଛି। ଅନୁଗୁଳ ସହରରେ ସଂଜୀବନୀ ମାର୍କେଟ, ଡେଲି ମାର୍କେଟ, ଲକ୍ଷ୍ମୀ ବଜାର ଛକ ଅଞ୍ଚଳରେ…

Continue Readingଲାୟନ୍ସ କ୍ଲବ ଅନୁଗୁଳ ରୟାଲ ପକ୍ଷରୁ ଦହି ସର୍ବତ ବଣ୍ଟନ

ସଂସଦରେ ସାଂସଦଙ୍କ ଦାବି : ସଂଗ୍ରାମୀ ପବିତ୍ର ପ୍ରଧାନଙ୍କ ନାଁରେ ପ୍ରଚଳିତ ହେଉ ସ୍ମାରକୀ ଡାକ ଟିକଟ

ଅନୁଗୁଳ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ପ୍ରଚଳିତ ହେଉ ସ୍ମାରକୀ ଡାକ ଟିକଟ। ଆଜି ଏ ନେଇ ଲୋକସଭାରେ ଦାବି ରଖିଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ଲୋକସଭାର ଶୂନ୍ୟକାଳରେ ସାଂସଦ ଶ୍ରୀ ପାଣି କେନ୍ଦ୍ର…

Continue Readingସଂସଦରେ ସାଂସଦଙ୍କ ଦାବି : ସଂଗ୍ରାମୀ ପବିତ୍ର ପ୍ରଧାନଙ୍କ ନାଁରେ ପ୍ରଚଳିତ ହେଉ ସ୍ମାରକୀ ଡାକ ଟିକଟ