ପୂଜା ପ୍ରସାଦ ବଢ଼ାକୁ ନେଇ ଗଣ୍ଡଗୋଳ: ଖଣ୍ଡା ଚୋଟରେ ଜଣେ ଗୁରୁତର
ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ତିନିଟା ସମୟରେ ବ୍ରାହ୍ମଣୀଦେଇ ପଡାରେ ଦୁର୍ବୁତ୍ତଙ୍କ ଖଣ୍ଡା ଚୋଟରେ ଜଣେ ଗୁରୁତର ହୋଇଛି। ଅଭିଯୋଗ ମୁତାବକ ସାହିରେ ସରସ୍ବତୀ ପୂଜା ଅନ୍ନ ପ୍ରସାଦ ବଢ଼ା ଯାଉଥିବା ବେଳେ ସାହିର ମନୋଜ ନାୟକ ଓ ଶିବ ପ୍ରସାଦ…
ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ତିନିଟା ସମୟରେ ବ୍ରାହ୍ମଣୀଦେଇ ପଡାରେ ଦୁର୍ବୁତ୍ତଙ୍କ ଖଣ୍ଡା ଚୋଟରେ ଜଣେ ଗୁରୁତର ହୋଇଛି। ଅଭିଯୋଗ ମୁତାବକ ସାହିରେ ସରସ୍ବତୀ ପୂଜା ଅନ୍ନ ପ୍ରସାଦ ବଢ଼ା ଯାଉଥିବା ବେଳେ ସାହିର ମନୋଜ ନାୟକ ଓ ଶିବ ପ୍ରସାଦ…
ଅନୁଗୁଳ: ୧୦ ଦଫା ଦାବି ନେଇ ଶ୍ରୀମେଟାଲିକ୍ସ ଶ୍ରମିକ ସଂଘ ଶୁକ୍ରବାର ଜିଲ୍ଲାପାଳ ଅବଦାଲ ଏମ ଅଖତାରଙ୍କୁ ଭେଟି ଏକ ସ୍ମାରକ ପ୍ରଦାନ କରିଥିଲା। ସଂଘର ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶ୍ରମିକ ମାନେ ଅଭିଯୋଗ କରିଥିଲେକି ୨୦୧୧ ରେ…
ଅନୁଗୁଳ: ଗୁରୁବାର ପୂର୍ବାହ୍ନରେ ଅନୁଗୁଳ ଏନଏସି ହାଇସ୍କୁଲର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ଅଳକାନନ୍ଦାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାରୋହକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ…
ଅନୁଗୁଳ: ବିଦ୍ୟାଳୟ ସ୍ଥାନାନ୍ତରଣକୁ ବିରୋଧ କରି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ଅନୁଗୁଳ ଜିଲ୍ଲା ଗୀତାଗ୍ରାମସ୍ଥିତ ରେଡକ୍ରସ୍ ସ୍ଵତନ୍ତ୍ର ଦୃଷ୍ଟିହୀନ ଓ ମୁକବଧିର ବିଦ୍ୟାଳୟର ଅଭିଭାବକ। ସେମାନଙ୍କ ଅଭିଯୋଗ ମୁତାବକ, ପୂର୍ବରୁ ବଳରାମ ପ୍ରସାଦ ଅଞ୍ଚଳରେ ନକୁଳ ଚନ୍ଦ୍ର ଦୃଷ୍ଟିହୀନ…
ଅନୁଗୁଳ: ସ୍ଥାନୀୟ ସର୍କିଟ ହାଉସ ସଭା କକ୍ଷରେ ଜିଲ୍ଲା ବନ ବିଭଗ ପକ୍ଷରୁ ମଣ୍ଡଳ ସ୍ତରୀୟ ବନାଗ୍ନୀ ନିରାକରଣ ନେଇ ଏକ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ଆରସିସିଏଫ ସୁଧାଂଶୁ ଶେଖର ଖେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଢେଙ୍କାନାଳ ଦିଏଫଓ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଚାଷୀ ସୁରକ୍ଷା କମିଟିର ସାଧାରଣ ସଭା ଶିକ୍ଷକପଡ଼ା ନବକୃଷ୍ଣ ଚୌଧୁରୀ ସ୍ମୃତିପାଠାଗାର ଠାରେ ଅନୁଷ୍ଠିତ ହୋଇଛି। ଅନୁଗୁଳ ଜିଲ୍ଲାରେ ଥିବା ଚକବନ୍ଦୀ ଅଧ୍ୟୁଷିତ ଗ୍ରାମ ଗୁଡିକରୁ ଏ ପର୍ଯ୍ୟନ୍ତ ସରକାର ଚକବନ୍ଦୀ ଉଚ୍ଛେଦ ନିମନ୍ତେ କୌଣସି ପଦକ୍ଷେପ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌର ପରିଷଦରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଡଃ ପ୍ରଦୀପ କୁମାର ସାହା ଯୋଗ ଦାନ କରିଛନ୍ତି। ଏଥିସହ ଏହି ପଦରେ ଥିବା ପୂର୍ବତନ ନିର୍ବାହୀ ଅଧିକାରୀ ବଲୟ ଦେହୁରୀ ବିଦାୟ ନେଇଛନ୍ତି। ପରିଷଦ ପକ୍ଷରୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ସ୍ଥିତ ଓଏଚପିସି ପ୍ରଶାସନିକ ଭବନର ପ୍ରବେଶ ଦ୍ୱାରରେ ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ଏକ ତିନିଫୁଟ ଉଚ୍ଚାର ମୂର୍ତ୍ତି ସ୍ଥାପନ କରାଯାଇଛି। ପୂଜକ ଅନନ୍ତ ନାରାୟଣ ମିଶ୍ର ଜୀବନ୍ୟାସ ମନ୍ତ୍ର ପଢ଼ି ପୂଜାର୍ଚ୍ଚନା…
ଅନୁଗୁଳ: ଅନୁଗୁଳ ସ୍ଥିତ ବଚପନ୍ ପ୍ଲେ ସ୍କୁଲର ୧୫ ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ) ସଭାପତି ଅଜିତ କୁମାର ଧର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କୁନି…
ଅନୁଗୁଳ: ରାଜକିଶୋରପଡା ଜଗନ୍ନାଥ ମନ୍ଦିରରେ ଆଜି ଅମଲାପଡା ମା' ବାସନ୍ତୀ ଦୁର୍ଗା ପୂଜା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ବାସନ୍ତୀ ଦୁର୍ଗାପୂଜା କମିଟିର ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଗତ ପୂଜାର…